Browsing Category

ରାଜ୍ୟ

ଆଦାନୀ ଧାମରା ପୋର୍ଟ ପକ୍ଷରୁ ଗୁରୁଦିବସ

ଧାମରା: ସ୍ୱାଧୀନ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ୧୩୨ତମ ଜନ୍ମବାର୍ଷିକୀ ତଥା ଗୁରୁ ଦିବସ ଅବସରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ୪ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ 'ଗୁରୁ ସମ୍ମାନ'ରେ ସମ୍ମାନୀତ କରାଯାଇଛି । ଏମ୍ଇ ଓ ହାଇସ୍କୁଲରେ…
Read More...

ସରକାରୀ ରିିଲିଫ ସହାୟତାରୁ ବାଦ ପଡିଲେ ୨ଟି ୱାର୍ଡ

ବଳଙ୍ଗା : ଧନୁଆ ନଦୀର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କୁ ସରକାରଙ୍କ ରିଲିଫ ତାଲିକାରୁ ବାଦ ପଡିବା ଘଟଣାକୁ ନେଇ ଆଜି ଶାଇଁସ ପଂଚାୟତର ୨ଟି ୱାର୍ଡରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ବର୍ଷ ବନ୍ୟା ପାଣି ଯୋଗୁଁ ଶାଇଁସ ପଂଚାୟତର ତୋରିହଁବନ୍ଧର ରାବେଣା ସାହି , ତେଲିସାହି,…
Read More...

ଭାରତ: ସର୍ବାଧିକ ଶ୍ରମିକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର:ଏବେ କାମଧନ୍ଦା ହରାଇ ଆର୍ଥିକ ହୁଃସ୍ଥିତି ଦେଇ ଗତି କରୁଥିବା ଲୋକମାନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି । ଆର୍ଥିକ ଅନଟନ ସାଙ୍ଗକୁ ମାନସିକ ଚିନ୍ତା ଘର ଓ ପରିବାରକୁ ଧ୍ୱଂସ କରିଦେଉଛି । ରୋଜଗାର ହରାଇବା ପରେ ବେକାର ହୋଇ ଘରେ ବସିଥିବା…
Read More...

ସମର୍ପଣ ଟ୍ରଷ୍ଟ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବନ୍ଟନ

ବଳଙ୍ଗା: ଧନୁଆ ବନ୍ୟା ଯୋଗୁଁ ନିମାପଡା ବ୍ଲକର ପାଣିଘେରରେ ରହିଥିବା ଧନୁଆ ପଂଚାୟତ ଏବଂ ବଡଶିରିବୁଳା ପଂଚାୟତର ୬୦ଜଣ ବପନ୍ନ ପରିବାରଙ୍କୁ ଆଜି ସମର୍ପଣ ଟ୍ରଷ୍ଟ ପୁରୀ ପକ୍ଷରୁ ରିଲିଫ ବନ୍ଟନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବ୍ରଜ କିଶୋର ସାହୁ , ସମାଜସେବୀ ଦେବାଶିଷ ପାଣ୍ଡେ, ମିନତୀ…
Read More...

ଛାତ୍ରଛାତ୍ରୀଙ୍କ ଫି’ଛାଡ଼ ଦାବି କଲା ଏବିଭିପି

ବାଲେଶ୍ୱର: କରୋନା ଯୋଗୁଁ ଜୀବନ ଜୀବିକା ପ୍ରତି ବିପଦ ଦେଖା ଦେଇଥିବା ବେଳେ ସ୍କୁଲ ଓ କେଲେଜରେ ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦାବି ଉଠାଇଛି । ଏହି ପରିପ୍ରେକ୍ଷୀରେ ଏବିଭିପି ବାଲେଶ୍ୱର ଜିଲ୍ଲା କମିଟିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ…
Read More...

ଆରଏସ୍ଏସ୍ ତରଫରୁ ୨୦ କୁଇଂଟାଲ ଗୋଖାଦ୍ୟ ଓ ୯୦୦ ପ୍ୟାକେଟ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ

କେନ୍ଦ୍ରାପଡା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କେନ୍ଦ୍ରାପଡା ଜିଲ୍ଲା ତରଫରୁ ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜନଗର ବ୍ଲକର ଅଳପୁଆ, ଦାଣ୍ଡିସାହି, ତରଡିପାଳ, କଅଁରପୁର, ପାଳିନି, ଚଟିବାଙ୍କ, ବେଲପାଳ, ନଗଡ, ରାଜପୁର ଏବଂ ବାଲି ଅଂଚଳର ବନ୍ୟା ପୀଡିତଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଇ ଦିଆ…
Read More...

ବିଏମ୍ସି : ୫ ମାସର ଆୟ ୧୦ କୋଟିରେ ୭୬୮ କୋଟିର ବଜେଟ୍ ସ୍ୱପ୍ନ

ଭୁବନେଶ୍ୱର: ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ କିଛି ନୂଆ ପ୍ରକଳ୍ପ କରିବେନି ବୋଲି ଆପାତତଃ ନିଷ୍ପତି ନେଇଛନ୍ତି । ରାଜସ୍ୱ ଅଭାବ ଯୋଗୁଁ ବିଭାଗକୁ ଅର୍ଥ ଦିଆଯାଉନି । ଏହି ଫାଶରେ ଏବେ ବିଏମ୍ସି ପଡ଼ି ଯାଇଛି । ବିଏମ୍ସିକୁ ବି କୌଣସି ନୂଆ ପ୍ରକଳ୍ପ ଅର୍ଥ ଦିଆଯାଉନି । ଏହି ଫାଶରେ ଏବେ…
Read More...

ବ୍ଲକ ଓ ପୌରାଚଂଳରେ ବିଧାୟକଙ୍କ ବନ୍ୟା ରିଲିଫ ଶୁଭାରମ୍ଭ

ପଟ୍ଟାମୁଣ୍ଡାଇ: ସଂପ୍ରତି ଚଳିତ ପ୍ରଳୟଙ୍କରୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳର ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ବନ୍ୟାବିପନ୍ନମାନେ ଦୂର୍ଦ୍ଧଶାରେ ଦିନ କାଟୁଛନ୍ତି । ବନ୍ୟାବିପନ୍ନମାନଙ୍କୁ ପରିବାର ପିଛା ୫୦ କିଲୋ ଚାଉଳ, ୫୦୦ ଟଙ୍କା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ…
Read More...

ୟୁରିଆ ଖାଇ ଚାରି ଶିଶୁ ଗୁରୁତର

ଭୁବନେଶ୍ୱର: ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମ ପଂଚାୟତର ବଡପଦା ଗ୍ରାମରେ ଗୋଟିଏ ପରିବାରର ୪ ଜଣ ଶିଶୁ ଫୁଡ୍ ପଏଜନର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ, ଜଗନ୍ନାଥ ନାଏକ ଓ ଭାଇ ସରୋଜ ନାଏକଙ୍କ ୪ପୁଅ ଝିଅ ନମିତା(୮), ବାଦଲ(୬), ରିମା(୫) ଓ ଦେଢବର୍ଷ ଶିଶୁ ପୁତ୍ର ସତ୍ୟବ୍ରତ…
Read More...

ଗୁରୁଦିବସରେ କୃତୀ ଶିକ୍ଷୟତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର: ମହାନ ଦାର୍ଶନିକ, ପ୍ରଖ୍ୟାତ ଶିକ୍ଷାବିତ, ଦେଶଭକ୍ତ, ସ୍ୱାଧିନତା ସଂଗ୍ରାମୀ ଏବଂ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ, ଗୁରୁ ଦିବସ ଉତ୍ସବ ପାଳିତ ହୋଇଯାଇଛି । ବାଲିକୁଦା ବ୍ଲକର ଇଛାପୁର ଗ୍ରାମ ପଞ୍ଚାୟତର ବାଖରାବାଜ ପ୍ରାଥମିକ…
Read More...