Browsing Category

ରାଜ୍ୟ

+୨ କଳା ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ୯୯.୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ପାସ୍ ହାର ୬୭.୫୬ ରହିଥିବା ବେଳେ କିସ୍ ପାସ୍ ହାର ଉତ୍ସାହଜନକ ରହିଛି । ମୋଟ
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫ ବାତିଲ୍ ନିଷ୍ପତି ପ୍ରତ୍ୟାହାର ଦାବି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫କୁ ବାତିଲ୍ ନିଷ୍ପତିି ତଥା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତନ କରିବା ନିଷ୍ପତିିକୁ ତୁରନ୍ତ ପ୍ରତ୍ୟାହାର କରିବା, ବିଶ୍ୱଦ୍ୟାଳୟଗୁଡିକୁ ଆବଶ୍ୟକ ପାଣ୍ଠି ଯୋଗାଇଦେବା ସହ ସେଗୁଡିକର ସ୍ୱାୟତତାକୁ ଅକ୍ଷୁର୍ଣ୍ଣ ରଖିବା ଦାବିରେ ଆଜି
Read More...

ସାଧାରଣରେ ୧୦ରୁ ଅଧିକ ଭିଡ଼ ହେଲେ ୧ ଲକ୍ଷ ଜୋରିମାନା : ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମହାମାରୀ କିଭଳି ନିୟନ୍ତ୍ରଣକୁ ଆଣିହେବ ସେନେଇ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଣିକି ୧୦ ଜଣରୁ ଅଧିକ ଲୋକ ବିନା ଅନୁମତିରେ ସାଧାରଣରେ ଏକାଠି ହେଲେ ଏହାକୁ କୋଭିଡ ମହାମାରୀ ଆଇନ ଉଲ୍ଲଘଂନ ଧରାଯିବ । ସଂପୃକ୍ତ ଆୟୋଜକକାରୀ କିମ୍ବା
Read More...

ମହାନଦୀବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ

କଟକ: କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ସ୍ଥାନୀୟ ଶିଖରପୁର ଅଞ୍ଚଳର ମହାନଦୀବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ହୃଷିକେଶ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅନଲାଇନ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସାଂସ୍କୃତିକ
Read More...

ସ୍ୱାସ୍ଥ୍ୟ ସୁରକ୍ଷା କିଟ୍ ବଂଟନ

ଡେଲାଙ୍ଗ: ସାଂପ୍ରତିକ ବିଶ୍ମ ମହାମାରୀ କରୋନା ଓ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଯୁବ ରେଡକ୍ରସ , ଓଡିଶା ରାଜ୍ୟଶାଖା ତରଫରୁ ଗାଦିବ୍ରହ୍ମ ଡିଗ୍ରୀ କଲେଜ ,ଡେଲାଙ୍ଗ ଯୁବ ରେଡକ୍ରସ ୟୁନିଟ୍ କୁ ପାରିବାରିକ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ କିଟ୍ ଯୋଗାଇ ଦିଆଯାଇଥିବା ବେଳେ,
Read More...

ଉତର ଓଡିଶା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗକୁ ନିୟମିତ କରିବାକୁ ଦାବି

ଭୁବନେଶ୍ୱର : ଉତର ଓଡିଶା ବିଶ୍ୱବିଦ୍ୟାଳୟର ୧୦ ଗୋଟି ବିଭାଗକୁ ତୁରନ୍ତ ନିୟମିତ କରିବାକୁ ଦାବି ଉପସ୍ଥାପନ କରାଯାଇଛି । ଏନେଇ ଉତର ଓଡିଶା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ଏକ ଦାବିପତ୍ର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କୁ ପ୍ରଦାନ କରିଛନ୍ତି । ଦାବି ଅନୁସାରେ ରାଜ୍ୟ
Read More...

‘ବିପିଏଲ-୨୦୨୦’ଉଦ୍ୟାପିତ: ସି ଟାଇଗର୍ସକୁ ହରାଇ ଡେକାନ୍ ୱାରିୟର୍ସ ଚାମ୍ପିୟନ୍

ବାଲେଶ୍ୱର: ବାଲେଶ୍ୱର କ୍ରିକେଟିୟର୍ସ ଆସୋସିଏସନ ପକ୍ଷରୁ ଗତ ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲେଶ୍ୱର ପ୍ରିମିୟର ଲିଗ୍ର ଏକାଦଶ ସଂସ୍କରଣ ‘ବିପିଏଲ-୨୦୨୦’ କ୍ରିକେଟ୍ ପ୍ରେମୀଙ୍କ ବିପୁଳ ସମାଗମ ମଧ୍ୟରେ ସହରର ପରମିଟ୍ ପଡ଼ିଆରେ ଉଦ୍ୟାପିତ ହୋଇଯାଇଛି । ୨୦ ଓଭର ବିଶିଷ୍ଟ
Read More...

ସଂସ୍କୃତି-ପରମ୍ପରା ଉପରେ କରୋନାର ମାଡ!

ବାଲେଶ୍ୱର: ସମ୍ପ୍ରତି ମହାମାରୀ କରୋନାର କୟାବିସ୍ତାର ଦେଶର ଅର୍ଥନୀତି ସାଙ୍ଗକୁ ସାମାଜିକ ସ୍ଥିତ ଦୋହଲି ଦେଇଥିବା ବେଳେ ଏହାର ପ୍ରଭାବ ସାଂସ୍କୃତିକ କ୍ଷେତ୍ରରେ ବି ବେଶ୍ ଅନୁଭୁତ ହୋଇଛି । କରୋନା ପାଇଁ ସାମାଜିକ ଜୀବନରେ ଧୀର୍ଘବର୍ଷର୍ ଧରି ପାଳିତ ହୋଇ ଆସୁଥିବା ପ୍ରତ୍ୟେକଟି ପର୍ବ
Read More...

ଆଦାନୀ ଧାମରା ପୋର୍ଟ ପକ୍ଷରୁ ଗୁରୁଦିବସ

ଧାମରା: ସ୍ୱାଧୀନ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ୧୩୨ତମ ଜନ୍ମବାର୍ଷିକୀ ତଥା ଗୁରୁ ଦିବସ ଅବସରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ୪ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ 'ଗୁରୁ ସମ୍ମାନ'ରେ ସମ୍ମାନୀତ କରାଯାଇଛି । ଏମ୍ଇ ଓ ହାଇସ୍କୁଲରେ
Read More...

ସରକାରୀ ରିିଲିଫ ସହାୟତାରୁ ବାଦ ପଡିଲେ ୨ଟି ୱାର୍ଡ

ବଳଙ୍ଗା : ଧନୁଆ ନଦୀର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କୁ ସରକାରଙ୍କ ରିଲିଫ ତାଲିକାରୁ ବାଦ ପଡିବା ଘଟଣାକୁ ନେଇ ଆଜି ଶାଇଁସ ପଂଚାୟତର ୨ଟି ୱାର୍ଡରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ବର୍ଷ ବନ୍ୟା ପାଣି ଯୋଗୁଁ ଶାଇଁସ ପଂଚାୟତର ତୋରିହଁବନ୍ଧର ରାବେଣା ସାହି , ତେଲିସାହି,
Read More...