Browsing Category

ରାଜ୍ୟ

ବଜ୍ରପାତ ନେଇ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ୧୮ ଘଂଟା ମଧ୍ୟରେ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ଓ ବଜ୍ରପାତକୁ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ ଜିଲ୍ଲା ଗୁଡିକ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର,…
Read More...

ତିନି ଦିନିଆ ବରଗଡ ସଟଡାଉନ

ବରଗଡ- ଶୁକ୍ରବାର ଦିନ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହି ଜିଲ୍ଲାକୁ ତିିନି ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ । ଅଗଷ୍ଟ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ସଟଡାଉନ ବଳବତର ରହିବ । ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ…
Read More...

ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା: ନିଲମ୍ବିତ ହେଲେ ଦୁଇ କନେଷ୍ଟବଳ

ଖୋର୍ଦ୍ଧା: ପ୍ରଚୁର ମଦ୍ୟପାନ କରି ବାଲି ବୋଝେଇ ଟ୍ରକ୍ ଠାରୁ ଦାଦାବଟି ମାଗିବା ଏବଂ କ୍ଷମତାର ଅପବ୍ୟବହାର କରିବା ଦୁଇ କନେଷ୍ଟବଳଙ୍କୁ ପଡିଛି ମହଙ୍ଗା । ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ ଖୋର୍ଦ୍ଧା ଏସ୍ପି ଅଜେୟ ପ୍ରତାପ ସ୍ୱାଇଁ ଦୁଇ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।…
Read More...

ରାଉଲକେଲା IGH ପ୍ଳାଜମା ବ୍ୟାଙ୍କ ଲେକାର୍ପିତ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ରାଉଲକେଲା IGH ପ୍ଲାଜମା ବ୍ୟାଙ୍କ ଲୋକର୍ପଣ କରିଛନ୍ତି । ପୂର୍ବରୁ କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ କରିଥିଲୋ । ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ଖୁବଶୀଘ୍ର…
Read More...

ଅଯୋଧ୍ୟା ଗଲା ସୁବର୍ଣ୍ଣରେଖା ନଦୀର ଜଳ ଓ ମାଟି

ଜଳେଶ୍ୱର- ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ସୁବର୍ଣ୍ଣରେଖା ନଦୀର ଜଳ ଓ ମାଟ ଡାକ ଯୋଗେ ପଠାଯାଇଛି । ନିକଟସ୍ଥ ରାଜପୁର କପିଳମୁନି ଆଶ୍ରମ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳ ଓ ମାଟିକୁ ପଠାଯାଇଛି । ଆସନ୍ତା ୫ ତାରିଖରେ ରାମ ମନ୍ଦିର ଭୂମି ପୂଜା ପାଇଁ ସାରା ଦେଶର ପବିତ୍ର…
Read More...

ମୋଦୀଙ୍କ ‘ମନକିବାତ୍’ରେ ସିଫାର ମୁକ୍ତାଚାଷୀ

ଭୁବନେଶ୍ୱର: ପ୍ରତିବର୍ଷ କୃଷକ ଏବଂ ଯୁବପିଢ଼ୀଙ୍କ ପାଇଁ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ ପାଇ ସଫଳତା ହାସଲ କରିଥିବା ଜଣେ ମୁକ୍ତାଚାଷୀଙ୍କୁ ମନ୍କୀବାତ୍-୨.୦ କାର୍ଯ୍ୟକ୍ରମରେ…
Read More...

ଅନୁଗୋଳରେ ବଢୁଛି କରୋନା ସଂକ୍ରମଣ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ରେ ପହଞ୍ଚିଲା । ୧୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳରୁ ଗୋଟିଏ ଗ୍ରାମରୁ କେବଳ ୧୧ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି ।…
Read More...

ପିଲାଙ୍କ ଝଗଡାରୁ ଦୁଇ ପରିବାର ମାରପିଟ୍: ୪ ଆହତ

ଭୁବନେଶ୍ୱର: ଡିସିପି ଅଫିସ ପଛପାଶ୍ୱର ଭୋଇନଗରରେ ଛୋଟ ପିଲାଙ୍କ ଝଗଡାରୁ ୨ ପରିବାର ମଧ୍ୟରେ ମାରପିଟ୍ ହୋଇଛି । ବହ୍ଲା ଓ କାଠଫାଳିଆ ମାଡରେ ୨ ପରିବାରର ୪ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ, ଅଲେଖ ପାଗଳ, ତାଙ୍କ ସ୍ତ୍ରୀ ଓ ପୁତୁରା ପୂର୍ଣ୍ଣଚନ୍ଦ୍ର ପାଗଳ । ଅନ୍ୟ ପରିବାରର ସୀମାଂଚଳ…
Read More...

ସାମ୍ବାଦିକଙ୍କ ଘର ଉପରକୁ ବୋମା ମାଡ

ଖୋର୍ଦ୍ଧା: ଗୁରୁଜଙ୍ଗ ସାମ୍ବାଦିକ ଜିତୁ ସାହୁଙ୍କ ଘର ଉପରକୁ କିଛି ଦୁର୍ବୃତ ବୋମା ମାଡ କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ହୋଇଥିବା ଜଣାପଡିଛି । ୩/୪ ଜଣ ଯୁବକ ରାତି ପ୍ରାୟ ୧୧ଟା ୫୦ରେ ତାଙ୍କ ଘରକୁ ୩ଟି ବୋମା ଫିଙ୍ଗିଥିଲେ । ପରେ ସେମାନେ ଫେରାର ହୋଇଯାଇଥିଲେ । ଖବରପାଇ…
Read More...

ମେଡିକାଲ ଯାଉଥିବା ଲୋକକୁ ଗାଁ ମନା

ରାୟଗଡା: ମେଡିକାଲ ଯାଉଥିବା ଲୋକକୁ ଗାଁରେ ପ୍ରବେଶ ମନା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଭାତପୁର ପଂଚାୟତର ନୂଆଗାଁରେ । ଏହି ଗାଁର ସନ୍ଧ୍ୟାରାଓ ମିଣିଆକାଙ୍କ ହାତରେ ଘା ହୋଇଥିଲା । ତେଣୁ ତାଙ୍କ ଚିକିତ୍ସା ପାଇଁ ଗାଁର ଜଣେ ଯୁବକ ତାଙ୍କୁ ରାୟଗଡା…
Read More...