Browsing Category

ରାଜ୍ୟ

ଦୁଇ ଦିନିଆ ଭଦ୍ରକ ସଟଡାଉନ

ଭଦ୍ରକ- କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ତେଣୁ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ ଭଦ୍ରକ ଜିଲ୍ଲାକୁ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ଅଗଷ୍ଟ ୧ ଓ ୨ ତାରିଖରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ
Read More...

ଭାରି ପଡିଲା ଲୁଟ୍

ବାଲେଶ୍ୱର: ନକଲି ବନ୍ଧୁକ ଦେଖାଇ ଲୁଟ୍ କରିବା ଲୁଟେରାକୁ ପଡିଛି ମହଙ୍ଗା । ଶେଷରେ ପୋଲିସ ହାତରେ ଧରା ପଡିଛି ଲୁଟେରା । ଲୁଟେରା ଯୁବକ ଜଣଙ୍କ ହେଲେ ଗୋବର୍ଦ୍ଧନପୁର ଗାଁର ବିଶ୍ୱଜିତ ନାଥ । ବିଶ୍ୱଜିତ ଡିଙ୍ଗାଶୁଳ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ବନ୍ଧୁକ ଦେଖାଇ ଲୁଟ କରିବାକୁ ଚେଷ୍ଟା
Read More...

ଚାଷ ଜମିରେ ପଡିରହିଛି ମୁଣ୍ଡ ନଥିବା ମୃତ ଦେହ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବଡଗଡ ଏକଲପୁର ଗାଁର ଚାଷ ଜମିରେ ମୁଣ୍ଡ ନଥିବା ମୃତ ଦେହ ପଡିରହିଛି । ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତକ ଜଣଙ୍କ ସୋରଡା ବୋରସିଂ ଗାଁର ନିଳାଂଚଳ ପ୍ରଧାନ ବୋଲି ଜଣାପଡିଛି । ମୃତଦେହର କିଛି ବାଟ ଦୂରରେ ତାଙ୍କ ମୁଣ୍ଡ
Read More...

ସ୍ୱାଧିନତା ଦିବସ ଉତ୍ସବରେ ହେବନି ପରେଡ୍ ପ୍ରଦର୍ଶନୀ

ଭୁବନେଶ୍ୱର: ଆସନ୍ତା ସ୍ୱାଧିନତା ଦିବସ ଉତ୍ସବ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ । ମାତ୍ର ପରେଡ୍ ପ୍ରଦର୍ଶନୀ ହେବ ନାହିଁ । ପୋଲିସର ବ୍ୟାଣ୍ଡ ପାଟି ଜାତୀୟ ସଙ୍ଗୀତ ପରିବେଷଣ କରିବେ । ସେହିପରି ୩ଟି ପୋଲିସ ବାହୀନି ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିଭାଦନ ଜଣାଇବେ ।
Read More...

ସ୍ୱାମୀ-ସ୍ତ୍ରୀ ଗୋଟିଏ ରଶିରେ ଝୁଲି ପଡ଼ିଲେ

କଟକ: କଟକ ସଦର ବ୍ଲକ୍ ୪୨ ମୌଜା ଝିଙ୍କିରିଆ ସୁବୁଦ୍ଧିସାହିରେ ଏକ ବୃଦ୍ଧ ଦମ୍ପତିଙ୍କ ଝୁଳନ୍ତା ଶବ ଗୁହାଳ ଘରୁ ଉଦ୍ଧାର କରାଯାଇଛି । ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ମୃତ ଦମ୍ପତି ସୁଇସାଇଡ୍ ନୋଟ୍ରେ ଲେଖିଥିଲେ ବି ଦୁହେଁ ଏକ ସମୟରେ ଗୋଟିଏ ଦଉଡ଼ିରେ ଆତ୍ମହତ୍ୟା କରିଥିବାରୁ ସନ୍ଦେହ
Read More...

ରୋଗୀ ମୃତ୍ୟୁକୁ ଲୁଚାଇଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀସ୍ଥିତ ଟାଟ କୋଭିଡ ହସ୍ପିଟାଲରେ ୪ ଦିନ ପୂର୍ବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି । ଅଥଚ ପରିବାରବର୍ଗଙ୍କୁ କୁହାଯାଉଛି ଯେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି, ତାଙ୍କୁ କୁହାଯାଉଛି ଯେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି, ତାଙ୍କୁ ଅକ୍ସିଜେନ୍ ଦିଆଯାଇଛି
Read More...

ଝାରସୁଗୁଡାରେ ମାତିଛନ୍ତି ଖଣି ମାଫିଆ

ଝାରସୁଗୁଡ଼ା : ଜିଲ୍ଲାର ବିଭିନ୍ନ ଅଂଚଳରେ ଲଘୁ ଖଣିଜ ସମ୍ପଦ ର ବ୍ୟାପକ ଚୋରି ହେଉଛି । ଗ୍ରାମାଞ୍ଚଳ ନିକଟରେ ଥିବା ଜଙ୍ଗଲିଆ ଅଂଚଳ ହେଉ କି ସହରାଞ୍ଚଳ ହେଉ ସବୁ ଅଞ୍ଚଳରେ ଏହି ଖଣି ମାଫିଆ ମାନେ ସକ୍ରିୟ ହୋଇ ରହିଛନ୍ତି । ପ୍ରଶାସନର ନାକ ତଳେ ଖଣିଜ ସମ୍ପଦ ଖୋଲାଖୋଲି ଲୁଟ ହେଉଛି ।
Read More...

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱରର ଭୋଗରାଇର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ନେଇ ଉତେଜନା ପ୍ରକାଶ ପାଇଛି । କରୋନା ଲକ୍ଷଣ ନଥିବା ବେଳେ ତାଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହିତ ଗ୍ରାମବାସୀ ଗଣ୍ଡଗୋଳ କରିଛନ୍ତି । ଏପରିକି, ଏଏନ୍ଏମ୍ ଓ ଆଶାକର୍ମୀଙ୍କୁ ମଧ୍ୟ
Read More...

ହେପାଟାଇଟସ୍ ମୁକ୍ତ ଭାରତ

ଭୁବନେଶ୍ୱର : ଯକୃତ ବା ଲିଭର ହେଉଛି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଅମେ ତାହାର ଯତ୍ନ ନେବା ଆବଶ୍ୟକ । ନ ହେଲେ ସେହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେପାଟାଇଟସ୍ 'ବି'ର ଶିକାର ହୋଇ ମାରାତ୍ମକ କ୍ୟାନ୍ସରରେ ପରିଣତ ହେବ । ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ଯକୃତ ରୋଗ ନିରାକରଣ
Read More...

ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କନ୍ଧମାଳ: କନ୍ଧମାଳ ଜିଲା ଖଜରୀପଡ଼ା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମ ପଞ୍ଚାୟତର ସମରଡେଗାରେ ଥିବା ଏକ ନାଳରୁ ଗୁରୁବାର ଜଣେ ଅଜଣା ଯୁବକର ମୃତଦେହ ଉଦ୍ଧାର କରାଯାଇଛି ।  ଉକ୍ତ ନାଳରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥାନରେ
Read More...