Browsing Category

ରାଜ୍ୟ

ଗୋଟିଏ ପରିବାରରୁ ୫ ଫନି ହିତାଧିକାରୀ

ବାଲିପାଟଣା : ଫନି ସହାୟତା ବଂଟନରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ବାଲିପାଟଣା ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ଦଳ ପକ୍ଷରୁ ବାଲିପାଟଣା ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆର୍ଆଇଙ୍କ ପାତରଅନ୍ତର ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…
Read More...

ବିକାଶର ସଫଳତା

ସମ୍ବଲପୁର: ଓଡ଼ିଶା ଉଚ୍ଚତର ମାଧ୍ୟମିକ ବୋଡର଼୍ ପରୀକ୍ଷା-୨୦୨୦ରେ ଶାସନସ୍ଥିତ ବିକାଶ କ୍ୟାମ୍ପସର ବିଜ୍ଞାନ ଛାତ୍ରୀ କୁମାରୀ ଛବିରାଣୀ ରଣା ୬୦୦ ମାର୍କରୁ ସର୍ବମୋଟ ୫୬୦(୯୩.୩୩%) ନମ୍ବର ରଖି ସମଗ୍ର ଓଡ଼ିଶାରେ ୭ମ ସ୍ଥାନ ତଥା ପଶ୍ଚିମ ଓଡ଼ିଶା ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।…
Read More...

ମୋର ପସନ୍ଦ ପଖାଳ : ନବୀନ

ଭୁବନେଶ୍ୱର: ଓଡ଼ିଆ ଖାଦ୍ୟକୁ ସ୍ୱତନ୍ତ୍ର ପରରିଚୟ ଦେବା ସହ ପ୍ରଚାର, ପ୍ରସାର ପାଇଁ ଓଟିଡିସି ଅଂଟା ଭିଡ଼ିଛି । ‘ଆମ ଘର ଆମ ହାଣ୍ଡିଶାଳ’ ନାମରେ ଚାଲିଥିବା ଏହି ରୋଷଇ ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଦୂରଦର୍ଶନରେ ପ୍ରସାରିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟକୁ ନେଇ…
Read More...

ଟେଲିମେଡିସିନ୍ ସେବା ମିଳିବ ୬ଶହ ପିଏଚ୍ସିରେ

ଭୁବନେଶ୍ୱର: ରାଜ୍ୟର ୬ଶହ ପିଏଚ୍ସରେ ମିଳିବ ଟେଲିମେଡିସିନ୍ ସେବା ତୃଣମୂଳସ୍ତରରେ ଲୋକମାନଙ୍କୁ ରୋଗୀ ସେବା ଯୋଗାଇ ଦେବା ଲାଗି ଉଦ୍ୟମ କରାଯାଉଛି । ଯାହାଫଳରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଟିଏ ପହଂଚି ମେଡିକାଲ କଲେଜରେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଭିଡିଓ-ଅଡିଓ ଜରିଆରେ ନିଜର…
Read More...

କୋରକରାରେ ବେଆଇନ ମଦ ବିକ୍ରି

ଫୁଲନଖରା  : ବାରଙ୍ଗ ବ୍ଲକ ୩୩ନମ୍ବର ଜୋନ ଅନ୍ତର୍ଗତ କୋରକରା ଅଞ୍ଚଳରେ ବ୍ୟାପକ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି କୋରକରା ମୁଖ୍ୟ ବଜାରରେ ଏହା ଦୈନିକ ବିକ୍ରି ହେଉଥିଲେ ମଧ୍ୟ ପୁଲିସ ଅଥବା ଅବକାରୀ ବିଭାଗ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ରାଜ୍ୟରେ କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ

ଭୁବନେଶ୍ୱର : ରାଜ୍ୟରେ କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ କରାଯାଇଛି। ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ନିୟମ କୋହଳ କରିଛନ୍ତି ରାଜ୍ୟ ସରକାର । ଏବେ ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ । ପୂର୍ବରୁ ୪ ଟି ଘର ଥିବା ଅଟ୍ଟାଳିକାକୁ ଆପର୍ଟମେଣ୍ଟ କୁହାଯାଉଥିଲା ।…
Read More...

ଆରଟିଓ ଅଫିସ ଖୋଲିବାକୁ ଗାଇଡଲାଇନ୍ ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର : କୋରୋନା କଟକଣା ମଧ୍ୟରେ ଖୋଲିବ ଆରଟିଓ କାର୍ଯ୍ୟାଳୟ । ତେବେ କୋଭିଡ ମହାମାରୀ ଯୋଗୁଁ ଆରଟିଓ ଅଫିସକୁ କିଏ ଆସିବେ ଓ କିଏ ଆସିବେ ନାହିଁ ସେ ନେଇ ନୂଆ ଗାଇଡ଼ଲାଇନ ଜାରି କରିଛି ରାଜ୍ୟ ପରିବହନ ବିଭାଗ। କୋରୋନା ମହାମାରୀ ସମୟରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।…
Read More...

ଭିସୁଟ ଛାତ୍ରଙ୍କ ସଫଳତା, ଏମିଟର ଗନକୁ ରନର୍ସ ଅଫ୍‍ ପୁରସ୍କାର

ବୁର୍ଲା: ଟାଟା କୃସିଏବୁଲ ହାକାଥନ ୨୦୨୦ ପ୍ରତିଯୋଗିତାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଆଇଡ଼ିଆ ଇନୋଭେସନ ସେଲର ଟେକ୍‍-୨ ବ୍ୟାଚ ଦଳ ଉପ ବିଜେତା ହୋଇଛନ୍ତି। ପୂର୍ବ ଭାରତ ସ୍ତରରେ ଟାଟା ଗ୍ରୁପ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ୫୦୦ଟି ଦଳ ଅଂଶଗ୍ରହଣ…
Read More...

ରାଜ୍ୟରେ ଆଉ ୧୯୭୭ ପଜିଟିଭ୍ ଚିହ୍ନଟ ; ୫୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟର ୩୦ ଜିଲାରୁ ଆଜି ଆଉ ୧୯୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଚିହ୍ନଟ ୧୯୭୭ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪ ହଜାର ୬୩୦ ରେ ପହଞ୍ଚିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୨୪୧ କ୍ବାରେଣ୍ଟାଇନରୁ ଥିବା ବେଳେ ୭୩୬ ଜଣ…
Read More...

ରାଜ୍ୟରୁ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରୁ ମୃତ୍ୟୁ ବରଣ…
Read More...