Browsing Category

ରାଜ୍ୟ

ବାଲିକୁଦା ବଜାରରୁ ସିରିଏଲ ଚୋରୀ

ବାଲିକୁଦା: ବାଲିକୁଦା ବଜାରରୁ ଗତକାଲି ରାତିରେ ଏକାଧିକ ଚୋରି ହୋଇଥିବା ବେଳେ ଅନେକ ଦୋକାନର ତାଲା ଭଙ୍ଗାଯାଇ ଚୋରି ଉଦ୍ୟମ କରାଯାଇଥିବା ଜଣା ପଡ଼ିଛି । ଏ ନେଇ ବଜାରର ବ୍ୟସାୟୀ ମାନେ ବାଲିକୁଦା ଥାନାରେ ଲିଖିତ ଅଭଯୋଗ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଉକ୍ତ ବଜାରରେ ଅସ୍ଥାୟୀ ଭାବେ…
Read More...

ଚାର୍ଜସିଟ୍ ଦାଖଲ ହୋଇପାରିଲାନି ୩ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଗୋଟିଏ ପଟେ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ପୋଲିସ ଗିରଫ କରୁଛି । ଆଉ ଗୋଟିଏ ପଟେ ସେମାନଙ୍କୁ ଖସାଇବା ଲାଗି ବାଟ ତିଆରି କରୁଛି । ଠିକଣା ସମୟରେ ଚାର୍ଜସିଟ୍ ଦାଖଲ ନ ହେବାରୁ ଜେଲରୁ ଜାମିନରେ ମୁକୁଳି ଯାଇଛିନ୍ତି ୩ ଡକାୟତ । ସେମାନେ ହେଲେ ରଘୁ ବିଶ୍ୱାଳ, ଶେଖ୍ ଅମିନ ଓ ପବିତ୍ର…
Read More...

ରାଜ୍ୟର ନିଜ ରାଜସ୍ୱ ୩ ଲକ୍ଷ କୋଟି କମିିବ!

ନୂଆଦିଲ୍ଲୀ: କରୋନା ମହାମାରୀ ରାଜ୍ୟଗୁଡ଼କର ଆର୍ଥିକ ଦୋହଲାଇ ଦେବା ରାଜ୍ୟଗୁଡ଼ିକ ନିଜସ୍ୱ ଟିକସ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ୩ ଲକ୍ଷ କୋଟି ହ୍ରାସ ପାଇବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ବିଭାଗ ପକ୍ଷରୁ ଏଭଳି ଉପବେଗଜନକ ରିପୋର୍ଟ ପ୍ରକାଶ କରାଯାଇଛି । ଗବେଷଣା ବିଭାଗର…
Read More...

ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‍

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ। ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି। ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ”। ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିକୁ…
Read More...

କୋଭିଡ୍ କଟକଣା ପାଇଁ ଗଣେଶ ପୂଜା ଫିକା

ଡେଲାଙ୍ଗ: ପୁରୀ ଜିଲ୍ଲାରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ହେତୁ, ଜିଲ୍ଲା ପ୍ରଶାସନ କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ସାର୍ବଜନିକ ସ୍ଥାନରେ କୌଣସି ଅନୁଷ୍ଟାନ ବା ବ୍ୟକ୍ତି ବିଶେଷ ଦ୍ୱାରା ଗଣେଶ ପୂଜା ଉତ୍ସବ ପାଳନ କୁ ବାରଣ କରିଛନ୍ତି । ଡେଲାଙ୍ଗ ମଧ୍ୟ କରୋନା…
Read More...

ମଦ ବେପାରୀର ସନ୍ଦେହ ଜନକ ମୃତ୍ୟୁ !

ବାଲିକୁଦା; ଅନନ୍ତପୁର ଫାଣ୍ଡି ଅଧୀନ ବ୍ରାହ୍ମଣଡିହି (ମଠସାହି) ଗାଁରେ ରମେଶ ସାହୁଙ୍କର ଗତକାଲି ରାତିରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ରମେସ ଗାଁରେ ଚୋରା ମଦ ବ୍ୟବସାୟ କରି ଆସୁଥିଲେ । ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ତେବେ ତାଙ୍କ ମୃତ ଦେହ ତାଙ୍କ ଘରର…
Read More...

ଅନୁଗୋଳରେ କରୋନା ଆାକ୍ରାନ୍ତ ୬୩୮କୁ ବଢିଲା

ଅନୁଗୋଳ; ଆଜି ଅଦୁଗୋଳ ଜିଳ୍ଲାରୁ ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ସଂଖ୍ୟା ୬୩୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ସର୍ବାଧିକ ୪ଜଣ, ବଅଁରପାଳ କ୍ଲକ ଅଞ୍ଚଳରୁ ୨ଜଣ, ଅନୁଗୋଳ ବ୍ଲକ, ଅନୁଗୋଳ ପୌରପାଳିକା ଓ କିଶୋର ନଗର ବ୍ଲକ…
Read More...

ବନ୍ୟା ଜଳରେ ଉବୁଟୁବୁ ଦଶରଥପୁର

ଯାଜପୁର: ଦଶରଥପୁର ବ୍ଲକ୍ ଦୁଦୁରୁଅଂଟା ଦେଇ ପ୍ରବାହିତ କାଣୀ ନଦୀବନ୍ଧ ସ୍ଥାନୀୟ ପଂଚାୟତ ସମେତ ଦଶରଥପୁର ବ୍ଲକର ନଦୀନାଳ ଘେରା ୧୦ଟି ପଂଚାୟତ ପାଇଁ ଅଭିସାପ ପାଲଟିଛି । ଚଳିତ ବର୍ଷର ୫୦ ଫୁଟ ଓସାର ଘାଇକୁ ଲଗାଇ ପୁର୍ବରୁ ବର୍ଷା ଋତୁରେ ଏଠାରେ ୫ ଥର ଘାଇ ହେବା ଯୋଗୁ ନିକଟସ୍ଥ ୧୦ ଗୋଟି…
Read More...

ବିରଳ ଧଳା ରଙ୍ଗର ସାପ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଏକ ବିରଳ ଧଳା ରଙ୍ଗର ସାପ ଉଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ୍ ଲମ୍ବର ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଯୁବକ ତପନ ଜେନା ଦେଖିଥିଲେ। ଧଳା ରଙ୍ଗର…
Read More...

ଚଳିତ ସପ୍ତାହରେ ସିଲାବସ ନେଇ ନିଷ୍ପତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ସପ୍ତାହରେ ସିଲାବସ କମିବା ଉପରେ ନିଷ୍ପତି ନିଆଯିବ ଓ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୁର ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି କହିଛିନ୍ତି । ସେ ପ୍ରକାଶ କରିଛନ୍ତି ଯେ ସିଲାବସ ସମ୍ପର୍କରେ ପ୍ରମୁଖ ଗଣଶିକ୍ଷା ସଚିବଙ୍କ ଦ୍ୱାରା ଏଥିନେଇ ଯାଞ୍ଚ ଚାଲିଛି । ତିନିଟି…
Read More...