Browsing Category

ରାଜ୍ୟ

ଟିକସରେ ସ୍ୱଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ

ଭୁବନେଶ୍ୱର: ଲୋକ ଚରିତ୍ର ମହାନ ହେଲେ ପ୍ରଶାସନିକ କଟକଣା ବା ଆଇନର ଛାଟ ଅନାବଶ୍ୟକ । ଟିକସ ପଇଠ ପାଇଁ ସମର୍ଥ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବା ଉପରେ କେନ୍ଦ୍ର ପ୍ରାଣୀଧନ, ମତ୍ସ୍ୟ, ଦୁଗ୍ଧ ଉତ୍ପାଦନ ଓ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଗୁରୁତ୍ୱାରୋପ…
Read More...

ବର୍ଷା ଓ ବନ୍ୟାରେ ୩୩୪୮୦ ଲୋକ ପ୍ରଭାବିତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଅଗଷ୍ଟ ମାସ ବର୍ଷା ଓ ବନ୍ୟା ଦ୍ୱାରା ଜିଲ୍ଲାର ୩୩୪୮୦ ଲୋକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ତିର୍ତୋଲ ବନ୍ୟାଚଂଳ ଗସ୍ତ କରି ପୋରଗଦେଇ,ବାଲିକଣି ଅଂଚଳରେ ଜଳମଗ୍ନ ଧାନ ଫସଲ ଓ ତାର୍ତୋଲ ରାସ୍ତା ପରିଦର୍ଶନ କରିଥିଲେ ।…
Read More...

ମା- ପୁଅ ହତ୍ୟାକାରୀକୁ ଆଜୀବନ ଜେଲ

ଚମ୍ପୁଆ: ଏକ ଲୋମହର୍ଷଣକାରୀ ଡବଲ ମର୍ଡର ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଳା ଦୌରାଜଜ୍ ଶ୍ରୀ ଦୋଳ ଗୋବିନ୍ଦ ବାରିକ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି । ମିଳିଥିବା ସୁଚନା ଅନୁସାରେ ବାମେବାରି ଥାନା କେସ ନମ୍ବର ୧୦/୧୯ ଛୁରିରେ…
Read More...

ଓଡ଼ିଶାରେ ସରକାର ଗଠନ ଡେରି ନାହିଁ: ନଡ୍ଡା

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ଲମ୍ବା ରାଜନୈତିକ ଲଢେଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି । ସେଦିନ ଆଉ ଦୁର ନୁହେଁ, ଯେବେ ଆମେ ରାଜ୍ୟରେ ସରକାର ଗଠନ କରିବା । ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରରଣୀ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଭର୍ଚୁଆଲ ସମାବେଶଶରେ ଉଦବୋଧନ…
Read More...

ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ…

ଛତିଶଗଡ : ଛତିଶଗଡ଼ ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…
Read More...

ରାଜ୍ୟରେ ମୌସୁମୀ ଦୂର୍ବଳ

ଭୁବନେଶ୍ୱର : ରାଜ୍ୟରେ ଏବେ ମୌସୁମିର ଦୁର୍ବଳ ସ୍ଥିତି ଲାଗି ରହିଛି । ମୌସୁମି ଟ୍ରଫ ଲାଇନ ବିକାନେର, ଜୟପୁର, ଶିବପୁରୀ, ସିଦ୍ଧି ଦେଇ ଦକ୍ଷୀଣ ଆସାମ ଆଡକୁ ଗତି କରୁଛି । ଫଳରେ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପଶ୍ଚିମବଙ୍ଗ ଓ ଝାରଖଣ୍ଡ…
Read More...

ସମ୍ୱର୍ଦ୍ଧିତ ହେଲେ ୬ କ୍ରୀଡାବିତ୍

ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍ପଂରେନ୍ସ ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର ପ୍ରତିଭାବାନ କ୍ରୀଡାବିତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଥିଲୋ ଏହି ଅବସରରେ ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାର୬ ଜଣ ଉଦୀୟମାନ କ୍ରୀଡାବିତଙ୍କୁ…
Read More...

ପତ୍ନୀକୁ ପୋଡି ହତ୍ୟା ଉଦ୍ୟମ: ସ୍ୱାମୀ ଗିରଫ

ଯାଜପୁର: ୯ ବର୍ଷ ତଳେ ବୈଦିକ ରିତୀରେ ବିଭାଘର ହୋଇଥିଲା । ସ୍ୱାମୀ ସ୍ତ୍ରୀ ବେଶ୍ ସୁଖରେ ଦିନ କାଟୁଥିଲେ । ଏପରିକି ୨ ଜଣଙ୍କର ଗୋଟିଏ ୫ ବର୍ଷର ଝିଅ ଓ ଏକ ୨ ବର୍ଷର ପୁଅ ରହିଛି । ହେଲେ ବାପଘରୁ ଅଧିକ ଯୈାତୁକ ଆଣିବାରେ ସ୍ତ୍ରୀ ଅକ୍ଷମତା ପ୍ରକାଶ କରିବାରୁ ସ୍ୱାମୀ ସ୍ତ୍ରୀକୁ ପୋଡ଼ି…
Read More...

ଭାସିଯାଉଥିବା ଯୁବକ ଉଦ୍ଧାର

ଯାଜପୁର: ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଚ୍ଥନ୍ତି । ଶୁକ୍ରବାର ରସୁଲପୁର ବ୍ଳକ ଖଣ୍ଡାସ ପଂଚାୟତର କେଶପୁର ଗ୍ରାମର +୨ ରେ ପଢୁଥିବା ଚନ୍ଦନ…
Read More...

କଲରାପତରିଆ ବାଘ ଚମଡ଼ା ଜବତ, ଜଣେ ଗିରଫ

ଭୁବନେଶ୍ୱର : ବର୍ତମାନ ସାରା ଦୁନିଆ କରୋନା ମହାମାରୀର ସମସ୍ୟାରେ ଯୁଝୁ ଥିବା ବେଳେ ଶିକାରି ମାନେ କିନ୍ତୁ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଏମିତି ଏକ ବାଘ ଚମଡ଼ାର ମୂଳଚାଲ ଚାଲିଥିବା ବେଳେ ଜଣେ ଶିକାରୀ ବନବିଭାଗର ପଞ୍ଝାରେ ପଡିଛି । ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର…
Read More...