Browsing Category

ରାଜ୍ୟ

ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା: ଓଏଏସ୍ ବିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ପୂର୍ବତନ ଆୟୁଷ ନିର୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗୁରୁବାର ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟାରେ ଥିଲେ । ସୂଚନା ଅନୁଯାୟୀ, ଶ୍ରୀ ଷଡ଼ଙ୍ଗୀ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଅଶାଳୀନ ଆଚରଣ କରିବା ଓ
Read More...

ଲିଫ୍ଟ ମାଗି ଲୁଟ୍: ଦୁଇ ସହଯୋଗୀଙ୍କ ସହ ପୁଲିସ ପଞ୍ଝାରେ ‘ମିସ୍-୪୨୦‘

ଭୁବନେଶ୍ଵର: ଅନ୍ଧାର ରାତିରେ ମଝି ରାସ୍ତାରେ ଠିଆ ହୋଇ ଲିଫ୍ଟ ମାଗିବା ବାହାନାରେ ଲୁଟୁଥିଲେ ‘ ମିସ୍ ୪୨୦’ । ହେଲେ ଚୋର ଘର ସବୁବେଳେ ଅନ୍ଧାର ନ ଥାଏ । ଶେଷରେ ପୁଲିସ ହାବୁଡ଼ରେ ପଡ଼ିଲେ । ମିସ୍ ୪୨୦ ଓ ତାଙ୍କର ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିବା ପରେ ଲିଫ୍ଟ ଓ ଲୁଟ୍ ଘଟଣାର ରହସ୍ୟ
Read More...

ସମ୍ବଲପୁର ଏଟିଏମ ଲୁଟ ମାମଲା : ଛତିଶଗଡ ପୁଲିସ ହାତରେ ଏଟିଏମ ଲୁଟେରା

ସମ୍ବଲପୁର : ଗତ ଜୁନ ୨୫ – ୨୬ ତାରିଖ ମଧ୍ୟ ରାତ୍ରିରେ ସମ୍ବଲପୁର ଜିଲା ବୁର୍ଲା ଥାନା ଅର୍ନ୍ତଗତ ବୈଜାମୁଣ୍ଡା ଓ ଗୋଡଭଗା ଛକ ସ୍ଥିତ ୟୁକୋ ବ୍ୟାଙ୍କର ଦୁଇଟି ଏଟିଏମରୁ ଲୁଟେରା ମାନେ ଯଥା କ୍ରମେ ୧୬ ଲକ୍ଷ ୫ ହଜାର ୨୦୦ ଟଙ୍କା ଓ ୮ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ସିସିଟିଭି ଫୁଟେଜ ଥିବା
Read More...

ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୩୧୪

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୩ଜଣଙ୍କର ମୃତ୍ୟୁ ହୋଇଛି। କଟକ ଓ ମୟୁରଭଞ୍ଜ ଜିଲାରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରଗଡ଼ ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ
Read More...

ରାଜ୍ୟରୁ ୧୯୮୧ କରୋନା ପଜିଟିଭ ଚିହ୍ନଟ ; ଖୋର୍ଦ୍ଧା ଓ ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର : ଆଜି ରାଜ୍ୟରୁ ଆଉ ୧୯୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୭୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଗୁରୁବାର ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩କୁ ବୃଦ୍ଧି
Read More...

ପିଲାଙ୍କ ସହ ରେଳ ଧାରଣାରେ ମହିଳାଙ୍କ ଆତ୍ମହତ୍ୟା ;୨ ମୃତ, ୨ ଆହତ

ଝାଡ଼ଖଣ୍ଡ : ପାରିବାରିକ ବିବାଦରୁ କ୍ରୋଧରେ ଆସି ଜଣେ ମହିଳା ନିଜର ୩ ଜଣ ପିଲାଙ୍କୁ ନେଇ ଟ୍ରେନ ସମ୍ମୁଖକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଗୁରୁବାର ଜଣାପଡ଼ିଛି। ଘଟଣାସ୍ଥଳରେ ମହିଳା, ୩ ଜଣ ପିଲାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଭଳି ହୃଦୟ ବିଦାରକ ଘଟଣା ଝାଡ଼ଖଣ୍ଡର
Read More...

ଫଳାଫଳ ‘ଶୂନ’ କରିଥିବା ଶିକ୍ଷାନୁଷ୍ଠାନକୁ ସରକାରଙ୍କ ନୋଟିସ

ଭୁବନେଶ୍ଵର : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ‘ଶୂନ’ ଫଳ ପ୍ରଦର୍ଶନ କରିଥିବା ୧୫ ଶିକ୍ଷାନୁଷ୍ଠାନକୁ ନୋଟିସ ଜାରି କରିଛନ୍ତି ସରକାର । କାହିଁ କଲେଜକୁ ଦିଆଯାଇଥିବା ସ୍ବୀକୃତି ପ୍ରତ୍ୟାହାର କରା ନ ଯିବ ସେ ସମ୍ପର୍କରେ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ବିଭାଗୀୟ ନିର୍ଦେଶକ ଚିଠି ଲେଖିଛନ୍ତି ।
Read More...

ଲଗାଣ ବର୍ଷା ରେ ମାଲକାନଗିରିରେ ବନ୍ୟା ପରିସ୍ଥିତି: ଯୋଗାଯୋଗ ବିଚ୍ଛିନ୍ନ,

ମାଲକାନଗିରି: ମାଲକାନଗିରି ଜିଲାରେ ଗତକାଲିଠୁ ବର୍ଷା ଲଗି ରହିବା ଫଳରେ କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ ତଥା ନାଳଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବହୁ ଅଞ୍ଚଳରେ ପାଣି ପଶିଥିବା ସୂଚନା ମିଳିଛି। ବହୁ ଅଞ୍ଚଳକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ
Read More...

୬ ଜିଲାରେ ବର୍ଷିବ

ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଆସନ୍ତା ୧୬ ତାରିଖ ଯାଏ ୧୦ରୁ ଅଧିକ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗୁରୁବାର କୋରାପୁଟ, କେନ୍ଦ୍ରାପଡ଼ା,
Read More...

ଲାଇନ୍ସ କ୍ଲବ ସ୍ମାଇଲ୍ ପକ୍ଷରୁ ଇନ୍ଷ୍ଟାଲେସନ୍ ଉତ୍ସବ ପାଳିତ

ଭୁବନେଶ୍ୱର: ଲାଇନ୍ସ କ୍ଲବ୍ ସ୍ମାଇଲ୍ ତାର ଇନ୍ଷ୍ଟାଲେସନ୍ ଉତ୍ସବ ପାଳିତ ହୋଇଛି । ଲାୟନ ଅମିତା ଜେନା ମ୍ୟାଡମ୍ (ଇନ୍ଷ୍ଟାଲେସନ୍ ଅଫିସ୍) ନୂଆ ମେମ୍ବର ମମତା ମହାପାତ୍ର (ମେମ୍ବରସିପ୍ ଚେୟାର ଫରସନ୍) ଏବଂ ପ୍ରସନ୍ନଜିତ୍ ମିତ୍ର (ଉପସଭାପତି) ଭାବରେ ମନୋନିତ ହୋଇଛନ୍ତି । ସେଠାରେ ସଭାପତି
Read More...