Browsing Category

ରାଜ୍ୟ

କରୋନା ନିୟମକୁ ଭାଙ୍ଗି ନକ୍ସଲ ପାଳିଲେ ସହିଦ ସପ୍ତାହ

ମାଲକାନାଗିରି: ପୋଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ଚ୍ୟାଲେଞ୍ଜ କରି ମାଲକାନାଗିରି ଅଂଚଳରେ ନକ୍ସଲମାନେ ପାଳନ କରିଛନ୍ତି ସହିଦ ଦିବସ । ସାମାଜିକ ଦୂରତାକୁ ନମାନି ଶହ ଶହ ସଂଖ୍ୟାକ ଲୋକ ଏଥିରେ ସାମିଲ ହୋଇ ସରକାର ବିରୋଧି ନାରା ଦେଇଥିଲେ । ଏଥିସହିତ ମାସ୍କ ପିନ୍ଧି ନ ପିନ୍ଧିବା ସହ କୋଭିଡ…
Read More...

୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ

କୋରାପୁଟ- ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ବନ୍ଦ ରହିବ । ଏମର୍ଜେନ୍ସି ବ୍ୟତିତ ଅନ୍ୟ ସମସ୍ତ ବିଭାଗ ବନ୍ଦ ରହିବ । ହସ୍ପିଟାଲ ସୁପରିଟେଂଣ୍ଡେଂଟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ମେଡିକାଲ ବନ୍ଦ ଘୋଷଣା କରାଯାଇଛି । କରୋପୁଟ…
Read More...

ବିରିୟାନି ପାଇଁ ମହାଭାରତ

ଭଦ୍ରକ: ବିରିୟାନି ଖାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଟି ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଥିବା ବେଳେ ୫ଟି ବାଇକ୍ ଭାଙ୍ଗିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ । ସୂଚନା ଅନୁସାରେ…
Read More...

ପ୍ରକାଶ ପାଇଲା ଭିସୁଟର ବି-ଟେକ ଓ ବି-ଆର୍କ ଫାଇନଲ ସେମିଷ୍ଟାର ଫଳାଫଳ

ଭୁବନେଶ୍ୱର- ପ୍ରକାଶ ପାଇଲା ବୀର ସୁରେନ୍ଦ୍ର ସାଇ ବିଶ୍ୱିଦ୍ୟାଳୟର ବିଟେକ ଓ ବି-ଆର୍କ ଶେଷ ସେମିଷ୍ଟାର ଫଳାଫଳ । ବିଟେକ- ବି-ଆର୍କରେ ୯୮% ପରୀକ୍ଷାଥି ପରୀକ୍ଷା ଦେଇଥିଲେ । ଭିସୁଟ ରାଜ୍ୟର ପ୍ରଥମ ବିଦ୍ୟାଳୟ ଭାବେ ୟୁଜି ଓ ପିଜି କୋର୍ସ ଫାଇନାଲ ସେମିଷ୍ଟାର ଅନଲାଇନରେ ସଂପୂର୍ଣ୍ଣ…
Read More...

ଦୁଇ ଦିନିଆ ଭଦ୍ରକ ସଟଡାଉନ

ଭଦ୍ରକ- କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ତେଣୁ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ ଭଦ୍ରକ ଜିଲ୍ଲାକୁ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ଅଗଷ୍ଟ ୧ ଓ ୨ ତାରିଖରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ…
Read More...

ଭାରି ପଡିଲା ଲୁଟ୍

ବାଲେଶ୍ୱର: ନକଲି ବନ୍ଧୁକ ଦେଖାଇ ଲୁଟ୍ କରିବା ଲୁଟେରାକୁ ପଡିଛି ମହଙ୍ଗା । ଶେଷରେ ପୋଲିସ ହାତରେ ଧରା ପଡିଛି ଲୁଟେରା । ଲୁଟେରା ଯୁବକ ଜଣଙ୍କ ହେଲେ ଗୋବର୍ଦ୍ଧନପୁର ଗାଁର ବିଶ୍ୱଜିତ ନାଥ । ବିଶ୍ୱଜିତ ଡିଙ୍ଗାଶୁଳ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ବନ୍ଧୁକ ଦେଖାଇ ଲୁଟ କରିବାକୁ ଚେଷ୍ଟା…
Read More...

ଚାଷ ଜମିରେ ପଡିରହିଛି ମୁଣ୍ଡ ନଥିବା ମୃତ ଦେହ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବଡଗଡ ଏକଲପୁର ଗାଁର ଚାଷ ଜମିରେ ମୁଣ୍ଡ ନଥିବା ମୃତ ଦେହ ପଡିରହିଛି । ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତକ ଜଣଙ୍କ ସୋରଡା ବୋରସିଂ ଗାଁର ନିଳାଂଚଳ ପ୍ରଧାନ ବୋଲି ଜଣାପଡିଛି । ମୃତଦେହର କିଛି ବାଟ ଦୂରରେ ତାଙ୍କ ମୁଣ୍ଡ…
Read More...

ସ୍ୱାଧିନତା ଦିବସ ଉତ୍ସବରେ ହେବନି ପରେଡ୍ ପ୍ରଦର୍ଶନୀ

ଭୁବନେଶ୍ୱର: ଆସନ୍ତା ସ୍ୱାଧିନତା ଦିବସ ଉତ୍ସବ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ । ମାତ୍ର ପରେଡ୍ ପ୍ରଦର୍ଶନୀ ହେବ ନାହିଁ । ପୋଲିସର ବ୍ୟାଣ୍ଡ ପାଟି ଜାତୀୟ ସଙ୍ଗୀତ ପରିବେଷଣ କରିବେ । ସେହିପରି ୩ଟି ପୋଲିସ ବାହୀନି ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିଭାଦନ ଜଣାଇବେ ।…
Read More...

ସ୍ୱାମୀ-ସ୍ତ୍ରୀ ଗୋଟିଏ ରଶିରେ ଝୁଲି ପଡ଼ିଲେ

କଟକ: କଟକ ସଦର ବ୍ଲକ୍ ୪୨ ମୌଜା ଝିଙ୍କିରିଆ ସୁବୁଦ୍ଧିସାହିରେ ଏକ ବୃଦ୍ଧ ଦମ୍ପତିଙ୍କ ଝୁଳନ୍ତା ଶବ ଗୁହାଳ ଘରୁ ଉଦ୍ଧାର କରାଯାଇଛି । ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ମୃତ ଦମ୍ପତି ସୁଇସାଇଡ୍ ନୋଟ୍ରେ ଲେଖିଥିଲେ ବି ଦୁହେଁ ଏକ ସମୟରେ ଗୋଟିଏ ଦଉଡ଼ିରେ ଆତ୍ମହତ୍ୟା କରିଥିବାରୁ ସନ୍ଦେହ…
Read More...

ରୋଗୀ ମୃତ୍ୟୁକୁ ଲୁଚାଇଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀସ୍ଥିତ ଟାଟ କୋଭିଡ ହସ୍ପିଟାଲରେ ୪ ଦିନ ପୂର୍ବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇ ସାରିଛି । ଅଥଚ ପରିବାରବର୍ଗଙ୍କୁ କୁହାଯାଉଛି ଯେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି, ତାଙ୍କୁ କୁହାଯାଉଛି ଯେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି, ତାଙ୍କୁ ଅକ୍ସିଜେନ୍ ଦିଆଯାଇଛି…
Read More...