Browsing Category

ରାଜ୍ୟ

ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ଡିସିପିଙ୍କୁ ଦାବିପତ୍ର ଦେଲା ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଳି ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ୪୮ ଘଂଟା ମଧ୍ୟରେ ଭୁବନେଶ୍ୱରରେ ହୋଇଥିବା ୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମର ମୁଖ୍ୟ ଆସାମୀକୁ ଗିରଫ କରିବାକୁ ଦାବି ପତ୍ର ଦେବା ସହ ଏହାର…
Read More...

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଭେଟିଲା ଏବିଭିପି

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଆଜି ଏବିଭିପି ଢେଙ୍କାନାଳର ଏକ ପ୍ରତିନିଧି ଦଳ ନଗର ସମ୍ପାଦକ ଅରିଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ୨୧ ତାରିଖରୁ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଜିର ହେବାକୁ ଥିବା ପରୀକ୍ଷା ପାଇଁ ପିଲା ମଧ୍ୟରେ ଥିବା…
Read More...

୨୦୨୫ ପୂର୍ବରୁ ଗଡ଼ିବନି ରେଳ ତାଳଚେରରୁ ବିମଳାଗଡ

ଅନୁଗୁଳ: ପଦ୍ମ ଘୁଂଚିଲା ଭଳି ଘୁଂଚିଘଂଚି ଯାଉଛି ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟା ୨୦୨୨ ଡିସେମ୍ବରରେର ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରହିଥିଲାବେଳେ ଏବେ ଘୁଂଚିଯାଇଛି ଆଉ ତିନି ବର୍ଷ । ୫ ଦଶନ୍ଧିର ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ବାଟରେ ଜମି ବଡ଼ ସମସ୍ୟା ଭାବେ ଉଭା…
Read More...

ରାସ୍ତା ନିର୍ମାଣର ବିଳମ୍ବତା ନେଇ ଜେବିପି ପକ୍ଷରୁ ରାସ୍ତା ବନ୍ଦ ଡାକରା ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ…

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଠାରେ କାର୍ଯ୍ୟରତ ଯୋଡା ବିକାଶ ପରିଷଦ ନିଜର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ନେଇ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ସାମାଜିକ ସମସ୍ୟାର ସମାଧାନ କ୍ଷେତ୍ରରେ ବେଶ ଆଗଭର । ଯୋଡା ପୌରପାଳିକା ଅନ୍ତର୍ଗତ ପୁରୁଣା ଏନଏସି ଗେଟ୍ ହିନ୍ଦୀ ହାଇସ୍କୁଲ ଠାରୁ…
Read More...

ଚାନ୍ଦବାଲିର ବନ୍ୟା ବିପନ୍ନଙ୍କୁ ସହାୟତା

ଚାନ୍ଦବାଲି: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭଦ୍ରକ ଜିଲ୍ଲା ତରଫରୁ ଚାନ୍ଦବାଲି ବ୍ଲକର ନାନ୍ଦପୁର ଓ ଓଳଗ ପଂଚାୟତର ୪୦୦ ପରିବାରକୁ ବିଭିନ୍ନ ପ୍ରକାର ଅତ୍ୟାବଶକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ନାନ୍ଦପୁର ଓ ଓଳଗ ପଂଚାୟତର ପାଲଟପୁର, ଓଳଗ, ଭୁଇଁପୁର, କୁଚିଳାଖାଇ, ନାନ୍ଦପୁର ଆଦି ପ୍ରମୁଖ…
Read More...

ଚାଷୀଙ୍କ କାମରେ ଆସୁନି ବାଲିପାଟଣା ସୁଇସ ଗେଟ୍

ଜଗତସିଂହପୁର: ଅଣଜଳ ସେଚିତ ଅଞ୍ଚଳ ରୁପେ ଜଣାଶୁଣା ବାଲିକୁଦା ବ୍ଲକର ଜିଳ୍ଲାପରିଷଦ ଜୋନ ନଂ ୪ର ଅବସ୍ଥା । ଜଳ ସଂପଦ ବିଭାଗ ଜଗତିସିଂହପୁର ଡିଭିଜନ ଅଧିନରେ ଯେତେ ଯୋଜନା ଅର୍ଥ ଆସେ ସବୁଦାୟ ଅର୍ଥରାଶିରୁ ପ୍ରାୟ ୭୦ଭାଗ ଅର୍ଥ ଏହି ଅଞ୍ଚଳରେ ହିଁ ବ୍ୟୟ କରାଯାଏ । ମାଛଗାଁ ଜଳସଂପଦ କନିଷ୍ଠ…
Read More...

ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ

ବ୍ରହ୍ମପୁର : କେତେ ଦୟନୀୟ ଆମ ସମାଜର ମାନସିକତା ନିଜ କର୍ତବ୍ୟ ତୁଲାଇବାକୁ ଯାଇ ଜଣେ କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ଯୁବକଙ୍କ ଆକ୍ରମଣର ଶିକାରା ହୋଇଛନ୍ତି । ତାଙ୍କ ଭୁଲ କେବଳ ଏତିକି ଥିଲାଯେ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ଘର ସାମନାରେ ପୋଷ୍ଟର ଟିଏ ଲଗାଇଥିଲେ ।…
Read More...

ଏମକେସିଜିରେ ଡାକ୍ତର ଅଭାବ

ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲରେ ତଥା ଏମକେସିଜିସରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ମେଡିକାଲର ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ ଦେଖିବାକୁ ମିଳୁଥିବା ବେଳେ ଆଜି ଏମକେସିଜିର ଏକ ଗୁରୁତ୍ୱପୁର୍ଣ୍ଣ ଶିଶୁ ବିଭାଗ(ସର୍ଜରୀ)ରେ ଡାକ୍ତରଙ୍କ ଅଭାବ ଦେଖିବାକୁ…
Read More...

ପିପିଲି, ଡେଲାଙ୍ଗ ଓ କଣାସର ଦୁଃଖ କଂଟି

ଭୁବନେଶ୍ୱର: ଦୟାନଦୀରେ ବନ୍ୟା ଆସିଲେ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ ଅଂଚଳର ଦୁଃଖ ବଢିଯାଏ । ଦୟାନଦୀର ଭାରତୀପୁର, ଓ କଂଟି (ଏସକେପ୍)କାଜ ଦେଇ ବନ୍ୟାଜଳ ପିପିଲି ବ୍ଲକର ଭାରତୀପୁର, କଂଟି, ବାରିମୂଳ, କେରୁଣ୍ଡେଇ, ନାରଣଖେତା, ହାଟସାହି, ଜମ୍ବିଲା, ମାଧିପୁର, ଗୁନ୍ଥଳ, ଡେଲାଙ୍ଗ ବ୍ଲକର…
Read More...

ପଶ୍ଚିମବଙ୍ଗରେ ହେଉଥିବା ଲକଡାଉନ ପାଇଁ ପୂର୍ବ ତଟ ରେଳପଥର ଟ୍ରେନ ଗୁଡିକ ପ୍ରଭାବିତ

ଭୁବନଶ୍ୱର : ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଅ ।ଯାଇଅଛି । ପଶ୍ଚିମବଙ୍ଗ ରାଜ୍ୟରେ ସେପ୍ଟେମ୍ବର ୨୦୨୦ ର ୦୭, ୧୧ ଓ ୧୨ ତାରିଖରେ ସମ୍ପୂର୍ଣ୍ଣ ଲକଡାଉନ ହେଉଥିବାରୁ ଟ୍ରେନ ସେବା…
Read More...