Browsing Category

ରାଜ୍ୟ

୪୨୦୦୦ ଲିଟର ପିଡିଏସ କିରାସିନ ଜବତ : ୪ ଗିରଫ

ଭୁବନେଶ୍ବର : ବହୁ ଦିନରୁ ପିଡିଏସ୍‌ କିରାସିନ ଚୋରାଚାଲାଣକାରୀଙ୍କ ପିଛାରେ ପଡ଼ିଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପିଡିଏସ୍‌ କିରାସିନ ଜବତ କରିବା ପରେ ଏହାର ମୂଳ ଖୋଜିବାକୁ ଯାଇ ଏସ୍‌ଟିଏଫ ସୋମବାର ରାତିରେ
Read More...

ଅଗଷ୍ଟ ୨୧ ରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ, ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ

ଭୁବନେଶ୍ବର: ଅଗଷ୍ଟ ୨୧ରୁ +୨ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ନାମଲେଖା ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ସାମ୍ସ (SAMS) ସେଣ୍ଟର ଜରିଆରେ ଅନଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ।  ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏ ନେଇ ବୁଧବାର ବିଦ୍ୟାଳୟ
Read More...

ବିଶ୍ଵ ହାତୀ ଦିବସ ; ଚାଲିଗଲା ଆଉ ଏକ ହାତୀର ଜୀବନ

ସମ୍ବଲପୁର : ବିଶ୍ଵ ହାତୀ ଦିବସ ପାଳନ କରାଯାଉଥିବା ବେଳେ ଓଡିଶାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାଟି ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ ଧମା ବନାଂଚଳ ଅଧିନସ୍ତ ଦିଗଜୋହରଣ ( କୋଳଗାଁ ) ଗ୍ରାମର।ସୂଚନା ଅନୁଯାୟୀ ହାତୀଟି ଏହି ଅଂଚଳରେ ପୂର୍ବରୁ ଚଲା ବୁଲା କରୁଥିଲା।
Read More...

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ , ପାସ ହାରରେ ଛାତ୍ରଙ୍କ ବାଜିମାତ

ଭୁବନେଶ୍ବର: ବୁଧବାର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ( ସିଏଚଏସଇ )ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷ ଫଳ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୭୦.୨୧ ପ୍ରତିଶତ
Read More...

ଆଉ ୯ ଜୀବନ ନେଲା କରୋନା ; ରାଜ୍ୟରେ ୩୦୦ ପାର ହେଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ବୁଧବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୦୦ ପାର କରିଛି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାୟଗଡ଼ାରୁ ୨ଜଣ। ଅନୁଗୁଳ, ବାଲେଶ୍ବର ଓ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏଁ କରୋନା
Read More...

ପ୍ରଶାସନର ଅଣଦେଖା ପ୍ରତିବାଦରେ ଧାରଣା

ବାଲିକୁଦା: ସରପଞ୍ଚ ମାନଙ୍କ ପ୍ରତି ବ୍ଲକ ପ୍ରଶାସନ ପକ୍ଷରୁ କରାଯାଉଥିବା ଅଣଦେଖା ପ୍ରତିବାଦରେ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତି ତଳେ ବାଲିକୁଦା ବ୍ଲକର ସରପଞ୍ଚ ମାନେ ବସି ରହି ପ୍ରତିବାଦ ଜଣାଇଥିବା ଦେଖିବାକୁ ମିଳିଥିଲା । ଭିସି ପାଇଁ ବିଡିଓ ସରପଞ୍ଚ ମାନଙ୍କୁ
Read More...

୨ ଖଣି ମାଫିଆଙ୍କ ସହ ଟ୍ରକ ଡ୍ରାଇଭର ଗିରଫ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଇଙ୍ଗାନୀ ଝରଣ ଠାରେ ଥିବା ଏକ ବନ୍ଦ ଖଣିରୁ ଚୋରା ମାଙ୍ଗାନିଜ ଏକ ୧୪ ଚକିଆ ଟ୍ରକରେ ମାଫିଆ ମାନେ ଲୋଡ କରୁଥିବା ସମୟରେ ବିଲେଇପଦା ଫାଣ୍ଡି ଅଧିକାରୀ ଏସ.କେ.ଆଜାରୁଦ୍ଧିନ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଅଚାନକ ଚଢାଉ
Read More...

ନାଲକୋ ଶ୍ରମିକ ସଂଗଠନର ଧର୍ମଘଟ

ଅନୁଗୁଳ: ଅଗଷ୍ଟ ୯କ୍ରାନ୍ତି ଦିବସ ଅବସରରେ ନାଲକୋ ମେନ ଗେଟ ସମ୍ମୁଖରେ କେନ୍ଦ୍ରିୟ ଶ୍ରମିକ ସଂଗଠନ ଡାକରାରେ କାର୍ଯ୍ୟରତ ଆଇଏନଟିୟୁସି, ଏଚଏମଏସ, ସିଟୁ ଓ ଏଆଇଟିୟୁସି ପ୍ରମୂଖ ସଂଗଠନର କର୍ମକର୍ତା କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନିତୀ ଓ ବ୍ୟପକ ଘରୋଇ କରଣ ପ୍ରତିବାଦରେ ପ୍ରତିବାଦ ଓ ଗଣ
Read More...

ଆଇଏଏସ୍ ପରୀକ୍ଷାରେ ଉତୀନ୍ନ କୁମାର ବିଶ୍ୱରନଞ୍ଜନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ବିଏମ୍ସି ର ୧୪ ନମ୍ବର ୱାର୍ଡରେ ରହୁଥିବା ବେଣୁଧର ଭୋଳ ଓ ମିନତୀ ଭୋଳଙ୍କ ସୁପୁତ୍ର କୁମାର ବିଶ୍ୱରଞ୍ଜନ ଆଇଏଏସପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ହେଉଥିବା ଏହି ପରୀକ୍ଷାରେ ୧୮୨ ତମ ସ୍ଥାନରେ ରହି ଓଡିଶା ପାଇଁ
Read More...

କରୋନା : ଟେଷ୍ଟିଂ, ଟ୍ରେସିଂ, ଟ୍ରିଟିଂକୁ ଗୁରୁତ୍ୱ

ଯାଜପୁର: ଟେଷ୍ଟିଂ, ଟ୍ରେସିଂ, ଓ ଟ୍ରିଟିଂକୁ ଗୁରୁତ୍ୱ ଦେଇ କରୋନାକୁ ପ୍ରତିହତ କରିବାକୁ ପଡିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା କରୋନା ପରିଚାଳନା ନିମନ୍ତେ ଯାଜପୁର ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ହେମନ୍ତ କୁମାର ଶର୍ମା ପରାମର୍ଶ ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ
Read More...