Browsing Category

ରାଜ୍ୟ

ଯୋଡା ପୌରପାଳିକାରେ ସ୍ୱଚ୍ଛତା

ଯୋଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ ମିଶନ ଯୋଜନାରେ ସାରା ଦେଶ ଜଡି ହୋଇଥିବା ବେଳେ ସେଥିରୁ ବାଦ୍ ପଡିନାହିଁ ଆମ ରାଜ୍ୟ କେନ୍ଦୁଝର ଜିଲ୍ଲାର ଯୋଡା ପୌରପାଳିକା । ଖଣିପାର୍ବତ୍ୟ ଘେରା ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ଯୋଡା ପୌରପାଳିକା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରମଚନ୍ଦ୍ର ଖୁଂଟିଆଙ୍କ ଶୋକ

ଭୁବନେଶ୍ୱର- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଅଖିଳ ଭାରତ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଡକ୍ଟର ରାମଚନ୍ଦ୍ର ଖୁଂଟିଆ । ମୁଖାର୍ଜୀ ଏକାଧାରରେ ଥିଲେ ଜଣେ ବଶିଷ୍ଟ ରାଜନେତା, ଜାତୀୟ ସ୍ତରର ରାଜନେତା, କୁଟନିତିଜ୍ଞ, ଅର୍ଥନିତିଜ୍ଞ
Read More...

ଜାତୀୟ ଶିକ୍ଷାନୀତି ପାଇଁ କେନ୍ଦ୍ର ଅଧିକ ଅର୍ଥ ଦେଉ : ମନ୍ତ୍ରୀ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ତେବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିବା ସହିତ ଆବଶ୍ୟକ ଅର୍ଥର ୮୦ ଭାଗ ଯୋଗାଇଦେବା ଆବଶ୍ୟକ । ଏହା କହିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର
Read More...

ଅଭିନେତା ଅଜିତ ଦାସ କରୋନା ପଜିଟିଭ

ଭୁବନେଶ୍ୱର- ଓଲିଉଓ ଅଭିନେତା ଅଜିତ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ରାତି ୨ଟାରେ ଅଜିତଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏ ବିଷୟରେ ତାଙ୍କୁ ଝଅ ଏବଂ ଓଡିଶା ମୋ ପରିବାର ଆବାହକ ଅରୂପ ମୋହନ ପଟ୍ଟନାୟକ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ
Read More...

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ

ଭୁବନେଶ୍ୱର: ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସମାନାକୁ ଆସିଛି। ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଦିର୍ଘ ଦିନରେ ମୁହଁ ଖୋଲିଛନ୍ତି ତାଙ୍କ ବାପା। ପୁଅର ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥାଇପାରେ ବୋଲି ତାଙ୍କ ବାପା କହିଛନ୍ତି। ସେ ଏନେଇ ଆଜି ଗଣାମାଧ୍ୟମ
Read More...

କିନ୍ନରଙ୍କ ହାତରେ ପାର୍କିଂ ଫି ଆଦାୟ ଦାୟିତ୍ଵ

ବ୍ରହ୍ମପୁର: ଏଣିକି ବ୍ରହ୍ମପୁର ସହରରେ ବିଭିନ୍ନ ଛକରେ କିନ୍ନର ପାର୍କିଂ ଫି ଆଦାୟ କରିବେ । ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ସେପ୍ଟେମ୍ବର ପହିଲାରୁ କିନ୍ନରଙ୍କ ୨ଟି ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି । ଗାନ୍ଧିନଗର, ଗୀର୍ଜାଛକ, ପୁରୁଣା ବସ ଷ୍ଟାଣ୍ଡ ଓ ଅର୍ଣ୍ଣପୁର୍ଣ ଛକରେ
Read More...

ଘୂର୍ଣ୍ଣିବଳୟ ପ୍ରଭାବରେ ତିନିଦିନ ବର୍ଷା

ଭୁବନେଶ୍ୱର:ସେପ୍ଟେମ୍ବର ୨ରେ ଝାଡ଼ଖଣ୍ଡ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଫଳରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ,
Read More...

ଛତିଶଗଡରୁ ଭାସି ଆସିଲା ଏକ ଗାଁ

ହୀରାକୁଦ : ମହାନଦୀରେ ପ୍ରବଳ ବନ୍ୟା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରରକୁ ମହାନଦୀ ଛତିଶଗଡରୁ ଏକ ସମ୍ପୂର୍ଣ୍ଣ ଗାଁ ଭାସି ଆସିଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଜଳ ଭଣ୍ଡାରେ ଗ୍ୟାସ ସିଲିଣ୍ଡରଠୁ ଆରମ୍ଭ କରି ବିଭିନ୍ନ ବାସନ ଏବଂ ଘରର ଚାଳ ଛପର ଭାସି ଆସି ଲାଗିଥିବା ଦେଖିବାକୁ ମିଳିଥିଲା ।
Read More...

ଜୟପୁରରେ ହାଜତ ମୃତ୍ୟୁ : ୨ ପୋଲିସ ନିଲମ୍ବିତ

କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ସଦସର ଥାନାରେ ହାଜତ ମୃତ୍ୟୁ ଘଟଣାରେ ସ୍ଥାନୀୟ ଏସପି ଜଣେ ଏଏସଆଇ ଏବଂ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରିଥିଲା ବେଳେ ସ୍ଥାନର ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ନିଲମ୍ବିତ ଏଏସଆଇ ହେଲେ ସପନ ସରକାର ଓ କନଷ୍ଟେବଳ ହେଲେ ଡି.କେ ମାଝୀ ।
Read More...

ବନ୍ୟାଞ୍ଚଳରେ ଯୁବ କଂଗ୍ରେସର ରିଲିଫ ବଂଟନ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଭଣ୍ଡାରିପୋଖରି ବିଭିନ୍ନ ବନ୍ୟା ପ୍ରପିଡିତ ଅଞ୍ଚଳରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଂଟନ କରାଯାଇଛି । ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ ସ୍ମୁତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚାନ୍ଦବାଲି ଓ
Read More...