Browsing Category

ରାଜ୍ୟ

ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇଲା କିସ ଫାଉଣ୍ଡେସନ

ଭୁବନେଶ୍ୱର :ନିକଟରେ ସୁରଟ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିସ ଫାଉଣ୍ଡେସନ । ଏହି ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ କନ୍ଧମାଳ ସାଂସଦ ତଥା କିସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଚୁତ
Read More...

ପ୍ରକାଶ ପାଇଲା ଓଷ୍ଟା ଦଶମ ଶ୍ରେଣୀ ଟେଷ୍ଟ ପେପର୍ସ

କଟକ : ସମ୍ପ୍ରତି ୨୦୨୧ ମସିହାରେ ଦଶମ ଶ୍ରେଣୀ ବୋଡର଼୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସଂଶୋଧିତ ପାଠ୍ୟଖସଡ଼ା ଅନୁଯାୟୀ ଓଷ୍ଟା ଟେଷ୍ଟ ପେପର୍ସ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ବଜାରରେ ଉପଲବ୍ଧ ହେବାକୁ ଯାଉଛି । କରୋନା ଜନିତ କଟକଣା ସମୟରେ ବିଦ୍ୟାଳୟ ସବୁ
Read More...

ବାଲେଶ୍ୱର: ଦିନକରେ ୯୨ ପଜିଟିଭ୍

ବାଲେଶ୍ୱର: ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତୁ୍ୟ ଅନୁପାତ କମ ଥିଲେ ବି ଗତ କିଛିଦିନ ଧରି ବଢ଼ୁଥିବା ସଂକ୍ରମଣ ହାର ରାଜ୍ୟବାସୀଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି । ଗତ ୨୪
Read More...

ବିଦ୍ୟାର୍ଥୀମାନଙ୍କୁ ଯୋଗାଇ ଦିଆଗଲା ପାଠ୍ୟ ଉପକରଣ

ଯାଜପୁର: ଉକ୍ରଳ ବିପନ୍ନ ସହାୟତା ସମିତି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯାଜପୁର ଜିଲ୍ଲା ତରପରୁ ବନ୍ୟାଚଂଳର ବିପନ୍ନ ପରିବାରରେ ଥିବା ବିଦ୍ୟାର୍ଥିମାନଙ୍କୁ ସ୍କୁଲ ବ୍ୟାଗ, ଖାତା, କଲମ, ପେନସିଲ ଆଦି ବିତରଣ କରାଯାଇଛି । ୟୁବିଏସ୍ଏସ୍ ତରଫରୁ ଦିଆଯାଉଥିବା ଏହି ସାହାର୍ଯ୍ୟ ସହଯୋଗକୁ
Read More...

ଶୁଖୁଆଖଳା ଠାରେ ୟୁବିଏସ୍ଏସ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

କଟକ: କଟକ ଜିଲ୍ଲା ବାଙ୍କୀର ଶୁଖୁଆଖଳା ଠାରେ ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ୨୫୦ଜଣ ବ୍ୟକ୍ତିଙ୍କର ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଛି । ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ସ୍ୱୟଂସେବକମାନଙ୍କ ଦ୍ୱାରା ଶୁଖୁଆଖଳା ଠାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବିତରଣ
Read More...

ନାଲକୋ ଅଞ୍ଚଳରେ ବଜ୍ରଘାତରେ ଦୁଇ ମୃତ

ବଅଁରପାଳ: ବୁଧବାର ଦିନ ୪ଘଟିକା ସମୟରେ ନାଲକୋ ନଗର ଥାନା ଅଞ୍ଚଳ ଅମାନ୍ତପୁର ଗ୍ରାମ ରାସ୍ତା ଦେଇଯାଇଥିବା ଏକ ଆମ୍ବ ଗଛ ମୂଳରେ ବଜ୍ରପାତ ଘଟି ଦୁଇ ଯୁବକ ମୃତ୍ୟୁ ହୋଇଛି । ଘଟଣାର ପ୍ରକାଶ ସିପିପି ଟାଙ୍କି ହଟିଙ୍ଗ ବାସିନ୍ଦା ଦାସରଥ ମୁର୍ମୁ(୩୦), ରାମ କିଶକୁ(୨୫), ଶୌଚ ହେବା ପାଇଁ ଯାଇଥିବା
Read More...

ନାଲକୋ କ୍ୱାଟର ଆବଂଟନରେ ବ୍ୟାପକ ଦୁର୍ନୀତି, କର୍ମଚାରୀଙ୍କ ମହଲରେ ଅସନ୍ତୁଷ୍ଟ?

ଅନୁଗୁଳ : ଗତ ୨୦/୦୮/୨୦୨୦ରେ ନୋଟିସ ମାଧ୍ୟମରେ ଅର୍ଡର ବାହାରିଥିଲା, କିନ୍ତୁ କଣ ଏମିତି ସମସ୍ୟା ହେଲା ଯେ, ଅର୍ଡରକୁ ପୁଣି ସ୍ଥଗିତ କରାଗଲା ବୋଲି ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ଏବଂ ଏଥିରେ ନାଲକୋର ବରିଷ୍ଠ ପଦାଧିକାରୀ ଏବଂ ସଂଗଠନର ବରିଷ୍ଠ କାର୍ଯ୍ୟକର୍ତାଙ୍କ ମଧୁଚନ୍ଦ୍ରିକା
Read More...

ସ୍ୱପ୍ନା ଟିଭିର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଖୋଲା ଆଖିରେ ସ୍ୱପ୍ନ ଦେଖ । ଏଥିସହ ସ୍ୱପ୍ନ ସାକାର କରିବା ପାଇଁ ନିରନ୍ତର ଉଦ୍ୟମ କର । ସାଧନା ଓ ସଂକଳ୍ପ ଫଳରେ ସ୍ୱପ୍ନ ନିଶ୍ଚିତ ସାକାର ହେବ । ଧୀରପାଣି ପଥର କାଟିବା ଭଳି ନିରବଚ୍ଛିନ୍ନ ଚେଷ୍ଟା କେବେ ବ୍ୟର୍ଥ ଯିବନି । ଗଣମାଧ୍ୟମ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ରଖିବାକୁ
Read More...

ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ଅନେକ ଡିଜିଟାଲ୍ ବ୍ୟବସ୍ଥା ଗ୍ରାହକ ଅନୁଭୂତିକୁ ଉନ୍ନତ କରିଛି

ଭୁବନେଶ୍ୱର : କରୋନା ମହାମାରୀ ଆମେ ଯେଉଁ ଦୁନିଆକୁ ପୂର୍ବରୁ ଜାଣିଥିଲେ ତାହାର ସଂଜ୍ଞା ବଦଳାଇ ଦେଇଛି । ଆମେ ନୂତନ ସ୍ୱାଭାବିକ ସମୟରେ ପ୍ରବେଶ କରୁଥିବା ବେଳେ ଗ୍ରାହକ ଡିଜିଟାଲ୍ ବ୍ୟାଙ୍କିଙ୍ଗର ଚିନ୍ତାଧାରା ବଦଳିଗଲାଣି । ମହାମାରୀ ପରେ ଏଥିରେ ବଡ଼ ଧରଣର ପରିବର୍ତନ ଘଟିବ । ଡିଜିଟାଲ୍
Read More...

ବିପିସିଏଲ୍ ଘରୋଇକରଣ ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ବିଜେପି ସରକାର ବିପିସିଏଲ୍ର ଘରୋଇକରଣ ନୀତି ବିରୋଧରେ ସ୍ଥାନୀୟ ମାଷ୍ଟର କ୍ୟାତିନଠାରେ ଏଆଇସିସିଟିୟୁ ଏବଂ ଟିୟୁସିସି ତରଫରୁ ମିଳିତ ଭାବରେ ବିରୋଧ କରାଯାଇଛି । ବିପିସିଏଲ୍ ନବରତ୍ନମାନଙ୍କ ମଧ୍ୟରୁ ଲାଭରେ ଚାଲୁଥିବା ଗୋଟିଏ ଉଦ୍ୟୋଗ । ବାର୍ଷିକ ୭ ହଜାର କୋଟି ଟଙ୍କା ଲାଭରେ
Read More...