Browsing Category

ରାଜ୍ୟ

ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ପ୍ରତ୍ୟାହାର ଦାବୀରେ ଓଡିଶା ଦାବୀ ଦିବସ ପାଳିତ

ଭୁବନେଶ୍ୱର: ଛାତ୍ର-ଅଧ୍ୟାପକ-କର୍ମଚାରୀ ବିରୋଧି ତଥା ବିଶ୍ୱବିଦ୍ୟାଳୟ ସ୍ୱାତନ୍ତ୍ର୍ୟ ହରଣକାରୀ ୨୦୨୦ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବୀରେ ଆଜି ଏ.ଆଇ.ଡି.ଏସ୍.ଓ ଓଡିଶା ରାଜ୍ୟ ପରିଷଦ ତରଫରୁ ସାରା ଓଡିଶା ଦାବୀ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ…
Read More...

କରୋନା ସଂକ୍ରମଣକୁ ନେଇ ଆତଙ୍କ

ଜଗତସିଂହପୁର: କରୋନାକୁ ନେଇ ସମଗ୍ର ବିଶ୍ୱ ଏକ ଭୟଙ୍କର ପରିସ୍ଥିତି ମଧ୍ୟରେ ଗତି କରୁଛି । କରୋନା ମହାମାରୀ ସମଗ୍ର ମାନବ ଜାତି ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ପ୍ରାୟ ସାତମାସ ଧରି କରୋନା ଆମ ଦେଶ ଭାରତ ସମେତ ଓଡ଼ିଶାବାସୀଙ୍କ ମନରେ ଏକ ଅଜଣା ଆତଙ୍କ ସୃଷ୍ଟି କରିଚାଲିଛି । ଏହାରି…
Read More...

ଯାଜପୁର ଜିଲ୍ଳାରେ ପିଂଭର କ୍ଲିନିକର ଶୁଭାରମ୍ଭ

ଯାଜପୁର: ଥଣ୍ଡା, ଜ୍ୱର, କାଶ ଇତ୍ୟାଦି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିରଜା ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ଦେବୀଦ୍ୱାର ପ୍ରାଥମିକ ବିଦ୍ୟାଳୟ, ବ୍ୟାସନଗର ସ୍ଥିତ ଯାଜପୁର ରୋଡ ହସ୍ପିଟାଲ, ଦଶରଥପୁର ସ୍ଥିତ ମଙ୍ଗଳପୁର ଗୋଷ୍ଠୀ…
Read More...

କରୋନା ଯୋଗୁ ୨୦ ବର୍ଷର ବିକାଶ ବାଧାପ୍ରାପ୍ତ

ଭୁବନେଶ୍ୱର : ରିପୋର୍ଟରେ ଦର୍ଶାଯାଇଛି ଯେ ଆର୍ଥିକ କ୍ଷତି ଯୋଗୁ ଅସମାନତା ବୃଦ୍ଧି ପାଇଛି ଏବଂ ମିଳିତ ଜାତିସଂଘ ସ୍ଥାୟୀ ବିକାଶ ହାସଲ ବାଧାପ୍ରାପ୍ତ ହୋଇଛି, ସମସ୍ୟାର ମୁକାବିଲା ପାଇଁ ରାଷ୍ଟ୍ରକୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ରିପୋର୍ଟରେ ଆଲୋକପାତ ସିଆଟଲ…
Read More...

ଇଂଜିନିୟର ଦିବସକୁ ଅନ୍-ଲାଇନରେ ପାଳନ

ଭୁବନେଶ୍ୱର: ବର୍ତମାନ ସାରା ପୃଥିବୀରେ କରୋନା କାୟା ବିସ୍ତାର କରିଥିବାବେଳେ ପୂର୍ବତଟ ରେଳ ଇଂଜିନିୟର ସଂଘ ଭାରତ ରତ୍ନ ଇଂ.ଏମ୍.ଇ ଶ୍ୱେଶ୍ୱରାୟାଙ୍କ ଜନ୍ମଦିବସ ତଥା ଇଂଜିନିୟର ଦିବସକୁ ଅନ୍-ଲାଇନ୍ରେ ପାଳନ କରିଥିଲା । କରୋନା ସମୟରେ ପୂର୍ବତଟ ରେଳ ଇଂଜିନିୟରମାନଙ୍କର ଭୂବିକାକୁ ନେଇ ଏକ…
Read More...

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଧିନସ୍ତ କୁସପଲ୍ଲୀ ଗ୍ରାମର ବିପ୍ର ଭୂୟାଁ ନାମକ ଜଣେ ଦୀର୍ଘ ଦିନ ଧରି ବୁଗୁଡା ସୀମା ଳ ମାର୍ଗ ସାହିରେ ରହିଅ।ସୁଥିଲେ । ବୁଗୁଡା ବଡ଼ ଶଙ୍ଖ ନିକଟରେ ଏକ ଘର କାମ କରିବାକୁ ଯାଇ ବିଦୂତ ଅ।ଘାତରେ ଦୁଇ ମହଲା ଛ|ତ ଉପରୁ ଟଳି ପଡ଼ିଥିଲେ ବିପ୍ରୟ…
Read More...

ହେମଗିର ଗର୍ଜନପାହଡ଼ରେ ପୁଣି ୨ ବିରଳ କଳା ବାଘ!

ସୁନ୍ଦରଗଡ଼: ଦେଢ଼ବର୍ଷ ପରେ ସୁନ୍ଦରଗଡ଼ ବନଖଣ୍ଡର ହେମଗିର ବନାଂଚଳସ୍ଥିତ ଗର୍ଜନପାହାଡ ସଂରକ୍ଷିତ ଜଙ୍ଗଲରେ ପୁଣି ଦୁଇଟି ବିରଳ କଳାବାଘ ଦୃଷ୍ଟିଗୋଚର ହୋଇଛନ୍ତି । କିଛିଦିନ ତଳେ ଜଙ୍ଗଲକୁ ଯାଇଥିବା କିଛି ଲୋକଙ୍କ ନଜରରେ ଏହା ପଡ଼ିଥିବା କୁହାଯାଉଛି । କିନ୍ତୁ ବନବିଭାଗ ଏ ସମ୍ପର୍କରେ ନିରବ…
Read More...

କରୋନା ନିୟନ୍ତ୍ରଣ ପାଇଁ ବିବିଧ ପଦକ୍ଷେପ

ଯାଜପୁର: କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଚ୍ଥି । ସାଧାରଣ ଜନତା କୋଭିଡର ମାର୍ଗ ଦର୍ଶିକା ମାନିବା ସହ ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ସେମାନଙ୍କ ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ ପାଇଁ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର…
Read More...

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାଲିକୁଦା: ଚାଷ ସମୟରେ ୟୁରିଆ ସାରର ଘୋର ଅଭାବ ସାଙ୍ଗକୁ ଚଢା ଦରରେ ସାର ବିକ୍ରି କରାଯିବା, ଫୋନିରେ କ୍ଷତିଗ୍ରସ୍ତ ଚାଷୀ ମାନେ ସେମାନଙ୍କ କ୍ଷତି ପୁରଣ ନ ପାଇବା ଓ ସର୍ବୋପରେ କାଳିଆ ଯୋଜନା ଅର୍ଥ ସବୁ ଚାଷୀଙ୍କୁ ନ ମିଳିବା ପ୍ରତିବାରେ ଆଜି ନବ ନିର୍ମାଣ କୃଷକ ସଂଗଠନ ବାଲିକୁଦା ଶାଖା…
Read More...

ଅକ୍ଟୋବର ୧୨ରୁ ୧୯ ଯାଏ ଓଜେଇଇ

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ ତରିଖ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ରାଜ୍ୟରେ ଥିବା ସରକାରୀ, ଘରୋଇ ବିଶ୍ୱବିଦ୍ୟାଳୟ ଓ କଲେଜର ବି.ଟେକ୍ (ଜେଇଇ ମେନ୍ ବ୍ୟତୀତ), ବି.ଫାର୍ମା ଏମ୍ବିଏ, ଏମ୍ସିଏ, ଏମ୍.ଟେକ୍, ଏମ୍.ଟେକ୍ (ପାର୍ଟ ଟାଇମ୍),…
Read More...