Browsing Category

ରାଜ୍ୟ

ଆଜି ନୂଆଁଖାଇ : ଭକ୍ତଙ୍କୁ ମନ୍ଦିର ମନା, ଅନ୍‌ଲାଇନ୍‌ରେ ଦର୍ଶନ

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ। ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ ଭୋଗ। ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଆନନ୍ଦ ଓ ଉତ୍ସାହର ମାହୋଲ । ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି…
Read More...

ବାଲିକୁଦା ଦେବୀ ଆଇ:ଟି:ଆଇ:ରେ ଶ୍ରୀ ଗଣେଶ ପୁଜା ପାଳିତ

ଜଗତସିଂହପୁର: ଗତ ୨୨ ତାରିଖ ଦିନ ପବିତ୍ର ଗଣେଶ ଚତୁର୍ଥୀ ବା ସିଦ୍ଧିବିନାୟକଙ୍କ ପୁଜା ବାଲିକୁଦ ଦେବୀ ଆଇ:ଟି:ଆଇ ପରିସରରେ ଅନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ୯ଟା ସମୟରେ ବାଲିକୁଦ ନରଣପୁର ସ୍ଥିତ ପରିଚାଳନା ନିର୍ଦେଶକ ଶ୍ରଯୁକ୍ତ ଚିତରନ ସ୍ୱାଇଁ କର କମଳରେ ଆଇ:ଟି:ଆଇର…
Read More...

ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ବିଶ୍ୱରେ କରୋନା ମହାମାରୀ ଦେଖା ଦେଇଥିବାରୁ ବର୍ତମାନ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ଅଭାବକୁ ଦୂର କରିବା ପାଇଁ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ଓ କମିଶନରେଟ ପୋଲିସ୍ର ମିଳିତ ସହଯୋଗରେ ଥାଲାସେମିଆ ରୋଗୀଙ୍କ ସହାୟତା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଏହି…
Read More...

ସିଫାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାର ଭର୍ଚୁଆଲ ଆଲୋଚନାଚକ୍ର

ଭୁବନେଶ୍ୱର: କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ (ଏନ୍.ଏଫ୍.ଡି.ବି.)ର ମିଳିତ ଉଦ୍ୟମରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ମଧୁର ଜଳ କୃଷିର ଉନ୍ନତି ପାଇଁ ରଣକୌଶଳ ଶୀର୍ଷକ ଏକ ଭର୍ଚୁଆଲ ଆଲୋଚନାଚକ୍ର ଆରମ୍ଭ…
Read More...

ନୁଆ ରାସନକାର୍ଡ ତାଲିକା ଭୁକ୍ତପାଇଁ ଦାବି

ଜଗତସିଂହପୁର: ଗତକିଛି ଦିନ ବାଲିକୁଦ ବ୍ଲକର ଲୋକପ୍ରତିନିଧିମାନଙ୍କର କୌଣସି ଉନ୍ନୟନମୂଳକ କାର୍ଯ୍ୟ ଉପରେ ବ୍ଲକ ଉନ୍ନୟନ ଅଧିକାରୀ ଡଃ.କଲ୍ୟାଣ ସୌରଭ ଦାସ କର୍ଣ୍ଣପାତ ନକରିବା ଘଟଣାରେ ସାରା ଗ୍ରାମ ପଞ୍ଚାୟତରେ ଅସନ୍ତୋଷ ବ୍ୟାପିଛି । ଏଥିନେଇ ଗତ ୧୭ତାରିଖରେ ବାଲିକୁଦ ବ୍ଲକ ସମ୍ମୁଖସ୍ଥ ଗାନ୍ଧୀ…
Read More...

ରାପିଡ୍ ଆଂଟିଜେନ୍ କିଟରେ ଅଧିକ ଫଲ୍ସ ନେଗେଟିଭ୍ : ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରତ୍ୟେକ ଦିନ ୫୦ ରାଜ୍ୟରେ ଏବେ ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ କୋଭିଡ଼ ନମୁନା ପରୀକ୍ଷା ହେଉଛି । ହେଲେ ଏଥିରେ ରାପିଡ଼ ଆଂଟିଜେନ୍ ଜିଟ୍ରେ ପରୀକ୍ଷା ସଂଖ୍ୟା ୭୫ ପ୍ରତିଶତରୁ ଅଧିକ ରହୁଛି । ଆରଟି-ପିସିଆର ଅପେକ୍ଷା ଏତେ ସଂଖ୍ୟାରେ ରାପିଡ଼ ଆଂଣିଜେନ୍ କିଟ୍ରେ…
Read More...

ବଡ଼ଚଣାରୁ ଅପହରଣ

ଭୁବନେଶ୍ୱର: ବଡ଼ଚଣାରୁ ଅପହରଣ ହୋଇଥିବା ଅମିନ ଦାଶରଥୀ ନାୟକଙ୍କୁ ବାଲିପାଟଣା ଥାନା ପୋଲିସ ସହଯୋଗରେ ବଡ଼ଚଣା ଥାନା ପୋଲିସ ବନମାଳିପୁରରୁ ଉଦ୍ଧାର କରିଛି । ଏହି ମାମଲାରେ ପୋଲିସ ଅପହରଣକାରୀ ମାମୁ ଓ ଭଣଜାଙ୍କୁ ଗିରଫ କରିଛି । ସେମାନେ ହେଲେ, ମାମୁ ରବୀନ୍ଦ୍ର ଦାଶ ଓ ଭଣଜା ସୁଶାନ୍ତ ପଣ୍ଡା…
Read More...

ଟ୍ରାକ୍ଟର ଓଲଟି ୨ମୃତ

ବାରିପଦା: ଟ୍ରାକ୍ଟର ଓଲଟି ୨ଜଣକ ମୃତ ହେବା ସହିତ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାଟି ମୟୁରଭ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ଝିଙ୍କିରିଆରେ ଘଟିଛି ।ବାରିପଦା-ଅମରଦା ରାଜ୍ୟ ରାଜପଥର ଝିଙ୍କିରିଆ ଛକ ନିକଟରେ ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା ।ଯାହା ଫଳରେ…
Read More...

ସ୍ୱାମୀ ଓ ପିଲାଙ୍କୁ ମାରି ଡାକ୍ତରାଣୀଙ୍କ ଆତ୍ମହତ୍ୟା!

ନାଗପୁର: ମହାରାଷ୍ଟ୍ର ନାଗପୁର ଏକ ଅଭାବନୀୟ ଘଟଣା ବୁଧବାର ଜଣାପଡିଛି । ଜଣେ ମହିଳା ଡାକ୍ତର ନିଜ ସ୍ୱାମୀ ଓ ୨ଛୁଆଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳା ଡାକ୍ତରଙ୍କ ସ୍ୱାମୀ ଜଣେ ଇଞ୍ଜିଂନିୟରିଂ କଲେଜର ଚାକିରୀ କରିଥିଲେ । ତାଙ୍କ ୨ ଛୁଆଙ୍କ ବୟସ ଯଥାକ୍ରମେ…
Read More...

ମୋ ସାଇକେଲ୍ ଯୋଜନା ଫେଲ୍!

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଭେଟି ଦେବା ଓ ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ ସହର କରିବା ଉଦ୍ଦେଶ୍ୟରେ ନଭେମ୍ବର, ୨୦୧୮ରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ‘ମୋ ସାଇକେଲ’ ସେବା ଆରମ୍ଭ ହୋଇଥିଲା । ପ୍ରଥମରୁ କେବେ ବି ଉତ୍ସାହଜନକ…
Read More...