Browsing Category

ରାଜ୍ୟ

ଭୋଜି ହେଲା କାଳ

ନୀଳଗିରି- ବାଲେଶ୍ୱର ଜିଲ୍ଲା ନୀଳିଗିରି ବ୍ଳକ ଅନ୍ତର୍ଗତ ତୋଟାପଡା ଗାଁରେ ଭୋଜି ଖାଇ ୩୫ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ୫ରୁ ଅଧିକ ଶିଶୁ ରହିଛନ୍ତି । କିଛି ଲୋକଙ୍କୁ ନୀଳଗିରି ହସ୍ପିଟାଲୋର ଭର୍ତି କରାଯାଇଥିଲା ଓ ଆଉ କିଛି ଲେକଙ୍କୁ ଅନ୍ୟ ମେଡିକାଳରେ ଭର୍ତି
Read More...

ଲଗାଣ ବର୍ଷାରେ ବେହାଲ ମାଲକାନାଗିରି

ମାଲକାନାଗିରି- ଲଗାଣ ବର୍ଷା ଯୋଗୁଁ ବେହଲା ହୋଇଯାଇଛି ମାଲକାନାଗିରି । ବିିଭନ୍ନ ନଦୀରେ ବନ୍ୟାଜଳ ପ୍ରଭାବିତ ହୋଉଛି । ପୋଲ ଓ ରାସ୍ତା ଉପରେ ୪ରୁ ୫ ଫୁଟୁର ବନ୍ୟାଜଳ ସୁଅ ଛୁଟୁଥିବାରୁ ମାଲକାନଗିରିରୁ ଜୟପୁର , ବାଲିମେଳା ଓ କାଲିମେଳାକୁ ଯେଗାଯୋଗ ବିଛିନ୍ନ ହୋଇପଡିଛି । ପାଙ୍ଗମ ,
Read More...

୭ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର- ଓଡିଶାରେ ସକ୍ରିୟ ହେଉଛି ଆଉ ଏକ ଲଘୁଚାପ । ଆଜି ଉପୂକଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେରାପୁଟ, ନୂଆପଡା, ବରଗଡ, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାକୁ
Read More...

ବନ୍ଧରେ ବୁଡି ଯୁବକ ମୃତ

ବାରିପଦା: ତିରିଂ ବ୍ଲକର ସାନସାଦମ ଗ୍ରାମବାସୀ ବାଲିଆ ହାଁସଦା ଓ ମିରୁ ହାଁସଦାଙ୍କ ପୁଅ ବାସେତ ହାଁସଦା(୨୪)ଙ୍କ ବନ୍ଧରେ ବୁଡି ମୃତ୍ୟ ହୋଇଛି ।ପୋଖରିଆ ଗ୍ରାମର ବନ୍ଧରେ ବଳଦକୁ ଗାଧୋଇବା ସମୟରେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ଉକ୍ତ ଦୁଃଖଦ ଘଟଣା ବିଷୟରେ ଖବର ପାଇ ଆଜି ମୟୁରଭ ବିଜେଡି
Read More...

ଭାରତ ମୁଣ୍ଡା ସମାଜ ପାଳନ କଲା ବିଶ୍ୱ ଆଦିବାସୀ ଦିବସ

ବାରିପଦା: ଭାରତମୁଣ୍ଡା ସମାଜର ଓଡିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ରନାଥ ସିଂହଙ୍କ ସଭାପତିତ୍ୱରେ ତୁଳସୀଚଉରା ସ୍ଥିତ ବିର୍ସାମୁଣ୍ଡା ମେମୋରିଆଲ ହଲ୍ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛିା ଭାରତ ମୁଣ୍ଡା ସମାଜର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନାଥ ସିଂହ
Read More...

ବିଦ୍ୟାଳୟରୁ ତିନିଲକ୍ଷ ଟଙ୍କାର ଦ୍ରବ୍ୟ ଚୋରୀ ମାମଲା

ବାରିପଦା: ସ୍ଥାନୀୟ ପାଲବଣୀ ସ୍ଥିତ ଲେଡି ହେମିଲେଟନ ସରକାରୀ ଉଚ୍ଚ ବିଦୟାଳୟରେ କୋଭିଡ -୧୯ ର ସ୍ୱାବ କଲେକସନ ସେଂଟର ପରିଚାଳିତ ହେଉଥିବା ବେଳେ, ନିର୍ଜନତାର ସୁଯୋଗ ନେଇ ଚୋରପଶି ବିଦ୍ୟାଳୟର କମ୍ପୁଟର ଲ୍ୟାବ, ସାଇନ୍ସ ଲ୍ୟାବ, ସମେତ ଶ୍ରେଣୀ ଗୃହ ମାନଙ୍କର ତାଲାବାଙ୍ଗି ଗତ ୧୧ ତାରିଖ ରାତିରେ
Read More...

ହାତୀ ଉପଦ୍ରବରେ ନଷ୍ଟ ହେଉଛି ଫସଲ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବହୁ ସମୟରେ ଝାଡ଼ଖଣ୍ଡ ହାତୀ ଉପଦ୍ରବ ଫଳରେ ବହୁ ଫସଲ ସହିତ ଧନଜୀବନ ନଷ୍ଟ ହେଉଛି ।ନିକଟରେ ଜିଲ୍ଲାର ତିରିଂ ବ୍ଲକର ଉପାନ୍ତ ଗ୍ରାମ ବଡ଼ଭୁଣ୍ଡୁ ଓ ଚାଙ୍ଗୁଆ ଗ୍ରାମରେ ପଡେଶୀ ରାଜ୍ୟର ବଣୁଆ ହାତୀ ପଲ ରାତି ସମୟରେ ଚାଷ ଜମିରେ ପଶି ବ୍ୟାପକ ଫସଲ ଧାନ ଗଛ ଓ
Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ: ମୟୂରଭଞ୍ଜରେ ପାସ ହାର ୬୪.୪୨%

ବାରିପଦା: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ପକ୍ଷରୁ ଯୁକ୍ତ ୨ ବିଜ୍ଞାନର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ଚଳିତବର୍ଷ ଉତର ଓଡ଼ିଶା ଜୋନର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାସ ହାର ୭୧.୭ ପ୍ରତିଶତ ରହିଛି । ତେବେ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ମୟୂରଭଞ୍ଜ
Read More...

ଗୋଟିଏ ପରିବାରରୁ ୫ ଫନି ହିତାଧିକାରୀ

ବାଲିପାଟଣା : ଫନି ସହାୟତା ବଂଟନରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ବାଲିପାଟଣା ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ଦଳ ପକ୍ଷରୁ ବାଲିପାଟଣା ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆର୍ଆଇଙ୍କ ପାତରଅନ୍ତର ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
Read More...

ବିକାଶର ସଫଳତା

ସମ୍ବଲପୁର: ଓଡ଼ିଶା ଉଚ୍ଚତର ମାଧ୍ୟମିକ ବୋଡର଼୍ ପରୀକ୍ଷା-୨୦୨୦ରେ ଶାସନସ୍ଥିତ ବିକାଶ କ୍ୟାମ୍ପସର ବିଜ୍ଞାନ ଛାତ୍ରୀ କୁମାରୀ ଛବିରାଣୀ ରଣା ୬୦୦ ମାର୍କରୁ ସର୍ବମୋଟ ୫୬୦(୯୩.୩୩%) ନମ୍ବର ରଖି ସମଗ୍ର ଓଡ଼ିଶାରେ ୭ମ ସ୍ଥାନ ତଥା ପଶ୍ଚିମ ଓଡ଼ିଶା ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
Read More...