Browsing Category

ରାଜ୍ୟ

କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ଭୁବନେଶ୍ଵର : ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିବା ଜଣାପଡିଛି। ନିଲମ୍ବନ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଜାରି କରାଯାଇଛି। କୋଭିଡ୍ ମୁକାବିଲା ପାଇଁ
Read More...

ପୁଣି ମାଓବାଦୀଙ୍କ ପୋଷ୍ଟର ; ମାଓ ସଂଗଠନର ବନ୍ଦ ଡାକରାକୁ ସଫଳତା

କନ୍ଧମାଳ : ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋକାରୀ ଘାଟିରେ ଗଛକାଟି ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି । ଏହାସହ ଆଜି ଠାରୁ ମାଓ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ବାନ କରି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଏଥିସହ
Read More...

ଭିଜିଲାନ୍ସ ଜାଲରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନା

ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ମହୁମାଛି ଗଳିରେ ଥିବା ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ
Read More...

ଖୋର୍ଦ୍ଧାରେ ପୁଣି ବୋମାମାଡ

ଖୋର୍ଦ୍ଧା- ଖୋର୍ଦ୍ଧା ଜିଲ୍ଲା ଦଲେଇପୁଟ ଗାଁରେ ପୁଣି ଥରେ ବୋମାମାଡ ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଥିରେ ବୋମାମାଡ କରିଥିଲେ । ଏହାର ଦୃଶ୍ୟ ସିସିଟିଭରେ କଏଦ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଛି ବୋଲି କୁହାଯାଉଛି ।
Read More...

ସ୍ୱାଧୀନତା ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାଲିକୁଦା:୭୪ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆମ୍ବଶାଳ ପଞ୍ଚାୟତ ଓଥରପା ସ୍ଥିତ ମା ମଙ୍ଗଳା ଯୁବ ପରିଷଦ ପକ୍ଷରୁ କରୋନା ସମୟରେ ଲୋକ ମାନଙ୍କୁ ସଚେତନ କରାଇ ମହାମାରୀ କରୋନା ମୁକାବିଲାରେ ନିଜକୁ ସାମିଲ କରିଥିବା ୪ ଜଣ ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ
Read More...

ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେବାକୁ ଆହ୍ୱାନ

ଭୁବନେଶ୍ୱର: ସର୍ବବ୍ୟାପୀ ମହାମାରୀ କୋଭିଡ୍-୧୯ ଏବଂ ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ସମୟରେ ଆର୍.ଏସ୍.ଏସ୍. ଦ୍ୱାରା ପରିଚାଳିତ କେନ୍ଦ୍ରର ବିଜେପି ସରକାର, ମହାମାରୀର ମୁକାବିଲାକୁ ଏକସୂତ୍ରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ପରିବର୍ତେ
Read More...

ବାଲିକୁଦାରେ ସ୍ୱାଧିନତା ଦିବସ ପାଳିତ

ବାଲିକୁଦା: ବାଲିକୁଦା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବିଭିନ୍ନ ସ୍କୁଲ କଲେଜ ସମେତ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବାଲିକୁଦା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା
Read More...

ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗିରଫ

ବାଲିକୁଦା: ଶନିବାର ଅପରାହ୍ଣ ପ୍ରାୟ ଦୁଇଟା ସମୟରେ ବୋରିକିନା କଣିଆ ରାସ୍ତାର ନାରଦିଆ ପାଣି ଟାଙ୍କି ନିକଟରେ ଏକ ବାଇକ ଓ ପିକଅପ ଭୟାନ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଦୁହେଁ ଏରସମା ଥାନା ଗଡ଼ହରିଶପୁର ପଂଚାୟତ ମଠସାହି ଗାଁର
Read More...

ସ୍ୱାଧୀନତା ଦିବସ ସଂକଳ୍ପର ଦିବସ : ଗଣଶିକ୍ଷାମନ୍ତ୍ରୀ

ଯାଜପୁର: ସ୍ୱାଧୀନତା ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଆମଜାତି ଓ ଦେଶ ପାଇଁଗୌରବର ଦିବସ । ସମବଦ୍ଧଭାବେ ଆମେ ଏହାର ସୁରକ୍ଷା ଓ ଅଖଣ୍ଡତାକୁ ବଜାୟ ରଖିବାକ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଆହ୍ୱାନ ଦେଇଛନ୍ତି । ଶନିବାର ଜିଲ୍ଲା ସ୍କୁଲ
Read More...

କଳାହାଣ୍ଡିରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ବେଳେ ୪୪ ପୋଢ ଉଦ୍ଧାର

କଲ୍ୟାଣସିଂହପୁର : କଳାହାଣ୍ଡି ଜିଲାରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ପୋଢ ଚୋର ଚାଲାଣ ବେଳେ ୪୪ ପୋଢ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ପୁଲିସ ପୋଢ ଚାଲାଣ କରାଯାଇଥିବା ୧୧ଟି ପିକ୍‌ଅପ୍‌ ଭ୍ୟାନ ସହ ୧୭ଜଣଙ୍କୁ ଗିରଫ କରିଛି । ସୂଚନାଅନୁସାରେ ପୋଢ ଚୋରା ଚାଲାଣ ହେଉଥିବା ରାୟଗଡା ଜିଲା
Read More...