ପୁଣି ଜନନୀ ଯନ୍ତ୍ରଣା; ଚିକିତ୍ସା ନ ପାଇ ଆଖିବୁଜିଲେ ଗର୍ଭବତୀ
କେନ୍ଦୁଝର ସଦର: ଜିଲାରେ ଗରିବ ଲୋକ ସ୍ବାସ୍ଥ୍ୟସେବା ନ ପାଇ ଅକାଳରେ ପ୍ରାଣ ହରାଉଛନ୍ତି। ସେହିଭଳି ଚ଼ିକିତ୍ସା ଅବହେଳାରୁ ଗର୍ଭବତ଼ୀ ମାନେ ଅସହ୍ୟ ଯନ୍ତ୍ରଣାର ଶିକାର ହୋଇ ପ୍ରାଣ ହରାଇବା ନିତ଼ିଦିନିଆ ଘଟଣାରେ ପରିଣତ ହୋଇଛି। ତ଼େବେ ଏଥିପ୍ରତ଼ି ଜିଲା ପ୍ରଶାସନ ଯତ୍ନବାନ ହେଉ ନଥିବା ଅଭିଯୋଗ!-->…
Read More...
Read More...