ଆରପାରିରେ ଓଡିଆ ଫିଲ୍ମ ଏଡିଟର ଦେବେନ ମିଶ୍ର
ଭୁବନେଶ୍ୱର- ଓଡିଆ ସିନେଜଗତର ବିଶିଷ୍ଟ ଏଡିଟର ଦେବନ ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ପୁଅ ମୋର କଳା ଠାକୁର ତାଙ୍କର ପ୍ରଥମ ଏଡିଟିଂ ଫିଲ୍ମ ଥିଲା ।!-->…
Read More...
Read More...