ଜମି ବାଡ଼ି ବିବାଦରୁ ଆକ୍ରମଣ : ଜଣେ ଆହତ
ବାଲିକୁଦା: ଜମି ବାବାଦକୁ କେନ୍ଦ୍ର କରି ଆଜି ଦୁଇ ପରିବାର ମଧ୍ୟରେ ଗଣ୍ଡ ଗୋଳ ଘଟି ଜଣେ ଆହତ ହୋଇଥିବା ଜଣା ପଡ଼ିଛି । ଆହତ ଜଣକ ହେଉଛନ୍ତି ବାଲିକୁଦା ଥାନା ଗରାମ ପଞ୍ଚାୟତ କୋଳଥପାଟଣା ଗାଁର ଆରତ ନାଥ(୫୩) ବୋଲି ଜଣା ପଡ଼ିଛି । ଆରତଙ୍କ ପରିବାର ସହିତ ସେହି ଗାଁର ତାଙ୍କ ପଡୋଶୀ । ମହାଦେବ!-->…
Read More...
Read More...