Browsing Category

ରାଜ୍ୟ

ସାମ୍ଭବ୍ୟ ବନ୍ୟା ସ୍ଥିତ ନେଇ ଜଳସମ୍ପଦ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧିପାଇଛି । ଏହି ପରିପ୍ରେକ୍ଷୀରେ ସାମ୍ଭବ୍ୟ ବନ୍ୟାକୁ ଦୃଷ୍ଟରେ ରଖି ଆଜି ପୂର୍ବାହ୍ନରେ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ
Read More...

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳିତ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଏବଂ ସମସ୍ତ ରେଳମଣ୍ଡଳ ମାନଙ୍କ ଠାରେ ସଦଭାବନା ଦିବସ ପାଳନ କରାଯାଇଛି । ରେଳପଥର ମହା ପ୍ରବନ୍ଧକ ଶ୍ରୀ ବିଦ୍ୟା ଭୁଷଣଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀମାନେ ଜାତି,
Read More...

ଲଗାଣ ବର୍ଷାରେ ହଜାର ହଜାର ଚାଷ ଜମି ଜଳମଗ୍ନ

ଯାଜପୁର: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଲଘୁଚାପ ପ୍ରଭାବରେ ଗତ ମଙ୍ଗଳବାର ସଂଧ୍ୟା ଠାରୁ ଜାରି ରହିଥିବା ଅବିଶ୍ରାନ୍ତ ଲଗାଣ ବର୍ଷା ଯୋଗୁ ଦଶରଥପୁର ବ୍ଳକର ବିଭିନ୍ନ ଗ୍ରାମାଂଚଳ ଜଳମୟ ହୋଇ ପଡ଼ିଛି । ମୂଷଳ ଧାରାରେ ଲଗାଣ ବର୍ଷା ଜନ ଜୀବନକୁ ପ୍ରଭାବିତ କରିବା ସହ ବ୍ଲକର ୫ ହଜାର
Read More...

ବଢ଼ିଛି ଶିଶୁ ଶ୍ରମିକ ସମସ୍ୟା, ଉଦ୍ଧାର ହେଲେଣି ୮୦

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ସହିତ ତାଳ ଦେଇ ଶିଶୁ ଶ୍ରମିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ରୋଜଗାର ହରାଇ ହନ୍ତସନ୍ତ ହେଉଥିବା ଗରିବ ପରିବାରର ପିଲାମାନେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଗତ ୩ ମାସରେ ରାଜଧାନୀରୁ ୮୦ ଶିଶୁ ଶ୍ରମିକ ଉଦ୍ଧାର
Read More...

ଜମି ମାଲିକଙ୍କୁ ଜମି ଫେରାନ୍ତୁ, ନଚେତ୍ ଆନ୍ଦୋଳନ : ଜଟଣୀ ବିଧାୟକ

ଭୁବନେଶ୍ୱର: ୨୦୧୨ ମସିହାରେ ଜଣେ ସେଟଲମେଂଟ୍ ଅଫିସରଙ୍କ ଭୁଲ ଅର୍ଡର୍ ଯୋଗୁଁ ଜଟଣୀ ପୌରାଂଚଳ ସମେତ ୨୩ଟି ଗାଁର ୧ ଲକ୍ଷ ୭୨ ହଜାର ଲୋକଙ୍କ ଜଟଣୀ ପୌରାଂଚଳ ସମେତ ୨୩ଟି ଗାଁର ୧ ଲକ୍ଷ ୭୨ ହଜାର ଲୋକଙ୍କ ନିଜସ୍ୱ ଘରବାଡ଼ି ମହାପ୍ରଭୁ ଜଗନ୍ନାଥଙ୍କ ଖାତାକୁ ଚାଲିଯାଇଛି । ଲୋକଙ୍କୁ ଜମି ଫେରାଇବା
Read More...

ନକଲି ନିଯୁକ୍ତି ୱେବସାଇଟ୍କୁ ସାବଧାନ, ନହେଲେ ଠକାମିରେ ପଡିବା ନିଶ୍ଚିତ

କଟକ: ନିଯୁକ୍ତି ଆଶାରେ ସାଇନ୍ ଜବ୍ ନାଁରେ ଖୋଲିଥିବା ନିଯୁକ୍ତି ପ୍ରଦାନକାରୀ ୱେବସାଇଟ୍ରେ ଆପଣ ନାମ ପଞ୍ଜୀକରଣ କରୁଛନ୍ତି କି? ତେବେ ସାବଧାନ ରୁହନ୍ତୁ । ସାଇବର ଅପରାଧିଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ନକଲି ୱେବସାଇଟ୍ ସବୁ ଲୁଟିନେବ । ଆଉ ପ୍ରାର୍ଥୀଙ୍କ ବ୍ୟାଙ୍କ ଆକାଉଂଟରୁ
Read More...

ବାଜି ଲଗାଇ ମହାନଦୀକୁ ଡେଇଁଲେ ନିଶାଗ୍ରସ୍ତ ଯୁବକ

ବାରଙ୍ଗ: ଜଣେ ନିଶାସକ୍ତ ଯୁବକ ସାଙ୍ଗ ସହ ବାଜି ଲଗାଇ ମହାନଦୀକୁ ଡେଇଁ ପଡ଼ିବା ଓ ଅଳ୍ପକେ ବତିଯିବା ଘଟଣାଟି ବାରଙ୍ଗ ଓ ଆଠଗଡ଼ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମୁଣ୍ଡଳୀ ଆନିକଟ ଉପରେ ଏମିତି ଅଜବ କାଣ୍ଡ ଭିଆଇଥିବା ଯୁବକ ଜଣାକ ଆଠଗଡ ଥାନା ଅଧୀନ ନୂଆବନ୍ଧ ଗ୍ରାମର ରତିରଞ୍ଜନ ମୁଦୁଲି (୨୮)
Read More...

ପୁଅ ରାଜନୀତିକୁ ଆସିଲେ କହିବି ‘ମାଡ଼ିଚାଲ’: ସୁର

ଭୁବନେଶ୍ୱର: ବାପସେ ବେଟା ଜ୍ୟାଦା । ମୋ ପୁଅ ଭବିଷ୍ୟତରେ ମୋଠାରୁ ଭଲ କରିବ । ଏହା ମୋର ଶେଷ ନିର୍ବାଚନ । ପୁଅ ରାଜନୀତି କରିବ କି ପାଇଲଟ୍ ପେଶାରେ ରହିବ, ତା’ ଉପରେ ନିର୍ଭର କରେ । ଯଦି ନିର୍ବାଚନ ପାଇଁ ଠିଆ ହେବ ତାହେଲେ ମୁଁ କହିବି ‘ରେଡି ମାଡି ଚାଲ’ କଂଗ୍ରେସ ଭବନରେ ସାମ୍ବାଦିକ
Read More...

ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ
Read More...

କୂଅରେ ଗଳି ପଡିଲା ହାତୀ

ବାରିପଦା: ବିଳମ୍ବିତ ରାତ୍ରି ସମୟରେ ଏକ ମାଇ ହାତୀ ଚାଷ ଜମି ନିକଟରେ ଥିବା ଏକ କୂଅରେ ପଡିଯାଇଛି । ଏହି ଘଟଣାଟି ମୟୁରଭ ଜିଲ୍ଲାର କରିଆ ଅଂଚଳରେ ଘଟିଛି । ରାତିରେ ଫସଲ ଖାଇବାକୁ ଆସିଥିବା ସମୟରେ ଏପରି ଘଟଣା ଘଟିଥିବାର ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ, ଜିଲ୍ଲାରେ ବହୁ ସମୟରେ
Read More...