Browsing Category

ରାଜ୍ୟ

ବୁର୍ଲା ଭୀମସାରର ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତ ଅଭାବ

ବୁର୍ଲା: ବୁର୍ଲା ଭୀମସାରର ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତ ଅଭାବ । କରୋନା କବଳରେ ଲୋକେ ଛଟପଟ ହେଉଥିବା ବେଳେ ରକ୍ତ ଭଣ୍ଡାରର ରକ୍ତ ସଂକଟ ମେଡିକାଲ କତୃପକ୍ଷ ଓ ରୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରକ୍ତ ସଂଗ୍ରହ ଭ୍ୟାନ ବୁଲୁଥିଲେ ମଧ୍ୟ କରୋନା ପାଇଁ ରକ୍ତ ସଂଗ୍ରହ ସଂଖ୍ୟା ଢେର୍…
Read More...

ଗଞ୍ଜାମ ପାଇଁ ଅଗଷ୍ଟ ମାସ ବିପଦ

ଗଞ୍ଜାମ- ରାଜ୍ୟର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ରେ ପଂହଚିଥିବା…
Read More...

ଆସୁଛି ଲଘୁଚାପ

ଭୁବନେଶ୍ୱର- ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୪ ତାରିଖରେ ଏହା ଲଘୁଚାପର ରୂପ ନେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଉପକୂଳ ଓ…
Read More...

ଆଜିଠାରୁ ଅନଲକ୍ ଥ୍ରୀ ଜାରି

ଭୁବନେଶ୍ୱର- ଆଜିଠାରୁ ଆରମ୍ଭ ହେଉଛି ଅନଲକ୍ ଥ୍ରୀ । ଅନଲକ୍ ଥ୍ରୀ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଅନଲକ୍ ଥ୍ରୀ ରେ ପୂର୍ବପରି ରାତ୍ରକାଳୀନ କଫୁ୍ର୍ୟ ବଳବତର ରହିବ । ରାତ ୯ରୁ ସକାଳ ୫ ଟା ପର୍ଯ୍ୟନ୍ତ ଗାଡି ମଟର ଚଳାଚଳ ଉପରେ କଟକଣା ଲାଗିଛି । କିନ୍ତୁ ରାତ୍ରକାଳୀନ…
Read More...

ମୌସୁମୀ ଉଭାନ: ରାଜ୍ୟରେ ମରୁଡି ଆଶଙ୍କା

ଭୁବନେଶ୍ୱର: ଧାରା ଶିରାବଣ ମାଶରେ ମୌସୁମୀ ଉଭାନ ହୋଇଯାଇଥିବାରୁ ରାଜ୍ୟରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟର ୧୩ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବିଶେଷ କରି ଉପକୂଳ ଜିଲ୍ଲାଗୁଡିକରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ…
Read More...

୪ ଡକାୟତ ଗିରଫ, ଜଣେ ଫେରାର

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବନେଇକଳା ବସ୍ତିରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ୪ଜଣଙ୍କୁ ଡତାୟତକୁ ଗିରଫ କରିବା ସଙ୍ଗେ ସଙ୍ଗେ ସୁନା ଜିନିଷ କିଣିଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଅନ୍ୟଜଣେ ଫେରାର ହୋଇଯାଇଛି । ବୃଦ୍ଧ ଦମ୍ପତି ଶୋଇଥିବା ଅବସ୍ଥାରେ ଚୋରି ହୋଇଥିବା…
Read More...

କାଶିପାଳ ହାଇସ୍କୁଲ ଛାତ୍ରୀ ହରପ୍ରିୟା ରଖିଲେ ୯୧.୬୬ ପ୍ରତିଶତ ମାର୍କ

ଚମ୍ପୁଆ: ଦୃଢ଼ଇିଛା ଶକ୍ତି ଓ ଅଧ୍ୟବସାୟ ବଳରେ ଚଳିତ ବର୍ଷ ହାଇ ସ୍କୁଲ ପରିକ୍ଷାରେ କାଶିପାଳ ପଞ୍ଚାୟତ ହାଇ ସ୍କୁଲର ଛାତ୍ରୀ ହରପ୍ରିୟା ମହାନ୍ତ ମୋଟ ୫୫୦ ନମ୍ବର ରଖି ବ୍ଲକରେ ଟପର ହୋଇ ପାରିଛନ୍ତି । ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞାୟତର ଏକ ଅନାମଧେୟ ଗାଁ ସିଲିପୁଂଜି । ବାପା…
Read More...

କୋଭିଡ ନିୟମର ଉଲ୍ଲଂଘନକୁ ବିଜେପିର ସମର୍ଥନ ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ସମ୍ବଲପୁର ଘଟଣାକୁ ନେଇ ବିଜେପି ସରକାରଙ୍କୁ ସମାଲୋଚନା କଲା ପରେ ତାହାର ଜବାବ ଦେଇଛି ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାରମ୍ବାର କୋଭିଡ ନିୟମ ପାଳନ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । ଲୋକଙ୍କୁ ଦେଖାଇବା ପାଇଁ…
Read More...

ଜିଲ୍ଲା ସ୍ତରରେ ୨୪୧ ପିଜି ଡାକ୍ତର ନିଯୁକ୍ତ

ଭୁବନେଶ୍ୱର: ପିଜି ସାରିଥିବା ୨୪୧ ଡାକ୍ତରଙ୍କୁ ଜିଲ୍ଲାସ୍ତରରେ ନିଯୁକ୍ତି ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଧଶନାମା ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଏମାନେ ସିଡିଏମଓଙ୍କ ଅଧିନରେ କାର୍ଯ୍ୟକରିବେ ଏଥିରେ ଗାଇନୋକୋଲୋଜି, ଶିଶୁ ରୋଗ, ଜେନେରାଲ ମେଡିସିନ, ଚର୍ମ ଓ ଭିଡି, ମାନସିକ ରୋଗ,…
Read More...

ହେପାଟାଇଟ୍ସରେ ୪୦ ନିୟୁତ ଭାରତୀୟ ଆକ୍ରାନ୍ତ

ଭୁବନେଶ୍ୱର : ଯକୃତ ବା ଲିଭର ହେଉଛି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଅମେ ତାହାର ଯତ୍ନ ନେବା ଆବଶ୍ୟକ । ନ ହେଲେ ସେହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେପାଟାଇଟସ୍ ‘ବି’ର ଶିକାର ହୋଇ ମାରାତ୍ମକ କ୍ୟାନ୍ସରରେ ପରିଣତ ହେବ । ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ଯକୃତ ରୋଗ ନିରାକରଣ…
Read More...