Browsing Category

ରାଜ୍ୟ

ରାଜ୍ୟ ବାହାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ରାଜ୍ୟର ୨୧ ସହର ସମେତ ଅନ୍ୟ ରାଜ୍ୟର ୩ ସହରରେ ଅନୁଷ୍ଠିତ ହେବ। ଏଥିପାଇଁ ଓଜେଇଇ ପକ୍ଷରୁ ଅନ୍‍ଲାଇନ୍‍ ପରୀକ୍ଷା କେନ୍ଦ୍ର ମନୋନୟନ କରାଯାଇ ଥିବାବେଳେ ଗୁରୁବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛି…
Read More...

କରୋନା ଯୋଦ୍ଧାଙ୍କୁ ସମ୍ମାନ

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ବିରୁଦ୍ଧରେ ଯେଉଁମାନେ ସଂଗ୍ରାମ ଚଳାଇଥିଲେ, ସେହିମାନଙ୍କୁ କୋଭିଡ୍-୧୯ ଯୋଦ୍ଧା ସମ୍ମାନ ଦେବା ପାଇଁ ୱାଡର଼୍ ନଂ-୩୬ରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର…
Read More...

ଏବିପିଏସ୍ ଛାତ୍ରଛାତ୍ରୀଙ୍କୁ ଆଇ-ପ୍ୟାଡ୍ ବଂଟନ

ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ୍ ମହାମାରୀର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇପଡ଼ିଥିବା ବେଳେ ସ୍କୁଲ ପିଲାଙ୍କ ପାଠପଢ଼ାକୁ ମଧ୍ୟ ଗୁୁରୁତର ଭାବେ ପ୍ରଭାବିତ କରୁଛି । ଏଭଳି ଏକ ସମୟରେ ଏବିପିଏସ୍ ଦୋରାଗୁଡ଼ାର ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଲାଗି ଦୁଇ ସହୃଦୟ ରୋଟାରିଆନ୍…
Read More...

ନିଖୋଜ ଶିଶୁପୁତ୍ରର ମୃତଦେହ ନାଳରୁ ଉଦ୍ଧାର

ଯାଜପୁର: ଶନିବାର ସକାଳୁ ନିଖୋଜ ଥିବା ଶିଶୁପୁତ୍ରର ମୃତ ଶରୀରକୁ ଘର ପାଖ ଦେଇ ପ୍ରବାହିତ ନଡ଼କା ନାଳରୁ ଉଦ୍ଧାର କରାଯାଇଛି । ପ୍ରଥମେ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ପରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ତଥା ଓଡ଼୍ରାଫ୍ ଟିମ୍ ପକ୍ଷରୁ ଶିଶୁ ପୁତ୍ରକୁ ଠାକ କରିବାର ଉଦ୍ୟମ ଜାରି…
Read More...

ବସ୍ତିବାସିନ୍ଦାଙ୍କୁ ରାସନ୍ ବଂଟନ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ନ୍ତକର ଫାଉଣ୍ଡେସନ୍'ର ଅଧ୍ୟକ୍ଷ ଚନ୍ଦନ କରଙ୍କ ଦ୍ୱାରା ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ଯୋଗୁ ଜୀବନ ନିର୍ବାହରେ ଅସୁବିଧାର ସମ୍ମୁଖୀନ ହେଉଥିବା ବସ୍ତିବାସିନ୍ଦା, ଦିନମଜୁରିଆ, ମାନସିକ ଅନଗ୍ରସର…
Read More...

ଓଡିଶାରେ ବିଦ୍ୟୁତ ସଂସ୍କାର କାହା ସ୍ୱାର୍ଥରେ : ପଞ୍ଚାନନ

ଭୁବନେଶ୍ୱର: ବହୁତ ବଡ଼ ମହତାକାଂକ୍ଷା ନେଇ ଓଡ଼ିଶାରେ ୧୯୯୫ ରୁ ବିଦ୍ୟୁତ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆରମ୍ଭ ହୋଇଥିଲା । ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇବ, ଶସ୍ତା ଓ ସୁବିଧାରେ ରାଜ୍ୟର ଉପଭୋକ୍ତାଙ୍କ ନିକଟରେ ବିଦ୍ୟୁତ ପହଂଚିବ । ବିଦ୍ୟୁତ ସରୋବରାହ କ୍ଷେତ୍ରରେ ଗୁଣାତ୍ମକ…
Read More...

ନନ୍ଦନକାନନରେ ବିଶ୍ୱ ହସ୍ତୀ ଦିବସ, ହାରପିସ୍ ଭୟରେ କୁନି ହାତୀ ଅଲଗା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି । ଗୋଟିଏ ପଟେ କରୋନା କଟକଣା ଓ ଅନ୍ୟ ପକ୍ଷରେ ମାରାତ୍ମକ ହାରପିସ୍ ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ କର୍ତୃପକ୍ଷ ବ୍ୟାପକ ସତର୍କତା ଅବଲମ୍ବନ କରିଥିଲେ । ତେଣୁ କୁନି ହାତୀ ‘ମାମା’କୁ ବଡ଼ ମାଈ…
Read More...

ବରିଷ୍ଠ ନାଗରିକ ଉଦ୍ଧାର

ଭୁବନେଶ୍ୱର: ବୟସ ପାଖାପାଖି ୭୦ ହେବ । ଗାଲରେ ଛୋଟ ଛୋଟ ପାଚିଲା ଦାଢି । ଦେହରେ ନୀଳ ରଙ୍ଗର ଫୁଲ ସାର୍ଟ,ଏକ ଚେକ୍ ଲୁଙ୍ଗି ସହ ପାଖରେ ପଡ଼ିରହିଥିଲା ଖଣ୍ଡିଏ ବାଉଁଶବାଡ଼ି । ଆଣ୍ଠୁ ତଳକୁ ଗୋଡ଼ର ଅଧିକାଂଶ ସ୍ଥାନରେ ରହିଥିଲା ଫୋଟକାର ଚିହ୍ନ । ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ…
Read More...

ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ବରିଷ୍ଠ ଓଏଏସ୍ ଅଫିସର ତଥା ରାଜସ୍ୱ ଏବଂ ବିପର୍ଯ୍ୟନ୍ତ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ଶ୍ରୀ ଦାସଙ୍କ ଟଙ୍କପାଣିରୋଡ଼ ରତ୍ନାକରବାରେ ଥିବା…
Read More...

ପୋଲିସର ଅତ୍ୟାଚାରକୁ ସିପିଆଇର ନିନ୍ଦା

ଭୁବନେଶ୍ୱର: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଗତକାଲି ଏକ ପ୍ରତିନିଧି ଦଳ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଓ ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାର ଗୋପ ଥାନା ଅନ୍ତର୍ଗତ ରେଢ଼ୁଆ ଗ୍ରାମରେ ପୋଲିସର ଦମନ, ମହିଳାମାନଙ୍କ ଉପରେ ନିର୍ମମ ଅତ୍ୟାଚାର ଓ…
Read More...