Browsing Category

ରାଜ୍ୟ

ମଦ ଜବତ, ୩ ଗିରଫ

ବାଲିକୁଦା: ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୬ ଲିଟର ୨୫୦ ମିଲି ଲିଟର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ବେଆଇନ ମଦ କାରବାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଭାଗା ଏହି ଚଢଉରେ ଏରସମା ଥାନା ଅଧୀନ ଗାରିଆ ଗାଁର ଶରତ ଚନ୍ଦ୍ର
Read More...

କରୋନା ମୃତ୍ୟୁରେ ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ କରୋନାରେ ବ୍ରେକ୍ ଲାଗୁନାହିଁ । ରେକର୍ଡ ସଂଖ୍ୟକ ଆକ୍ରନ୍ତ ଆଖି ବୁଜିଛନ୍ତି । କରୋନା ମୃତ୍ୟୁରେ ଏହା ସର୍ବକାଳୀନ ରେକର୍ଡ । କେବଳ ସେପ୍ଟେମ୍ବର ମାସରେ ୨୪୪ ମୁଣ୍ଡ ନେଲାଣି କରୋନା । ଏହା ପୂର୍ବରୁ ଅଗଷ୍ଟ ୧୦ ଓ ୨୯ ତାରିଖରେ ୧୪ ଜଣ ଳେଖାଏଁ କୋଭିଡ ପଜିଟିଭ ପ୍ରାଣ
Read More...

ସାମାଜିକ ଭତା ଯୋଜନାରୁ ବଂଚିତ ୭୦ ବର୍ଷର ମହନୀ

ଯାଜପୁର: ଅସହାୟ, ନିରାଶ୍ରୟ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବାଙ୍କୁ ସାମାଜିକ ସହାୟତା ଯୋଗାଇ ଦେବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛିି ବିଭିନ୍ନ ଯୋଜନା । ଏ ବାବଦକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ଏବଂ ଯୋଜନାର ତଦାରଖ ଦାୟିତ୍ୱରେ ରହିଛନ୍ତି ପ୍ରଶାସନିକ ଅଧିକାରୀ
Read More...

ସ୍ୱଛ ରେଳ-ସ୍ୱଛ ଭାରତ- ସ୍ୱଛ ପରିସର(କ୍ଲିନ କଂପ୍ଲେକ୍ସ)

ଭୁବନେଶ୍ୱର: ସ୍ୱଛ ଭାରତ ଅଭିଯାନର ସ୍ୱଛ ରେଳ- ସ୍ୱଛ ଭାରତ- ସ୍ୱଛ ପରିସର ପରିକଳ୍ପନା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥର ସମସ୍ତ ପ୍ରମୁଖ ଅଧିକାରୀମାନଙ୍କ ନେତ୍ୟତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ସମସ୍ତ ଷ୍ଟେଷନ ପରିଚାଳନା କ୍ଷେତ୍ରର ପରିଛନତା ଆଣିବା ସହ ନିଜ କାର୍ଯ୍ୟାଳୟ ଓ ଏହାର ପରିଷର ରେ
Read More...

କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପ୍ରତିବାଦ ଆନ୍ଦୋଳନ

ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଲଗାତାର ଦେଶର ଶ୍ରମିକ, କର୍ମଚାରୀ, ଚାଷୀ, ମୂଲିଆ ତଥା ଜନସାଧାରଣଙ୍କ ବିରୁଦ୍ଧରେ ଗ୍ରହଣ କରିଚାଲିଥିବା ନୀତି ବିରୁଦ୍ଧରେ ବୁଧବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ମିଳିତ ମଞ୍ଚ ପକ୍ଷରୁ
Read More...

ସାପ କାମୁଡ଼ା ରୋଗୀକୁ ମେଡିକାଲରେ ଝଡ଼ାଫୁଙ୍କା

ଜଳେଶ୍ୱର: ସାପ କାମୁଡି ଦେଇଥିବା ବ୍ୟକ୍ତିଙ୍କୁ ଭଲ କରିବା ପାଇଁ ଡାକ୍ତରଖାନା ପରିସରରେ କରାଗଲା ଝଡ଼ାଫୁଙ୍କା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।ସୂଚନା ଅନୁସାରେ , ୫ରୁ ୬ଦିନ ପୂର୍ବରୁ ଲହାଚଡ଼ ଗାଁର ଜଣଙ୍କୁ ସାପ
Read More...

ପାଠ୍ୟପୁସ୍ତକରେ ଇତିହାସର ବିକୃତିକରଣ ବନ୍ଦ ହେଉ

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବିଭାଗ ଷଡ଼ଯନ୍ତ୍ରରେ ସ୍କୁଲ୍ ପିଲାଙ୍କୁ ଭୁଲ୍ ଇତିହାସ ପଢାଯାଉଛି । ଷÂ ଶ୍ରେଣୀ ସାହିତ୍ୟ ବହିର ପୃଷ୍ଠା ନଂ- ୫୦ରେ ଯେଉଁ ବ୍ୟକ୍ତିଙ୍କ ସମ୍ବନ୍ଧରେ ବର୍ଣ୍ଣିତ ହୋଇଛି, ତାହା ଆଦୌ ତଥ୍ୟ ଆଧାରିତ ନୁହେଁ । ଆର.ଏସ୍.ଏସ୍.ର ଦୀକ୍ଷା ଗୁରୁ ସାବରକରଙ୍କୁ
Read More...

ଯୁବତୀଙ୍କୁ ଦୁଷ୍କର୍ମ, ଥାନାରେ ଅଭିଯୋଗ

ଖଡିଆଳ: ନୂଆପଡା ଜିଲ୍ଲା ଖଡିଆଳ ଥାନା ବହଲପଦର ଗାଁରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଜନ୍ମଦିନ ଉତ୍ସବରେ ଯୋଗଦେଇଥିବା ଜଣେ ଯୁବତୀଙ୍କୁ ବଳ ପ୍ରୟୋଗ କରି ଟେକିନେଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଏହାପରେ ଅଭିଯୋଗ
Read More...

ଜନ୍ମ ଦିନରେ ଦିବ୍ୟାଙ୍ଗମାନଙ୍କୁ ସହାୟତା

ଭୁବନେଶ୍ୱର : ପ୍ରତିଟି ମଣିଷ ପାଇଁ ଜନ୍ମଦିନ ଏକ ଅଭୁଲା ଦିନ । ଦିନଟିକୁ ସ୍ମରଣୀୟ ରଖିବା ପାଇଁ ଅନେକ ହୋଟେଲ, ରେଷ୍ଟୁରା, ପଂଚତାରକା ହୋଟେଲ ଓ ବିଭିନ୍ନ ମଣ୍ଡପମାନଙ୍କରେ ଜନ୍ମଦିନ ଉତ୍ସବ ଜାକ ଜମକରେ ଆୟୋଜନ କରିଥାନ୍ତି । ବନ୍ଧୁ, ବାନ୍ଧବ, ସାଙ୍ଗ, ସାଥୀ ଏବଂ ଆତ୍ମୀୟ ସ୍ୱଜନ ମାନଙ୍କୁ
Read More...

ଦୁଇ ବାଇକ ମୁହାଁମୁହିଁ, ୩ ଆହତ

ବୌଦ୍ଧ: ଜମଟାଙ୍ଗୀ - ଋଷିବନ୍ଧ ରାସ୍ତାର ସାଣ୍ଢପାଲି ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ ଘଣ୍ଟା ସମୟରେ ଷାଣ୍ଡପାଲି ଗ୍ରାମର ଶରତ ଷାଣ୍ଡ ନିଜ ମାଆଙ୍କୁ ଗୋଟିଏ ବାଇକରେ ବସାଇ
Read More...