Browsing Category

ରାଜ୍ୟ

ବିଏମ୍ସି : ୫ ମାସର ଆୟ ୧୦ କୋଟିରେ ୭୬୮ କୋଟିର ବଜେଟ୍ ସ୍ୱପ୍ନ

ଭୁବନେଶ୍ୱର: ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ କିଛି ନୂଆ ପ୍ରକଳ୍ପ କରିବେନି ବୋଲି ଆପାତତଃ ନିଷ୍ପତି ନେଇଛନ୍ତି । ରାଜସ୍ୱ ଅଭାବ ଯୋଗୁଁ ବିଭାଗକୁ ଅର୍ଥ ଦିଆଯାଉନି । ଏହି ଫାଶରେ ଏବେ ବିଏମ୍ସି ପଡ଼ି ଯାଇଛି । ବିଏମ୍ସିକୁ ବି କୌଣସି ନୂଆ ପ୍ରକଳ୍ପ ଅର୍ଥ ଦିଆଯାଉନି । ଏହି ଫାଶରେ ଏବେ
Read More...

ବ୍ଲକ ଓ ପୌରାଚଂଳରେ ବିଧାୟକଙ୍କ ବନ୍ୟା ରିଲିଫ ଶୁଭାରମ୍ଭ

ପଟ୍ଟାମୁଣ୍ଡାଇ: ସଂପ୍ରତି ଚଳିତ ପ୍ରଳୟଙ୍କରୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳର ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ବନ୍ୟାବିପନ୍ନମାନେ ଦୂର୍ଦ୍ଧଶାରେ ଦିନ କାଟୁଛନ୍ତି । ବନ୍ୟାବିପନ୍ନମାନଙ୍କୁ ପରିବାର ପିଛା ୫୦ କିଲୋ ଚାଉଳ, ୫୦୦ ଟଙ୍କା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ
Read More...

ୟୁରିଆ ଖାଇ ଚାରି ଶିଶୁ ଗୁରୁତର

ଭୁବନେଶ୍ୱର: ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମ ପଂଚାୟତର ବଡପଦା ଗ୍ରାମରେ ଗୋଟିଏ ପରିବାରର ୪ ଜଣ ଶିଶୁ ଫୁଡ୍ ପଏଜନର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ, ଜଗନ୍ନାଥ ନାଏକ ଓ ଭାଇ ସରୋଜ ନାଏକଙ୍କ ୪ପୁଅ ଝିଅ ନମିତା(୮), ବାଦଲ(୬), ରିମା(୫) ଓ ଦେଢବର୍ଷ ଶିଶୁ ପୁତ୍ର ସତ୍ୟବ୍ରତ
Read More...

ଗୁରୁଦିବସରେ କୃତୀ ଶିକ୍ଷୟତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର: ମହାନ ଦାର୍ଶନିକ, ପ୍ରଖ୍ୟାତ ଶିକ୍ଷାବିତ, ଦେଶଭକ୍ତ, ସ୍ୱାଧିନତା ସଂଗ୍ରାମୀ ଏବଂ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ, ଗୁରୁ ଦିବସ ଉତ୍ସବ ପାଳିତ ହୋଇଯାଇଛି । ବାଲିକୁଦା ବ୍ଲକର ଇଛାପୁର ଗ୍ରାମ ପଞ୍ଚାୟତର ବାଖରାବାଜ ପ୍ରାଥମିକ
Read More...

ଟିକସରେ ସ୍ୱଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ

ଭୁବନେଶ୍ୱର: ଲୋକ ଚରିତ୍ର ମହାନ ହେଲେ ପ୍ରଶାସନିକ କଟକଣା ବା ଆଇନର ଛାଟ ଅନାବଶ୍ୟକ । ଟିକସ ପଇଠ ପାଇଁ ସମର୍ଥ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବା ଉପରେ କେନ୍ଦ୍ର ପ୍ରାଣୀଧନ, ମତ୍ସ୍ୟ, ଦୁଗ୍ଧ ଉତ୍ପାଦନ ଓ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଗୁରୁତ୍ୱାରୋପ
Read More...

ବର୍ଷା ଓ ବନ୍ୟାରେ ୩୩୪୮୦ ଲୋକ ପ୍ରଭାବିତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଅଗଷ୍ଟ ମାସ ବର୍ଷା ଓ ବନ୍ୟା ଦ୍ୱାରା ଜିଲ୍ଲାର ୩୩୪୮୦ ଲୋକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ତିର୍ତୋଲ ବନ୍ୟାଚଂଳ ଗସ୍ତ କରି ପୋରଗଦେଇ,ବାଲିକଣି ଅଂଚଳରେ ଜଳମଗ୍ନ ଧାନ ଫସଲ ଓ ତାର୍ତୋଲ ରାସ୍ତା ପରିଦର୍ଶନ କରିଥିଲେ ।
Read More...

ମା- ପୁଅ ହତ୍ୟାକାରୀକୁ ଆଜୀବନ ଜେଲ

ଚମ୍ପୁଆ: ଏକ ଲୋମହର୍ଷଣକାରୀ ଡବଲ ମର୍ଡର ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଳା ଦୌରାଜଜ୍ ଶ୍ରୀ ଦୋଳ ଗୋବିନ୍ଦ ବାରିକ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି । ମିଳିଥିବା ସୁଚନା ଅନୁସାରେ ବାମେବାରି ଥାନା କେସ ନମ୍ବର ୧୦/୧୯ ଛୁରିରେ
Read More...

ଓଡ଼ିଶାରେ ସରକାର ଗଠନ ଡେରି ନାହିଁ: ନଡ୍ଡା

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ଲମ୍ବା ରାଜନୈତିକ ଲଢେଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି । ସେଦିନ ଆଉ ଦୁର ନୁହେଁ, ଯେବେ ଆମେ ରାଜ୍ୟରେ ସରକାର ଗଠନ କରିବା । ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରରଣୀ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଭର୍ଚୁଆଲ ସମାବେଶଶରେ ଉଦବୋଧନ
Read More...

ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ…

ଛତିଶଗଡ : ଛତିଶଗଡ଼ ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ
Read More...

ରାଜ୍ୟରେ ମୌସୁମୀ ଦୂର୍ବଳ

ଭୁବନେଶ୍ୱର : ରାଜ୍ୟରେ ଏବେ ମୌସୁମିର ଦୁର୍ବଳ ସ୍ଥିତି ଲାଗି ରହିଛି । ମୌସୁମି ଟ୍ରଫ ଲାଇନ ବିକାନେର, ଜୟପୁର, ଶିବପୁରୀ, ସିଦ୍ଧି ଦେଇ ଦକ୍ଷୀଣ ଆସାମ ଆଡକୁ ଗତି କରୁଛି । ଫଳରେ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପଶ୍ଚିମବଙ୍ଗ ଓ ଝାରଖଣ୍ଡ
Read More...