Browsing Category

ରାଜ୍ୟ

ରାୟଗଡା ବିଜେପି ସଭାପତିଙ୍କୁ କରୋନା

ରାୟଗଡା - ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶିବ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ, ଜିଲ୍ଲାବାସୀଙ୍କର ସମାସ୍ୟା ସମାଧାନ ପାଇଁ କୋଭିଡ ୧୯ ନିୟମ ମାନି ମିଶିଥିଲେ ମଧ୍ୟ ଅଜାଣରେ କୌଣସି କରୋନା ଆକ୍ରାନ୍ତ ବ୍ୟକ୍ତି…
Read More...

ମଦ ପିଇବାକୁ ନେଇ ଗଣ୍ଡଗୋଳ : ଜଣେ ଆହତ

ବାଲିକୁଦା: ମଦ ପିଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟି ଦୁଇ ଭାଇଙ୍କ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣା ପଡିଛି । ଏହି ଦୁଇ ଭାଇଙ୍କ ଆକ୍ରମଣରେ ଆହତଙ୍କ ବାମ ଗୋଡ ଭାଙ୍ଗି ଚୁନା ହୋଇଯାଇଛି । ଏଭଳି ଘଟଣା ଘଟିଛି ଅନନ୍ତପୁର ଫାଣ୍ଡି ଅଧୀନ କୁଷୁପୁର ପଞ୍ଚାୟତ ଖଡିକାଦଣ୍ଡା ଗାଁରେ । ଦୁଇ…
Read More...

ସ୍କୁଲ୍-ଫି ଛାଡ଼କୁ ନେଇ ମିଥ୍ୟପ୍ରଚାର !

ଭୁବନେଶ୍ୱର: କରୋନା କରାଳରେ ଆର୍ଥିକ ସଙ୍କଟରେ ପୀଡ଼ିତ ଅଭିଭାବକମାନଙ୍କୁ ସ୍କୁଲ୍ ଫିରୁ ରିହାତି ଦେବାଲାଗି ସମ୍ବଲପୁରର ଜଣେ ଓକିଲ ମହମ୍ମଦ ଆନସାରି, ଓଡିଶା ସରକାରଙ୍କୁ ପକ୍ଷ ରଖି ମାନ୍ୟବର ଉଚ୍ଚନ୍ୟାୟାଳୟରେ ଚଓଖ ଫାଇଲ୍ କରିଛନ୍ତି । ପରେ ପରେ କଟକର ଆଉଜଣେ ଓକିଲ ପ୍ରହଲାଦ ରାଉତ,…
Read More...

ଟାୱାର ଥିଲେ ବି ମିଳୁନି ସେବା, ମୁଣ୍ଡିଗଡ ଅଞ୍ଚଳବାସୀଙ୍କ ଦାବିପତ୍ର ପ୍ରଦାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମୁଣ୍ଡିଗଡ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରହିଛି ଏକ ବି ଏସଏନଏଲ ଟାୱାର । ହେଲେ ସେଠାରେ ଭଲ ଭାବରେ ଲୋକଙ୍କୁ ନେଟୱାର୍କର ସିଂକ ସେବା ବିଳୁନାହିଁ । ସେଥିପାଇଁ ସୋମବାର ଗାଁ ଲୋକେ ବିଏସଏନଏଲ କାର୍ଯ୍ୟାଳୟରେ ଏସଡିଓଙ୍କୁ ଏହି ସଂକ୍ରାନ୍ତରେ ଏକ ଦାବୀ…
Read More...

ତାଳଚେର ବିଧାୟକ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବା…
Read More...

ମା’ଝିଅକୁ ଗଳାକାଟି ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଚମ୍ପୁଆ ଥାନାର ଶଙ୍କରପୁର ଧଳାଡିହି ସାହିରେ ଆଜି ଏକ ଅଭାବନିୟ ଘଟଣା ଘଟିଛି । ରାତିରେ ଶୋଇଥିବା ବେଳେ ୭ବର୍ଷର ଝିଅ ଓ ମାଆର ଗଳାକାଟି ଦୁର୍ବୃତ ମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ତେବେ ଦୁର୍ବୃତଙ୍କ ଆକ୍ରମଣରେ ୫ବର୍ଷର ପୁଅ…
Read More...

ଜମି ବାଡ଼ି ବିବାଦରୁ ଆକ୍ରମଣ : ଜଣେ ଆହତ

ବାଲିକୁଦା: ଜମି ବାବାଦକୁ କେନ୍ଦ୍ର କରି ଆଜି ଦୁଇ ପରିବାର ମଧ୍ୟରେ ଗଣ୍ଡ ଗୋଳ ଘଟି ଜଣେ ଆହତ ହୋଇଥିବା ଜଣା ପଡ଼ିଛି । ଆହତ ଜଣକ ହେଉଛନ୍ତି ବାଲିକୁଦା ଥାନା ଗରାମ ପଞ୍ଚାୟତ କୋଳଥପାଟଣା ଗାଁର ଆରତ ନାଥ(୫୩) ବୋଲି ଜଣା ପଡ଼ିଛି । ଆରତଙ୍କ ପରିବାର ସହିତ ସେହି ଗାଁର ତାଙ୍କ ପଡୋଶୀ । ମହାଦେବ…
Read More...

ଦୁର୍ଘଟଣାରେ ଆଇନଜୀବୀ ଆହତ

ବଅଁରପାଳ: ନାଲକୋ ଥାନା ତରଫରୁ ଏଫ.ସି.ଆଇ ଛକ ଠାରେ ହେଲମେଂଟ ଓ ମାସ୍କ ଯାଞ୍ଚ ପାଇଁ ଗାଡି ଗୁଡିକୁ ଅଟକାଇବା ପାଇଁ ପୋଲିସ ସ୍ପିଡ ବ୍ରେକର ବ୍ୟବହାର କରିଥିବା ବେଳେ ଦୁର୍ଘଟଣାରେ ଆଇନଜୀବୀ ଶ୍ର୍ରୀ ଶୀତାଂଶୁ ଶେଖର ନାଥ ଆହତ ହୋଇଛନ୍ତି । ଯାଞ୍ଚ ସ୍ଥଳ ପାଖାପାଖି ହୋଇଥିବା ସମୟରେ ପୋଲିସ…
Read More...

ହାତପାହାନ୍ତରେ ମିଳିବ ବ୍ୟାଙ୍କ ସେବା

କୋଣାର୍କ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବେ ଗ୍ରାହକ ମାନଙ୍କୁ ହାତ ପାହାନ୍ତାରେ ଯୋଗାଇଦେବ ଅନେକ ପ୍ରକାରର ବ୍ୟାଙ୍କିଙ୍ଗ୍ ସେବା । ଏଥିପଇଁ ଗ୍ରାହକ ମାନଙ୍କୁ ସେମାନଙ୍କ ରେଜିଷ୍ଟେ୍ରସନ ମୋବାଇଲ୍ ନମ୍ବରରୁ ଏକ ଫୋନ୍ କଲ୍ କିମ୍ବା ହ୍ୱାଟ୍ସପ୍ରେ ମେସେଜ୍ କରିବାକୁ ପଡିବ । କରୋନା ପରି…
Read More...

ରାୟଗଡାରେ ପୁଣି ଦିନକରେ ୭୫ ଆକ୍ରାନ୍ତ

ରାୟଗଡା: ଆଜି ଦିନକରେ ଜିଲ୍ଲାରୁ ୭୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ପୁରୁଷ ଏବଂ ୩୩ ଜଣ ମହିଳା ଅଛନ୍ତି । ୪୮ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଗୃହ ସଙ୍ଗରୋଧରୁ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା…
Read More...