Browsing Category

ରାଜ୍ୟ

୬ ଜିଲାରେ ବର୍ଷିବ

ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଆସନ୍ତା ୧୬ ତାରିଖ ଯାଏ ୧୦ରୁ ଅଧିକ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗୁରୁବାର କୋରାପୁଟ, କେନ୍ଦ୍ରାପଡ଼ା,…
Read More...

ଲାଇନ୍ସ କ୍ଲବ ସ୍ମାଇଲ୍ ପକ୍ଷରୁ ଇନ୍ଷ୍ଟାଲେସନ୍ ଉତ୍ସବ ପାଳିତ

ଭୁବନେଶ୍ୱର: ଲାଇନ୍ସ କ୍ଲବ୍ ସ୍ମାଇଲ୍ ତାର ଇନ୍ଷ୍ଟାଲେସନ୍ ଉତ୍ସବ ପାଳିତ ହୋଇଛି । ଲାୟନ ଅମିତା ଜେନା ମ୍ୟାଡମ୍ (ଇନ୍ଷ୍ଟାଲେସନ୍ ଅଫିସ୍) ନୂଆ ମେମ୍ବର ମମତା ମହାପାତ୍ର (ମେମ୍ବରସିପ୍ ଚେୟାର ଫରସନ୍) ଏବଂ ପ୍ରସନ୍ନଜିତ୍ ମିତ୍ର (ଉପସଭାପତି) ଭାବରେ ମନୋନିତ ହୋଇଛନ୍ତି । ସେଠାରେ ସଭାପତି…
Read More...

୬ ବର୍ଷରେ ମଲେଣି ୧୪୬ ହାତୀ ଓ ଅଧିକ ମଣିଷ

ଅନୁଗୁଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ-ମଣିଷ ଲଢେ଼ଇ । ମହାନଦୀ ହାତୀ କରିଡ଼ର ଅଂଚଳରେ ଆସୁଥିବା ଅନୁଗୁଳ ଓ ଢେ଼ଙ୍କାନାଳ ଜିଲ୍ଲାରେ ହାତୀ-ମଣିଷର ଏ ଲଢେ଼ଇ କ୍ରମଶଃ ତୀବ୍ର ହୋଇଛି । ଗତ ୬ ବର୍ଷ ଆଉ ୪ ମାସ ମଧ୍ୟରେ ଏହି ଦୁଇ ଜିଲ୍ଳାରେ ୧୪୬ଟି ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୧୯୨…
Read More...

ନଡକା ନାଳରୁ ନିଖୋଜ ଶିଶୁପୁତ୍ରର ଶବ ଉଦ୍ଧାର

ଯାଜପୁର: ଶନିବାର ସକାଳୁ ନିଖୋଜ ଥିବା ଶିଶୁପୁତ୍ରର ମୃତ ଶରୀରକୁ ଘର ପାଖ ଦେଇ ପ୍ରବାହିତ ନଡ଼କା ନାଳରୁ ଉଦ୍ଧାର କରାଯାଇଛି । ପ୍ରଥମେ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ପରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ତଥା ଓଡ଼୍ରାଫ୍ ଟିମ୍ ପକ୍ଷରୁ ଶିଶୁ ପୁତ୍ରକୁ ଠାକ କରିବାର ଉଦ୍ୟମ ଜାରି…
Read More...

ମୟୁରଭଞ୍ଜରେ ଖୋଲିବ ୩ଟି ନୂତନକୋର୍ଟ

ଭୁବନେଶ୍ୱର: ଓଡିଶା ଉଚ୍ଚ ନ୍ୟାୟାଳୟ ଚିଠି ସଂଖ୍ୟା ୭୩୫୪ (୨୪) ତା୦୭/୦୮/୨୦୨୦ରିଖ ବିଜ୍ଞପ୍ତି ଅନୁସାରେ ଜିଲ୍ଲାର ଯଶିପୁର, ରାସଗୋବିନ୍ଦପୁର ଓ ଠାକୁରମୁଣ୍ଡା ଠାରେ ସିଭିଲ୍ ଜଜ କୋର୍ଟ ପ୍ରତିଷ୍ଠା କରାଯିବା ସଂବଧେ ନିର୍ଦେଶ ଦେଇଥିବା ଫଳରେ ଏହି ଆଦିବାସି ଅଧ୍ୟୁଷିତ ଶିଳ୍ପ ବିହୀନ ଅର୍ଥ…
Read More...

ସ୍ୱେଚ୍ଛାକୃତ ଟେଷ୍ଟିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ୱେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି । ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ…
Read More...

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର :  ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ମୋଟ ୨୦ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବୈଠକ ପରେ ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଶିଳ୍ପ ଏବଂ କାରଖାନା…
Read More...

ସିଏସ୍‍ଆର୍‍ ସର୍ଭେ: ଦେଶର ୨୦ ଶ୍ରେଷ୍ଠ ଇଞ୍ଜିନିଅରିଂ କଲେଜରେ ଆଇଟିଆର୍ ସ୍ଥାନ ଏକାଦଶ

ଭୁୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନିକାଲ ଏଜୁକେସନ୍‍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‍) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‍ ଏମିନେନ୍ସ ଭାବେ କମ୍ପିଟିସନ୍‍ ସକ୍‍ସେସ୍‍ ରିଭ୍ୟୁ (ସିଏସ୍‍ଆର୍‍) ସର୍ଭେ…
Read More...

ସ୍ୱାଧୀନତା ଦିବସ ଉତ୍ସବସ୍ଥଳକୁ ଜନସାଧାରଣଙ୍କ ପ୍ରବେଶ ମନା

ଭୁବନେଶ୍ୱର : କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜିଲା, ବ୍ଲକ ଓ ପଞ୍ଚାୟତସ୍ତରରେ ସ୍ୱାଧୀନତା ଦିବସ ଉତ୍ସବସ୍ଥଳୀକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟସ୍ତରୀୟ ପରେଡ ଉତ୍ସବରେ ୩୦ ଜଣ କୋଭିଡ ଯୋଦ୍ଧା ସାମିଲ ହେବ। ସାମାଜିକ…
Read More...

ଆଇଆରବି ଯବାନଙ୍କ ତାଲିମ ବେଳେ ମହାନଦୀରେ ବୁଡି ଯବାନ ମୃତ

ବୌଦ୍ଧ  : ବୌଦ୍ଧ ମହାନଦୀରେ ଆଇଆରବି ଯବାନଙ୍କ ତାଲିମ ଚାଲିଥିବାବେଳେ ଜଣେ ଯବାନ ମହାନଦୀରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛି। ମିଳିଥବା ସୂଚନା ମୁତାବକ ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ର ଯବାନମାନଙ୍କୁ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ କିଆକଟା ପଞ୍ଚାୟତର ବାଙ୍କପାଲ ଘାଟଠାରେ ଓଡ୍ରାଫ…
Read More...