Browsing Category

ରାଜ୍ୟ

୨୦୨୫ ପୂର୍ବରୁ ଗଡ଼ିବନି ରେଳ ତାଳଚେରରୁ ବିମଳାଗଡ

ଅନୁଗୁଳ: ପଦ୍ମ ଘୁଂଚିଲା ଭଳି ଘୁଂଚିଘଂଚି ଯାଉଛି ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟା ୨୦୨୨ ଡିସେମ୍ବରରେର ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରହିଥିଲାବେଳେ ଏବେ ଘୁଂଚିଯାଇଛି ଆଉ ତିନି ବର୍ଷ । ୫ ଦଶନ୍ଧିର ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ବାଟରେ ଜମି ବଡ଼ ସମସ୍ୟା ଭାବେ ଉଭା
Read More...

ରାସ୍ତା ନିର୍ମାଣର ବିଳମ୍ବତା ନେଇ ଜେବିପି ପକ୍ଷରୁ ରାସ୍ତା ବନ୍ଦ ଡାକରା ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ…

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଠାରେ କାର୍ଯ୍ୟରତ ଯୋଡା ବିକାଶ ପରିଷଦ ନିଜର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ନେଇ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ସାମାଜିକ ସମସ୍ୟାର ସମାଧାନ କ୍ଷେତ୍ରରେ ବେଶ ଆଗଭର । ଯୋଡା ପୌରପାଳିକା ଅନ୍ତର୍ଗତ ପୁରୁଣା ଏନଏସି ଗେଟ୍ ହିନ୍ଦୀ ହାଇସ୍କୁଲ ଠାରୁ
Read More...

ଚାନ୍ଦବାଲିର ବନ୍ୟା ବିପନ୍ନଙ୍କୁ ସହାୟତା

ଚାନ୍ଦବାଲି: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭଦ୍ରକ ଜିଲ୍ଲା ତରଫରୁ ଚାନ୍ଦବାଲି ବ୍ଲକର ନାନ୍ଦପୁର ଓ ଓଳଗ ପଂଚାୟତର ୪୦୦ ପରିବାରକୁ ବିଭିନ୍ନ ପ୍ରକାର ଅତ୍ୟାବଶକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ନାନ୍ଦପୁର ଓ ଓଳଗ ପଂଚାୟତର ପାଲଟପୁର, ଓଳଗ, ଭୁଇଁପୁର, କୁଚିଳାଖାଇ, ନାନ୍ଦପୁର ଆଦି ପ୍ରମୁଖ
Read More...

ଚାଷୀଙ୍କ କାମରେ ଆସୁନି ବାଲିପାଟଣା ସୁଇସ ଗେଟ୍

ଜଗତସିଂହପୁର: ଅଣଜଳ ସେଚିତ ଅଞ୍ଚଳ ରୁପେ ଜଣାଶୁଣା ବାଲିକୁଦା ବ୍ଲକର ଜିଳ୍ଲାପରିଷଦ ଜୋନ ନଂ ୪ର ଅବସ୍ଥା । ଜଳ ସଂପଦ ବିଭାଗ ଜଗତିସିଂହପୁର ଡିଭିଜନ ଅଧିନରେ ଯେତେ ଯୋଜନା ଅର୍ଥ ଆସେ ସବୁଦାୟ ଅର୍ଥରାଶିରୁ ପ୍ରାୟ ୭୦ଭାଗ ଅର୍ଥ ଏହି ଅଞ୍ଚଳରେ ହିଁ ବ୍ୟୟ କରାଯାଏ । ମାଛଗାଁ ଜଳସଂପଦ କନିଷ୍ଠ
Read More...

ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ

ବ୍ରହ୍ମପୁର : କେତେ ଦୟନୀୟ ଆମ ସମାଜର ମାନସିକତା ନିଜ କର୍ତବ୍ୟ ତୁଲାଇବାକୁ ଯାଇ ଜଣେ କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ଯୁବକଙ୍କ ଆକ୍ରମଣର ଶିକାରା ହୋଇଛନ୍ତି । ତାଙ୍କ ଭୁଲ କେବଳ ଏତିକି ଥିଲାଯେ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ଘର ସାମନାରେ ପୋଷ୍ଟର ଟିଏ ଲଗାଇଥିଲେ ।
Read More...

ଏମକେସିଜିରେ ଡାକ୍ତର ଅଭାବ

ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲରେ ତଥା ଏମକେସିଜିସରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ମେଡିକାଲର ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳୁଥିବା ବେଳେ ଆଜି ଏମକେସିଜିର ଏକ ଗୁରୁତ୍ୱପୁର୍ଣ୍ଣ ଶିଶୁ ବିଭାଗ(ସର୍ଜରୀ)ରେ ଡାକ୍ତରଙ୍କ ଅଭାବ ଦେଖିବାକୁ
Read More...

ପିପିଲି, ଡେଲାଙ୍ଗ ଓ କଣାସର ଦୁଃଖ କଂଟି

ଭୁବନେଶ୍ୱର: ଦୟାନଦୀରେ ବନ୍ୟା ଆସିଲେ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ ଅଂଚଳର ଦୁଃଖ ବଢିଯାଏ । ଦୟାନଦୀର ଭାରତୀପୁର, ଓ କଂଟି (ଏସକେପ୍)କାଜ ଦେଇ ବନ୍ୟାଜଳ ପିପିଲି ବ୍ଲକର ଭାରତୀପୁର, କଂଟି, ବାରିମୂଳ, କେରୁଣ୍ଡେଇ, ନାରଣଖେତା, ହାଟସାହି, ଜମ୍ବିଲା, ମାଧିପୁର, ଗୁନ୍ଥଳ, ଡେଲାଙ୍ଗ ବ୍ଲକର
Read More...

ପଶ୍ଚିମବଙ୍ଗରେ ହେଉଥିବା ଲକଡାଉନ ପାଇଁ ପୂର୍ବ ତଟ ରେଳପଥର ଟ୍ରେନ ଗୁଡିକ ପ୍ରଭାବିତ

ଭୁବନଶ୍ୱର : ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଅ ।ଯାଇଅଛି । ପଶ୍ଚିମବଙ୍ଗ ରାଜ୍ୟରେ ସେପ୍ଟେମ୍ବର ୨୦୨୦ ର ୦୭, ୧୧ ଓ ୧୨ ତାରିଖରେ ସମ୍ପୂର୍ଣ୍ଣ ଲକଡାଉନ ହେଉଥିବାରୁ ଟ୍ରେନ ସେବା
Read More...

ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ ଦ୍ୱାରା ବସନ୍ତ ଦିବସ ପାଳିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ପୂର୍ବତନ ରାଜ୍ୟ ସଭାପତି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସକୁ ପ୍ରତିବର୍ଷ ନଭେମ୍ବର ୭ ତାରିଖ ଦିନ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ “ବସନ୍ତ ଦିବସ” ରୂପେ ପାଳନ କରି ଆସୁଅଛି । ଚଳିତ ବର୍ଷ କରୋନା ମହାମାରୀ
Read More...

ବସ୍ତିବାସିନ୍ଦାମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାନଯାଉ-ମଂଚ

କଟକ: ସମ୍ବିଧାନରେ ବାସଗୃହ ଅଧିକାର ପ୍ରତ୍ୟେକ ନାଗରିକର କେବଳ ମୌଳିକ ଅଧିକାର ନୁହେଁ ବରଂ ଜୀବନଧାରଣର ଜନ୍ମସିଦ୍ଧ ଅଧିକାର । ଏହି ଅଧିକାରକୁ ସାବ୍ୟସ୍ତ କରିବା ଓ ଘରୋଇ କି ସରକାରୀ ସଂସ୍ଥା ଦ୍ୱାରା ବାସଗୃହ ଅଧିକାରକୁ ଛଡାଇ ନେବାର ଉଦ୍ୟମ ହେଲେ ନାଗରିକକୁ ସୁରକ୍ଷା ଦେବା ଉଚ୍ଚତମ
Read More...