Browsing Category

ରାଜ୍ୟ

ଆମ୍ବୁଲାଲ୍ସକୁ ଧକ୍କା ଦେଲା ବାଇକ, ଦୁର୍ଘଟଣା ସ୍ଥଳରେ ବାଇକ ସହ ଜଳିଗଲେ ଆରୋହୀ

ନୟାଗଡ଼: ନୟାଗଡ ଜିଲା ଦଶପଲ୍ଲାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବାଇକ ଆରୋହୀ ଏକ ଆମ୍ବୁଲାନ୍ସକୁ ଧକ୍କା ଦେବାପରେ ବାଇକ ସହ ଜୀବନ୍ତ ଧଗ୍ଧ ହୋଇଯାଇଛନ୍ତି। ଘଟଣା ସ୍ଥଳରେ ବାଇକ ଆରୋହୀ ଜଣଙ୍କ ଜାଳିଯାଇ ମୃତ୍ୟୁବରଣ କରିଛନ୍ତି।
Read More...

ଝାରପଡ଼ା ଜେଲରେ ବିଚାରଧୀନ କଏଦୀ ମୃତ ; ମୃତ୍ୟୁ ପରେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଚିଟଫଣ୍ଡ ମାମଲାରେ ସେ ୨୦୧୯ରୁ ଜେଲରେ ଥିଲେ।ସୂଚନା ଅନୁଯାୟୀ , କିଛି ଦିନ ତଳେ ତାଙ୍କୁ ଜ୍ୱର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ
Read More...

ସାଂସଦ ପ୍ରତିନିଧି ଗୁଲାବ ସୋନି କରୋନା ସଂକ୍ରମିତ

ଟିଟିଲାଗଡ଼: ଟିଟିଲାଗଡ ଅଞ୍ଚଳରେ କରୋନା ମହାମାରୀ ହୁହୁ ହୋଇ ବୃଦ୍ଧି ପାଇବାକୁ ଲାଗିଛି। ଟିଟିଲାଗଡ ଅଞ୍ଚଳରେ ସରକାରୀ କର୍ମଚାରୀ, ସରକାରୀ ଓକିଲ, ରାଜନେତା, ସାମ୍ବାଦିକ, କୋଭିଡ ଯୋଦ୍ଧା ସଂକ୍ରମଣର ଶିକାର ହୋଇଛନ୍ତି। ଗତ ଦୁଇ ଦିନ ତଳେ ଟିଟିଲାଗଡ ବିଧାୟିକା ତଥା ରାଜ୍ୟ ମହିଳା ଓ ଶିଶୁ
Read More...

ରାଜ୍ୟ କ୍ୟବିନେଟ ବୈଠକ, ୩ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମଧ୍ୟମରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା।  ଏହି କ୍ୟାବିନେଟ୍‌ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ
Read More...

ବାଇକକୁ ଧକ୍କା ଦେଲା ପିକଅପ୍: ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଝିଅ ସହ ବାଇକରେ ଯାଉଥିବା ବେଳେ ପଛରୁ ଏକ ପିକଅପ୍ ଭ୍ୟାନ୍ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଅଢ଼େଇ ବର୍ଷର
Read More...

ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୬୪୫

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୮ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୮ ଜଣ ମୃତକଙ୍କ ମଧ୍ୟରୁ କଟକ ଜିଲାରୁ
Read More...

ବୃକ୍ଷ ରୋପଣ ମାଧ୍ୟମରେ ଆତ୍ମନିର୍ଭରଶୀଳ ଯୋଜନା

ଯାଜପୁର: ବ୍ୟାପକ ବୃକ୍ଷ ରୋପଣ ସହ ଏହା ମାଧ୍ୟମରେ ଯେପରି ଜୀବିକା ଊପାର୍ଜନ ଓ ଆର୍ଥିକ ଅଭିବୃଦ୍ଧି ଘଟିପାରିବ ସେଥିପ୍ରତି ମଧ୍ୟ ମନୋନିବେଶ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମହାତ୍ମା
Read More...

ରାୟଗଡାରେ ୬ ହଜାର ଡେଇଁଲା କରୋନା : ୩୩ ମୃତ

ରାୟଗଡା: ରାୟଗଡା ଜିଲ୍ଲାରେ ୬ ହଜାର ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଜିଲ୍ଲାରେ । ସ୍ଥିତିକୁ ନିୟନ୍ତ୍ରଣଧୀନ କରିବା ପାଇଁ ପ୍ରଶାସନ ତରଫରୁ ଉଦ୍ୟମ ଜାରୀ ରହିଛି । କରୋନା ରୋଗୀଙ୍କୁ ଚିହ୍ନଟ ପାଇଁ ଟେଷ୍ଟିଂ ଜୋରଦାର କରାଯାଇଛି ।
Read More...

ରାୟଗଡା ବିଜେପି ସଭାପତିଙ୍କୁ କରୋନା

ରାୟଗଡା - ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶିବ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ, ଜିଲ୍ଲାବାସୀଙ୍କର ସମାସ୍ୟା ସମାଧାନ ପାଇଁ କୋଭିଡ ୧୯ ନିୟମ ମାନି ମିଶିଥିଲେ ମଧ୍ୟ ଅଜାଣରେ କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତି
Read More...

ମଦ ପିଇବାକୁ ନେଇ ଗଣ୍ଡଗୋଳ : ଜଣେ ଆହତ

ବାଲିକୁଦା: ମଦ ପିଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଦୁଇ ଭାଇଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣା ପଡିଛି । ଏହି ଦୁଇ ଭାଇଙ୍କ ଆକ୍ରମଣରେ ଆହତଙ୍କ ବାମ ଗୋଡ ଭାଙ୍ଗି ଚୁନା ହୋଇଯାଇଛି । ଏଭଳି ଘଟଣା ଘଟିଛି ଅନନ୍ତପୁର ଫାଣ୍ଡି ଅଧୀନ କୁଷୁପୁର ପଞ୍ଚାୟତ ଖଡିକାଦଣ୍ଡା ଗାଁରେ । ଦୁଇ
Read More...