Browsing Category

ରାଜ୍ୟ

ଗାନ୍ଧି ପ୍ରତିମୂର୍ତୀ ତଳେ ଧାରଣା

ବାଲିକୁଦା: ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତି ତଳେ ବାଲିକୁଦା ବ୍ଲକର ସରପଞ୍ଚ ମାନେ ବିଭିନ୍ନ ସମସ୍ୟାକୁ ନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଜଣାଇ ବସିଥିବା ଦେଖିବାକୁ ମିଳିଥିଲା । ସରପଞ୍ଚ ସଂଘ ସଭାପତି ନିରନ ପଣ୍ଡା, ସମ୍ପାଦକ ରମେଶ ପାଇଟାଳ. କୋଷାଧ୍ୟକ୍ଷ
Read More...

ଅଗ୍ନିବିପନ୍ନଙ୍କୁ ସହାୟତା

ବାଲିକୁଦା: ମାଛଗାଁ ପଞ୍ଚାୟତ ଓଚିନ୍ଦା ପାଇକ ସାହିର ଅଗ୍ନି ବିପନ୍ନ ପ୍ରମୋଦ ସେଠୀଙ୍କ ପରିବାଙ୍କୁ ଙ୍କୁ ସହାୟତା ପ୍ରଦାନ କରାଯାଇଛି । ସରପଞ୍ଚ ପର୍ଶୁରାମ ସେଠୀଙ୍କ ସମେତ ବିଜେଡି ପୂର୍ବତନ ପଞ୍ଚାୟତ ସଭାପତି ଗଗନ ଦାସ, ଯୁବ ସଂଗଠକ ପ୍ରଦୀପ ମୁଦୁଲି, ଶମ୍ଭୁନାଥ ପତି, ବିଜୟ ମିଶ୍ର, ସୟ
Read More...

ମୋଟର ଚାଳକ ସଂଘର କର୍ମକର୍ତା ଚୟନ

ବାଲିକୁଦା: ଓଡିଶା ମୋଟର ଚାଳକ ସଂଘ ବାଲିକୁଦା ଶାଖାର ୫ ମ ବାର୍ଷିକୋତ୍ସବ ଆଜି ପାଳିତ ହୋଇଯାଇଛି । କୋଭିଡ ୧୯କୁ ଦୃଷ୍ଟିରେ ରଖି ଓ ସରକାରଙ୍କ ନିୟମ ମୁତାବକ ଉତ୍ସବକୁ ନିରାଡମ୍ବର ସହ ପାଳନ କରାଯାଇଥିଲା । ଏହି ଅବସରରେ ସଂଘର ଉପ ସଭାପତି ବିକ୍ରମଜିତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ
Read More...

ବିନ୍ଦୁ ସାହିତ୍ୟ ସମାଜ ପକ୍ଷରୁ କବିତା ଆସର

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜ ପକ୍ଷରୁ ଅନଲାଇନ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶଭକ୍ତି କବିତାର ଏହି ଆସରକୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଉଦ୍ଘାଟନ କରି ଏକ ଦେଶପ୍ରେମ କବିତା ଆବୃତି କରିଥିଲେ
Read More...

୭୪ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଚମ୍ପୁଆ: ସ୍ୱାଧୀନତା ଦିବସ ପ୍ରତିଟି ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହିତ ଦେଶପ୍ରେମରେ ଉଦ୍ବୁଦ୍ଧ କରାଇଥାଏ । ଏହି ପବିତ୍ର ଦିବସରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସି ଏକ ସମୃଦ୍ଧ ଭାରତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ସମସ୍ତେ ସ୍ୱପ୍ନ ଦେଖିବାକୁ ଓ ସଂକଳ୍ପ
Read More...

ୱେସ୍କୋ ଘରୋଇକରଣ ବିରୋଧରେ ବିଦ୍ୟୁତ କର୍ମଚାରୀ ଙ୍କ ବିକ୍ଷୋଭ

ଦେବଗଡ : ୱେସ୍କୋର ଘରୋଇକରଣକୁ ବିରୋଧ କରି ଆଜି ୱେଷ୍ଟର୍ଣ୍ଣ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚର ଡାକରାରେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୂଖରେ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ୱେଷ୍ଟର୍ଣ୍ଣ ଓଡିଶା
Read More...

କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ଭୁବନେଶ୍ଵର : ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିବା ଜଣାପଡିଛି। ନିଲମ୍ବନ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଜାରି କରାଯାଇଛି। କୋଭିଡ୍ ମୁକାବିଲା ପାଇଁ
Read More...

ପୁଣି ମାଓବାଦୀଙ୍କ ପୋଷ୍ଟର ; ମାଓ ସଂଗଠନର ବନ୍ଦ ଡାକରାକୁ ସଫଳତା

କନ୍ଧମାଳ : ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋକାରୀ ଘାଟିରେ ଗଛକାଟି ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି । ଏହାସହ ଆଜି ଠାରୁ ମାଓ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ବାନ କରି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଏଥିସହ
Read More...

ଭିଜିଲାନ୍ସ ଜାଲରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନା

ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ମହୁମାଛି ଗଳିରେ ଥିବା ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ
Read More...

ଖୋର୍ଦ୍ଧାରେ ପୁଣି ବୋମାମାଡ

ଖୋର୍ଦ୍ଧା- ଖୋର୍ଦ୍ଧା ଜିଲ୍ଲା ଦଲେଇପୁଟ ଗାଁରେ ପୁଣି ଥରେ ବୋମାମାଡ ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଥିରେ ବୋମାମାଡ କରିଥିଲେ । ଏହାର ଦୃଶ୍ୟ ସିସିଟିଭରେ କଏଦ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଛି ବୋଲି କୁହାଯାଉଛି ।
Read More...