ଉପ ଜିଲ୍ଲାପାଳଙ୍କ ନାମରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ
ବଲାଙ୍ଗୀର : ପ୍ରଶାସନିକ ଅଧିକାରୀ ବଲାଙ୍ଗୀର ଉପ ଜିଲ୍ଲାପାଳଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବିଧବା ମହିଳା କର୍ମଚାରୀ । ମହିଳା ଜଣକ ମାସେ ତଳେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ। ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର, ଅଭିଯୋଗକାରୀ ମହିଳା!-->…
Read More...
Read More...