Browsing Category

ରାଜ୍ୟ

ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମିିରେ ଅନଲାଇନ ତାଲିମ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମିର ଆନୁକୁଲ୍ୟରେ ଆୟୋଜିତ ଦୀର୍ଘ ଏକ ମାସ ଧରି ଚାଲିଥିବା ନବ ନିଯୁକ୍ତ ଉପ ସରକାରୀ କାରାପାଳମାନଙ୍କର ମୌଳିକ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଗତ ମାସ ୧୫ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପନ ହୋଇଛି । ଉଦଯାପନ ଦିବସରେ ଓଡିଆ
Read More...

ସାର ପାଇଁ ଚାଷୀ ବାରଦୁଆର

ଚମ୍ପୁଆ: କୃଷକର ଉନ୍ନତି ପାିଁଇ ସରକାର ବହୁବିଧ ଯୋଜନା କରିତôବା ବେଳେ ଚାଷୀର ଅତି ଆବଶ୍ୟକ ସାର ଆବଶ୍ୟକ ବେଳେ ମିଳୁ ନ ଥିବାରୁ ଚାଷୀ ସାର ସଂଗ୍ରହ ପାଇଁ ବାର ଦୁଆର ହେଉ ଥବବାଦେଖିବାକୁ ମିଳୁଛି । ପୂର୍ବରୁ ଚମ୍ପୁୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସାର ଗୋଦାମ ରହିଛି । ଏହି ସାର
Read More...

ସାମ୍ବାଦିକ ଭବନରେ ପତାକା ଉତୋଳନ

ବଲାଙ୍ଗିର: ଆଜି ସକାଳ ୮ ଘଂଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନରେ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତୋଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଉପ ସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ସାଂଗଠାନିକ ସଂପାଦକ ଶରତ
Read More...

ଯୋଗ ସମିତି ପକ୍ଷରୁ ସ୍ୱାଧୀନତା ଦିବସ

ଯାଜପୁର: ପତଞ୍ଜଳୀ ଯୋଗସମିତି ପକ୍ଷରୁ ଜାଗେଶ୍ୱରପୁର ଠାରେ ସ୍ୱାଧୀନତା ଦିବସ ପାଳିତହୋଇଥିଲା । ଜିଲ୍ଲାସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଜାତୀୟ ପତାକା ଉତୋଳନ କରି ସ୍ୱାଧୀନତା ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥଲେ । ଦେଶରେ ଶାନ୍ତି,
Read More...

ଗାନ୍ଧି ପ୍ରତିମୂର୍ତୀ ତଳେ ଧାରଣା

ବାଲିକୁଦା: ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତି ତଳେ ବାଲିକୁଦା ବ୍ଲକର ସରପଞ୍ଚ ମାନେ ବିଭିନ୍ନ ସମସ୍ୟାକୁ ନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇ ବସିଥିବା ଦେଖିବାକୁ ମିଳିଥିଲା । ସରପଞ୍ଚ ସଂଘ ସଭାପତି ନିରନ ପଣ୍ଡା, ସମ୍ପାଦକ ରମେଶ ପାଇଟାଳ. କୋଷାଧ୍ୟକ୍ଷ
Read More...

ଅଗ୍ନିବିପନ୍ନଙ୍କୁ ସହାୟତା

ବାଲିକୁଦା: ମାଛଗାଁ ପଞ୍ଚାୟତ ଓଚିନ୍ଦା ପାଇକ ସାହିର ଅଗ୍ନି ବିପନ୍ନ ପ୍ରମୋଦ ସେଠୀଙ୍କ ପରିବାଙ୍କୁ ଙ୍କୁ ସହାୟତା ପ୍ରଦାନ କରାଯାଇଛି । ସରପଞ୍ଚ ପର୍ଶୁରାମ ସେଠୀଙ୍କ ସମେତ ବିଜେଡି ପୂର୍ବତନ ପଞ୍ଚାୟତ ସଭାପତି ଗଗନ ଦାସ, ଯୁବ ସଂଗଠକ ପ୍ରଦୀପ ମୁଦୁଲି, ଶମ୍ଭୁନାଥ ପତି, ବିଜୟ ମିଶ୍ର, ସୟ
Read More...

ମୋଟର ଚାଳକ ସଂଘର କର୍ମକର୍ତା ଚୟନ

ବାଲିକୁଦା: ଓଡିଶା ମୋଟର ଚାଳକ ସଂଘ ବାଲିକୁଦା ଶାଖାର ୫ ମ ବାର୍ଷିକୋତ୍ସବ ଆଜି ପାଳିତ ହୋଇଯାଇଛି । କୋଭିଡ ୧୯କୁ ଦୃଷ୍ଟିରେ ରଖି ଓ ସରକାରଙ୍କ ନିୟମ ମୁତାବକ ଉତ୍ସବକୁ ନିରାଡମ୍ବର ସହ ପାଳନ କରାଯାଇଥିଲା । ଏହି ଅବସରରେ ସଂଘର ଉପ ସଭାପତି ବିକ୍ରମଜିତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ
Read More...

ବିନ୍ଦୁ ସାହିତ୍ୟ ସମାଜ ପକ୍ଷରୁ କବିତା ଆସର

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜ ପକ୍ଷରୁ ଅନଲାଇନ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶଭକ୍ତି କବିତାର ଏହି ଆସରକୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଉଦ୍ଘାଟନ କରି ଏକ ଦେଶପ୍ରେମ କବିତା ଆବୃତି କରିଥିଲେ
Read More...

୭୪ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଚମ୍ପୁଆ: ସ୍ୱାଧୀନତା ଦିବସ ପ୍ରତିଟି ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହିତ ଦେଶପ୍ରେମରେ ଉଦ୍ବୁଦ୍ଧ କରାଇଥାଏ । ଏହି ପବିତ୍ର ଦିବସରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସି ଏକ ସମୃଦ୍ଧ ଭାରତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ସମସ୍ତେ ସ୍ୱପ୍ନ ଦେଖିବାକୁ ଓ ସଂକଳ୍ପ
Read More...

ୱେସ୍କୋ ଘରୋଇକରଣ ବିରୋଧରେ ବିଦ୍ୟୁତ କର୍ମଚାରୀ ଙ୍କ ବିକ୍ଷୋଭ

ଦେବଗଡ : ୱେସ୍କୋର ଘରୋଇକରଣକୁ ବିରୋଧ କରି ଆଜି ୱେଷ୍ଟର୍ଣ୍ଣ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚର ଡାକରାରେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୂଖରେ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ୱେଷ୍ଟର୍ଣ୍ଣ ଓଡିଶା
Read More...