Browsing Category

ରାଜ୍ୟ

ଫୋକସ୍‌ରେ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ ବ୍ରାଣ୍ଡ୍‌

ଭୁବନେଶ୍ୱର : ଆଜିର ସମୟ ଦକ୍ଷତା ପ୍ରଦର୍ଶନର ସମୟ। ଦକ୍ଷତା, ଆଚାର ବ୍ୟବହାର, ଡିଜିଟାଲ ଏବଂ ସ୍ବାବଲମ୍ବନ‌େ​‌ର ସମନ୍ବୟ ଯିଏ ଆଣିପାରିବ ତା’ଆଗରେ ସାରା ପୃଥିବୀ ମୁଣ୍ଡ ନୁଆଁଇବ। ଆଉ ସେହି ମଣିଷଟିର ଭବିଷ୍ୟତ ହିଁ ସୁରକ୍ଷିତ ରହିବ। ଜଣେ ଅଧାପନ୍ତରିଆ ଡାକ୍ତର କିମ୍ବା ଇଞ୍ଜିନିୟର ହେବା
Read More...

ରାଜ୍ୟ ତମାମ ଘନଘନ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର : କରୋନା ଯୋଗୁଁ ପିଲାଙ୍କ ପାଠ ପଢ଼ା ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଅନ୍‌ଲାଇନ୍ ପାଠ ପଢ଼ା ଏକମାତ୍ର ବିକଳ୍ପ ସାଜିଛି। ତେବେ ଅଘୋଷିତ ବିଦ୍ୟୁତକାଟ ପିଲାଙ୍କ ପାଠ ପଢ଼ାରେ ସାଜିଛି ବଡ଼ ପ୍ରତିବନ୍ଧକ। ରାଜଧାନୀ ଠାରୁ ଆରମ୍ଭ କରି ଗଁା ଗହଳି ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା।
Read More...

ପୂଜ୍ୟ ପ୍ରଣାମ; ଆଜି ସୁରମଣି ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ

ଜଣେ ଅଦ୍ବିତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦେଶକ ଭାବେ ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ୧୯୩୪ ମସିହା ଆଜିର ଦିନରେ ପଣ୍ଡିତ ପାଣିଗ୍ରାହୀଙ୍କ ଜନ୍ମ ରାୟଗଡ଼ା ଜିଲାର ଗୁଣପୁର ସହରରେ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ
Read More...

ସିଦ୍ଧେଶ୍ୱରପୀଠ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ

ଯାଜପୁର: ଦଶରଥପୁର ବ୍ଲକର ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଇଛି । ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସ ସିଦ୍ଧେଶ୍ୱର ପୀଠ ଠାରେ ପହଂଚିବା ସହ ତାହାର ଚତୁପାଶ୍ୱର୍କୁ ପରିଦର୍ଶନ କରିଥିଲେ । ତାହାର ପୌରାଣିକ
Read More...

ବରଗଡ଼ ଏମପିଙ୍କୁ କରୋନା

ସମ୍ବଲପୁର: ବରଗଡ଼ ଏମପି ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ କରି ଜଣାଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳଙ୍କସହ ଆଲୋଚନା ପରେ ଏବେ ହୋମ୍ ଆଇସୋଲେସନ୍ରେ ଥାଇ ସୁସ୍ଥ ଥିବା ଜଣାଇଛନ୍ତି । କୌଣସି ଲକ୍ଷଣ ନଥିଲେ ମଧ୍ୟ ଶୁକ୍ରବାର ସେ କୋଭିଡ
Read More...

ଅନୁଗୋଳ ଜିଲ୍ଲାରୁ ୨୩ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୮ ଓ ମୋଟ ପଜିଟିଭ ସଂଖ୍ୟା ୪୧୮

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୧୮ରେ ପହଂଚିଲା । ୨୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଂଚଳରୁ ସର୍ବାଧିକ ୧୦ଜଣ, ଅନୁଗୋଳ ବ୍ଲକ ଅଂଚଳରୁ ୫ଜଣ, ତାଳଚେର ବ୍ଲକ ଅଂଚଳରୁ ୩ଜଣ, ପାଲଲହଡା
Read More...

କୋଭିଡକୁ ନେଇ ଯୁବ ବିଜେଡିର ଭିଡିଓ କନଫରେନ୍ସିଂରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଯୁବ ଜନତା ଦଳ ତରଫରୁ ମହାମାରୀ କୋଭିଡ୍ ୧୯ ବିପତିକୁ ନେଇ ସମସ୍ତ ଯୁବ ବିଜେଡି ଜିଲ୍ଲା ସଭାପତିମାନଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ
Read More...

୭୨ ଘଂଟା ପାଇଁ ଢେଙ୍କାନାଳ ମୁନ୍ୟସିପାଲିଟର ୨ ଅଂଚଳ କଂଟେନମେଂଟ ଘୋଷଣା

ଢେଙ୍କାନାଳ- ଢେଙ୍କାନାଳ ମୁନ୍ୟସିପାଲିଟର ୨ ଅଂଚଳ ୱାଡ ନମ୍ବର.୧୦ ଓ ବାଉଁଶପାଟନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୭୨ ଘଂଟିଆ କଂଟେନମେଂଟ ଘୋଷଣା କରିଛନ୍ତି ଜିଲ୍ଲାପ୍ରଶାସନ । ଗତକାଲି ରାତି୭ରୁ ୧୧ ତାରିଖ ସଂଧ୍ୟା ୭ ପର୍ଯ୍ୟନ୍ତ କଟକଣା ବଳବତର ରହିବ । କରୋନା
Read More...

ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବ ସମାଜସେବୀ ମୀରା ପରିଡ଼ାଙ୍କ ନାମ

ଭୁବନେଶ୍ୱର : ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ରେ ସମାଜସେବୀ ମୀରା ପରିଡ଼ାଙ୍କ ନାମ ସ୍ଥାନ ପାଇବ। ନେସନ୍ସ ପ୍ରାଇଡ଼ ବୁକ ଅଫ ରେକର୍ଡ଼ର ନିର୍ଦ୍ଦେଶକ ଗୁଞ୍ଜନ ମେହତାଙ୍କ କହିବା ଅନୁଯାୟୀ, ଆସନ୍ତା ୧୪ ଅଗଷ୍ଟ ୨୦୨୦ର ହରିୟାଣାର ଗୁରୁଗାଓଁରେ ଆୟୋଜିତ ହେବାକୁ ଥିବା ଏକ ଆୟୋଜନରେ ନେସନ୍ସ
Read More...

ପାରଦୀପ ବନ୍ଦର ହସ୍ପିଟାଲ ବନ୍ଦ

ପାରାଦୀପ- ପାରାଦୀପ ବନ୍ଦର ହସ୍ପିଟାଲରେ ଜଣେ ଆଟେଣ୍ଡାଂଟ କରୋନାରେ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବାପରେ ଦିନକୁ ପାଇଁ ବନ୍ଦ କରାଯାଇଛି । ହସ୍ପିଟାଲ ସାନିଟାଇଜ କରିବା ପରେ ଆସନ୍ତାକାଲି ଖୋଲା ଯିବା ନେଇ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ
Read More...