Browsing Category

ରାଜ୍ୟ

ଗାନ୍ଧି ପ୍ରତିମୂର୍ତୀ ତଳେ ସରପଂଚଙ୍କ ପ୍ରତିବାଦ ଧାରଣା

ବାଲିକୁଦା: ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତି ତଳେ ବାଲିକୁଦା ବ୍ଲକର ସରପଂଚ ମାନେ ବିଭିନ୍ନ ସମସ୍ୟାକୁ ନେଇ ଆଜି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇ ବସିଥିବା ଦେଖିବାକୁ ମିଳିଥିଲା । ସରପଂଚ ସଂଘ ସଭାପତି ନିରଞ୍ଜନ ପଣ୍ଡା, ସମ୍ପାଦକ ରମେଶ ପାଇଟାଳ. କୋଷାଧ୍ୟକ୍ଷ…
Read More...

ସ୍ୱାଧିନତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଅନୁଗୋଳ: ମହାମାରୀ କରୋନାର ପ୍ରାଦୁର୍ଭାବ ବେଳେ ଚାରିଆଡେ ରକ୍ତ ସଂକଟ ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ ସ୍ୱେଛାସେବୀ ଅନୁଷ୍ଠାନ ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ୭୪ତମ ସ୍ୱାଧିନତା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଦଣ୍ଡସିଂହା ପ୍ରାଥମିକ ବିଦ୍ୟାଳୟ…
Read More...

ନୁତନ ଏ.ଏସ୍.ପି. ଙ୍କୁ ଭେଟିଲା ପାରାଦୀପ ପ୍ରେସ୍

ପାରାଦୀପ: ପାରାଦୀପର ନୁତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିÂ ପୁଲିସ ଅଧିକାରୀ ନିମାଇଁ ଚରଣ ସେଠୀ । ଗତ ଜୁନ୍ ୩୦ ତାରିଖରେ ପୁର୍ବତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ନୁ ଚରଣ ମିଶ୍ର ଅବସର ଗ୍ରହଣ କରିବାପରେ ଜଗତସିଂହପୁର ଏ.ଏସ୍.ପି. ବିଶ୍ୱନାଥ ମିଶ୍ର…
Read More...

ସ୍ୱାଧୀନତାର ମୂଳ ଲକ୍ଷ୍ୟର ସଫଳ ରୂପାୟନ ପାଇଁ ଆହ୍ୱାନ

ଯାଜପୁର: ଭ୍ରଷ୍ଟାଚାର ମୁକ୍ତ ରାଷ୍ଟ୍ର ଏବଂ ଦୁର୍ବଳ ତଥା ପଛରେ ଥିବା ମଣିଷଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ଏବଂ ଯୋଜନା ପହଂଚିବା ଦେଶର ମୁକ୍ତି ସଂଗ୍ରାମର ମୂଳ ଲକ୍ଷ ଥିଲା । ଏହି ମୂଳ ଲକ୍ଷର ସଫଳ ରୂପାୟନ ପାଇଁ ପ୍ରତ୍ୟେକ ଦେଶବାସୀ ନିଷ୍ଠାର ସହ ସଂଗ୍ରାମ କରିବାକୁ ୭୪ ତମ ସ୍ୱାଧୀନତା…
Read More...

ସୁନାନଦୀ ପୋଲ ଉପରେ ଆଣ୍ଠୁଏ ପାଣି

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ସହରର ମୁଖ୍ୟ ରାସ୍ତାରେ ଥିବା ସୁନାନଦୀ ପୋଲର ମରାମତିର ଏକ ମାସ ନପୁରୁଣୁ ପୋଲ ଉପରେ ଆଣଣ୍ଠୁଏ ପାଣିର ଲହଡି ମାରୁଥିବା ଦେଖାଯାଇଛି । ଲଗାଣ ବର୍ଷା ଜଳରେ ସୁନାନଦୀର ପାଣି ପୋଲ ଉପରକୁ ଉଠିନଥିଲେ ମଧ୍ୟ ପୋଲ ଉପରେ ଜଳନିଷ୍କାସନ ହୋଇନପାରି ଆଣ୍ଠୁଏ ପାଣି ଜମି…
Read More...

ମତ୍ସ୍ୟଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ବର : ମତ୍ସ୍ୟ ଚାଷକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କୁ ଜୀବିକା ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ‘ବାୟୋଫ୍ଲକ(ଜୈବପୁଞ୍ଜ) ପଦ୍ଧତିରେ ସଘନ ମାଛଚାଷ ନିମନ୍ତେ ପ୍ରୋତ୍ସାହନ’ ନାମକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ମାଛ ଚାଷ ଖୁବ କମ ଜାଗାରେ କରାଯାଇପାରିବ। ଯେକୌଣସି…
Read More...

କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ: ରୁଜ୍ଜୁ ହେଉଛି ମାମଲା, ଆଦାୟ ହେଉଛି ଜୋରିମାନା

ରାଜ୍ୟରେ କରୋନା କଟକଣା ଲାଗୁ କରିବା ଉଦ୍ଦେଶ୍ୟରେ ପୁଲିସ ପ୍ରଶାସନ ପକ୍ଷରୁ ପ୍ରାଣମୂର୍ଛା ଉଦ୍ୟମ ସତ୍ୱେ କିଛି ଆମାନିଆଙ୍କ ନିର୍ଦ୍ଦେଶାବଳୀ ଉଲଂଘନ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏ ନେଇ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮ଟି ମାମଲା ରୁଜ୍ଜୁ କରାଯାଇଛି। ରାଜ୍ୟ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି…
Read More...

ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ

କଣିହାଁ : ଅନୁଗୁଳ ଜିଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଶିପୁର ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ପାରିବାରିକ କଲହକୁ କେନ୍ଦ୍ର କରି ବଡ଼ଭାଇ ରଞ୍ଜନ ବାରିକ(୨୨)କୁ ନିଜର ସାନ ଭାଇ ନିରଞ୍ଜନ ବାରିକ(୨୧) ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଛି l ଶନିବାର ମଧ୍ୟ…
Read More...

ପୁଅର ଠେଙ୍ଗା ମାଡରେ ବାପାର ମୃତ୍ୟୁ

ଦେବଗଡ : ଦେବଗଡ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗ୍ରାମରେ ଗତକାଲି ରାତ୍ରିରେ ଜଣେ ମଦ୍ୟପ ପୁଅର ଠେଙ୍ଗା ମାଡରେ ବାପାର ମୃତ୍ୟୁ ଘଟଣା ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତ୍ରି ପ୍ରାୟ ୧୦ଟା ସମୟରେ ରଙ୍ଗିଆ ଟିକ୍ରା ଗ୍ରାମର ଗୋବିନ୍ଦ…
Read More...

ରାଜ୍ୟରେ ଆଉ ୨୯୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ରବିବାର ଆଉ ୨୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୭୯ ଜଣ ଚିହ୍ନଟ ହୋଇଥିବାବେଳେ ୧୧୧୪ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୫୩୦ରେ…
Read More...