Browsing Category

ରାଜ୍ୟ

ଝାରସୁଗୁଡାରେ ମାତିଛନ୍ତି ଖଣି ମାଫିଆ

ଝାରସୁଗୁଡ଼ା : ଜିଲ୍ଲାର ବିଭିନ୍ନ ଅଂଚଳରେ ଲଘୁ ଖଣିଜ ସମ୍ପଦ ର ବ୍ୟାପକ ଚୋରି ହେଉଛି । ଗ୍ରାମାଞ୍ଚଳ ନିକଟରେ ଥିବା ଜଙ୍ଗଲିଆ ଅଂଚଳ ହେଉ କି ସହରାଞ୍ଚଳ ହେଉ ସବୁ ଅଞ୍ଚଳରେ ଏହି ଖଣି ମାଫିଆ ମାନେ ସକ୍ରିୟ ହୋଇ ରହିଛନ୍ତି । ପ୍ରଶାସନର ନାକ ତଳେ ଖଣିଜ ସମ୍ପଦ ଖୋଲାଖୋଲି ଲୁଟ ହେଉଛି ।…
Read More...

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱରର ଭୋଗରାଇର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ନେଇ ଉତେଜନା ପ୍ରକାଶ ପାଇଛି । କରୋନା ଲକ୍ଷଣ ନଥିବା ବେଳେ ତାଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହିତ ଗ୍ରାମବାସୀ ଗଣ୍ଡଗୋଳ କରିଛନ୍ତି । ଏପରିକି, ଏଏନ୍ଏମ୍ ଓ ଆଶାକର୍ମୀଙ୍କୁ ମଧ୍ୟ…
Read More...

ହେପାଟାଇଟସ୍ ମୁକ୍ତ ଭାରତ

ଭୁବନେଶ୍ୱର : ଯକୃତ ବା ଲିଭର ହେଉଛି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଅମେ ତାହାର ଯତ୍ନ ନେବା ଆବଶ୍ୟକ । ନ ହେଲେ ସେହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେପାଟାଇଟସ୍ 'ବି'ର ଶିକାର ହୋଇ ମାରାତ୍ମକ କ୍ୟାନ୍ସରରେ ପରିଣତ ହେବ । ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ଯକୃତ ରୋଗ ନିରାକରଣ…
Read More...

ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କନ୍ଧମାଳ: କନ୍ଧମାଳ ଜିଲା ଖଜରୀପଡ଼ା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମ ପଞ୍ଚାୟତର ସମରଡେଗାରେ ଥିବା ଏକ ନାଳରୁ ଗୁରୁବାର ଜଣେ ଅଜଣା ଯୁବକର ମୃତଦେହ ଉଦ୍ଧାର କରାଯାଇଛି ।  ଉକ୍ତ ନାଳରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥାନରେ…
Read More...

ଥାନାରେ ଅଭିଯୋଗ କଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଏକ ଓଡିଆ ୱେବସାଇଟ୍ ନାଁରେ ମଂଚେଶ୍ୱର ଥାନାରେ ଫେରାଦ ଦେଲେ ସିନେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତାଙ୍କ ଚରିତ୍ରକୁ ଖରାପ କରିବା ସହ ପରିବାର ଲୋକଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦିଆଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଭାରାକ୍ରାନ୍ତ ହୋଇଥିବା ସେ…
Read More...

ସନ୍ଧାନୀ କୁକୁରକୁ ମିଳିଲା ପୋଲିସ ମର୍ଯ୍ୟାଦା

ନବରଙ୍ଗପୁର: ସନ୍ଧାନୀ କୁକୁର ତାରାକୁ ମିଳିଲା ପୋଲିସ ମର୍ଯ୍ୟାଦା । ମୃତ୍ୟୁ ପରେ ପୋଲିସ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ତାରା ଜିଲ୍ଲା ପୋଲିସରେ ୧୨ ବର୍ଷ ଧରି କାମ କରୁଥିଲା । ଏହି ସମୟସୀମା ମଧ୍ୟରେ ସେ ଅନେକ…
Read More...

କୋରାପୁଟ ଜିଲ୍ଲା ୪୮ ଘଂଟା ପାଇଁ ସଟଡାଉନ୍

କୋରାପୁଟ: କୋରାପୁଟ ଜିଲ୍ଲାକୁ ୪୮ ଘଂଟା ପାଇଁ ସଟଡାଉନ୍ କରାଯାଇଛି । ୩୦ ତାରିଖ ମଧ୍ୟରାତ୍ରରୁ ଅଗଷ୍ଟ ୧ ମଧ୍ୟରାତ୍ର ଯାଏ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ୨୪ ଘଂଟାରେ ଜିଲ୍ଲାରେ ୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ , ଜିଲ୍ଲା ପ୍ରସାଶନ ପକ୍ଷରୁ ଏଭଳି ପଦକ୍ଷେପ…
Read More...

ଗୋଟିଏ ଗଛରେ ବନ୍ଧୁ ସହ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା !

ଛେଣ୍ଡିପଦା: ଅନୁଗୁଳ ଜିଲାରେ ତିନିଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ପରେ ଏହା ହତ୍ୟା ନାଁ ଆତ୍ମହତ୍ୟା ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ତିନିଜଣଙ୍କ ଭିତରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗ୍ରାମର ଡିମିରିକୁଦା ପାହାଡ ପାଖ…
Read More...

କରୋନା ମୁକାବିଲା ପାଇଁ ପ୍ଳାଜମା ଦାନ କରିବାକୁ ଆହ୍ୱାନ

ଯାଜପୁର: ଗୁରୁତର କରୋନା ରୋଗୀଙ୍କ ସୁସ୍ଥତା ପାଇଁ ପ୍ଲାଜମା ଥେରାପି ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଚ୍ଥି । ତେଣୁ କରୋନାରୁ ସୁସ୍ଥ ହୋଇଥିବା ଯୋଗ୍ୟ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସମୀର ରଂଜନ ଦାଶ…
Read More...

ଅନୁଗୋଳରେ ଆଉ ୧୬ କରୋନା ପଜିଟିଭ

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୮ଜଣ, ପାଲଲହଡା ବ୍ଲକ ଅଂଚଳରୁ ୭ ଜଣ ଓ ଜଣେ ବଅଁରପାଳ ବ୍ଲକ ଅଂଚଳର । ତାଳଚେର ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ…
Read More...