Browsing Category

ରାଜ୍ୟ

ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ

ବ୍ରହ୍ମପୁର : କେତେ ଦୟନୀୟ ଆମ ସମାଜର ମାନସିକତା ନିଜ କର୍ତବ୍ୟ ତୁଲାଇବାକୁ ଯାଇ ଜଣେ କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ଯୁବକଙ୍କ ଆକ୍ରମଣର ଶିକାରା ହୋଇଛନ୍ତି । ତାଙ୍କ ଭୁଲ କେବଳ ଏତିକି ଥିଲାଯେ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ଘର ସାମନାରେ ପୋଷ୍ଟର ଟିଏ ଲଗାଇଥିଲେ ।
Read More...

ଏମକେସିଜିରେ ଡାକ୍ତର ଅଭାବ

ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲରେ ତଥା ଏମକେସିଜିସରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ମେଡିକାଲର ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳୁଥିବା ବେଳେ ଆଜି ଏମକେସିଜିର ଏକ ଗୁରୁତ୍ୱପୁର୍ଣ୍ଣ ଶିଶୁ ବିଭାଗ(ସର୍ଜରୀ)ରେ ଡାକ୍ତରଙ୍କ ଅଭାବ ଦେଖିବାକୁ
Read More...

ପିପିଲି, ଡେଲାଙ୍ଗ ଓ କଣାସର ଦୁଃଖ କଂଟି

ଭୁବନେଶ୍ୱର: ଦୟାନଦୀରେ ବନ୍ୟା ଆସିଲେ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ ଅଂଚଳର ଦୁଃଖ ବଢିଯାଏ । ଦୟାନଦୀର ଭାରତୀପୁର, ଓ କଂଟି (ଏସକେପ୍)କାଜ ଦେଇ ବନ୍ୟାଜଳ ପିପିଲି ବ୍ଲକର ଭାରତୀପୁର, କଂଟି, ବାରିମୂଳ, କେରୁଣ୍ଡେଇ, ନାରଣଖେତା, ହାଟସାହି, ଜମ୍ବିଲା, ମାଧିପୁର, ଗୁନ୍ଥଳ, ଡେଲାଙ୍ଗ ବ୍ଲକର
Read More...

ପଶ୍ଚିମବଙ୍ଗରେ ହେଉଥିବା ଲକଡାଉନ ପାଇଁ ପୂର୍ବ ତଟ ରେଳପଥର ଟ୍ରେନ ଗୁଡିକ ପ୍ରଭାବିତ

ଭୁବନଶ୍ୱର : ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଅ ।ଯାଇଅଛି । ପଶ୍ଚିମବଙ୍ଗ ରାଜ୍ୟରେ ସେପ୍ଟେମ୍ବର ୨୦୨୦ ର ୦୭, ୧୧ ଓ ୧୨ ତାରିଖରେ ସମ୍ପୂର୍ଣ୍ଣ ଲକଡାଉନ ହେଉଥିବାରୁ ଟ୍ରେନ ସେବା
Read More...

ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ ଦ୍ୱାରା ବସନ୍ତ ଦିବସ ପାଳିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ପୂର୍ବତନ ରାଜ୍ୟ ସଭାପତି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସକୁ ପ୍ରତିବର୍ଷ ନଭେମ୍ବର ୭ ତାରିଖ ଦିନ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ “ବସନ୍ତ ଦିବସ” ରୂପେ ପାଳନ କରି ଆସୁଅଛି । ଚଳିତ ବର୍ଷ କରୋନା ମହାମାରୀ
Read More...

ବସ୍ତିବାସିନ୍ଦାମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାନଯାଉ-ମଂଚ

କଟକ: ସମ୍ବିଧାନରେ ବାସଗୃହ ଅଧିକାର ପ୍ରତ୍ୟେକ ନାଗରିକର କେବଳ ମୌଳିକ ଅଧିକାର ନୁହେଁ ବରଂ ଜୀବନଧାରଣର ଜନ୍ମସିଦ୍ଧ ଅଧିକାର । ଏହି ଅଧିକାରକୁ ସାବ୍ୟସ୍ତ କରିବା ଓ ଘରୋଇ କି ସରକାରୀ ସଂସ୍ଥା ଦ୍ୱାରା ବାସଗୃହ ଅଧିକାରକୁ ଛଡାଇ ନେବାର ଉଦ୍ୟମ ହେଲେ ନାଗରିକକୁ ସୁରକ୍ଷା ଦେବା ଉଚ୍ଚତମ
Read More...

+୨ କଳା ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ୯୯.୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ପାସ୍ ହାର ୬୭.୫୬ ରହିଥିବା ବେଳେ କିସ୍ ପାସ୍ ହାର ଉତ୍ସାହଜନକ ରହିଛି । ମୋଟ
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫ ବାତିଲ୍ ନିଷ୍ପତି ପ୍ରତ୍ୟାହାର ଦାବି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫କୁ ବାତିଲ୍ ନିଷ୍ପତିି ତଥା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତନ କରିବା ନିଷ୍ପତିିକୁ ତୁରନ୍ତ ପ୍ରତ୍ୟାହାର କରିବା, ବିଶ୍ୱଦ୍ୟାଳୟଗୁଡିକୁ ଆବଶ୍ୟକ ପାଣ୍ଠି ଯୋଗାଇଦେବା ସହ ସେଗୁଡିକର ସ୍ୱାୟତତାକୁ ଅକ୍ଷୁର୍ଣ୍ଣ ରଖିବା ଦାବିରେ ଆଜି
Read More...

ସାଧାରଣରେ ୧୦ରୁ ଅଧିକ ଭିଡ଼ ହେଲେ ୧ ଲକ୍ଷ ଜୋରିମାନା : ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମହାମାରୀ କିଭଳି ନିୟନ୍ତ୍ରଣକୁ ଆଣିହେବ ସେନେଇ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଣିକି ୧୦ ଜଣରୁ ଅଧିକ ଲୋକ ବିନା ଅନୁମତିରେ ସାଧାରଣରେ ଏକାଠି ହେଲେ ଏହାକୁ କୋଭିଡ ମହାମାରୀ ଆଇନ ଉଲ୍ଲଘଂନ ଧରାଯିବ । ସଂପୃକ୍ତ ଆୟୋଜକକାରୀ କିମ୍ବା
Read More...

ମହାନଦୀବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ

କଟକ: କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ସ୍ଥାନୀୟ ଶିଖରପୁର ଅଞ୍ଚଳର ମହାନଦୀବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ହୃଷିକେଶ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅନଲାଇନ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସାଂସ୍କୃତିକ
Read More...