Browsing Category

ରାଜ୍ୟ

କରୋନା ମୁକାବିଲା ପାଇଁ ସତର୍କତା ଓ ସଚେତନତା ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା ପାଇଁ ଅଧିକ ଆତଙ୍କିତ ନ ହୋଇ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ ବାରମ୍ବାର ହାତ ଧୋଇବା ଭଳି ପ୍ରତିଷେଧକ ଅନୁସରଣ କରିବା ସହ ଭୂତାଣୁ ସମ୍ପର୍କରେ ଜନସଚେତନତା ହିଁ ସମାଜକୁ ସୁସ୍ଥ ରଖିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଭୁବନେଶ୍ୱରସ୍ଥିତ ପତ୍ର ସୂଚନା…
Read More...

ଯୋଗାଣ ବିଭାଗ ଖୁଚୁରା ବିକ୍ରେତା ନିଲମ୍ୱିତ

ଯାଜପୁର: ଧର୍ମଶାଳା ବ୍ଲକ ଅଣ୍ଟିଆ ଗ୍ରାମ ପଂଚାୟତର ଅଣ୍ଟିଆ ଗ୍ରାମର ଯୋଗାଣ ବିଭାଗର ଖୁଚୁରା ବିକ୍ରେତା ଚକ୍ରଧର ବଳଙ୍କୁ ଉପଜିଲ୍ଲାପାଳ ତଥା ସନନ୍ଦ ପ୍ରାଧିକାରୀ ନାରାୟଣ ଚନ୍ଦ୍ର ଧଳ ନିଲମ୍ୱନ କରିଚ୍ଥନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ନିର୍ଦେଶ, ୨୦୧୬ର ଧାରା ୧୦କୁ ଉଲଙ୍ଘନ…
Read More...

ଚମ୍ପୁଆ ବ୍ଲକର ବିଭିନ୍ନ ସ୍କୁଲର ମାଟ୍ରିକ ପରୀକ୍ଷା ଫଳ

ଚମ୍ପୁଆ: ଚଳିତ ୨୦୨୦ ବର୍ଷର ମାଟ୍ରୀକ ପରିକ୍ଷା ଫଳ ପ୍ରକାଶ ପାଇଛି । ଚମ୍ପୁଆ ଏନଏସି ସମେତ ବ୍ଲକର ବିଭିନ୍ନ ବିଦ୍ୟାର ପରିକ୍ଷା ଫଳ ସନ୍ତୋଷ ଜନକ ରହିଥିବା ଜଣାପଡିଛି ।ଚମ୍ପୁଆ ଏନଏସି ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମୋଟ ୧୧୯ ଜଣ ପରିକ୍ଷା ଦେଇଥିବା ବେଳେ ୧୧୮ ଜଣ ସଫଳତାର ସହ…
Read More...

ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ମଞ୍ଜୁରୀ

ଭୁବନେଶ୍ୱର: କରୋନାରେ ଗଞ୍ଜାମର ‘ସମାଜ’ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଏବଂ ଗଜପତିର ‘ନ୍ୟୁଜ ଟୁଡେ’ ପ୍ରତିନିଧି କେ.ସିଏଚ୍ ରତ୍ନମଙ୍କ ଦେହାନ୍ତ ହୋଇଥିଲା । ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଗଣମାଧ୍ୟମ…
Read More...

ଅଡୁଆରେ ଉପଜିଲ୍ଲାପାଳ

ଉଦଳା: ମୋଟରଯାନ ଆଇନ ଉଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଉଛି । ମାତ୍ର ମୋଟରଯାନ ଆଇନକୁ ଖୋଲାଖୋଲି ଉଲଂଘନ କରି ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ଉପଜିଲ୍ଲାପାଳ । କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ କାର୍ଯ୍ୟାଳୟରେ ତାଙ୍କ ଯିବାଆସିବା ନିମନ୍ତେ ଏକ…
Read More...

ଓଲିଓଡ ଅଭିନେତା ପିଂଟୁ ନନ୍ଦଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର- ଓଲିଓଡ ଅଭିନେତା ପିଂଟୁ ନନ୍ଦଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀଙ୍କୁ ରାତାରାତି ଷ୍ଟାର ହେବାର ପ୍ରଲୋଭନ ଦେଖାଇ ତାହା ସହ ଅସଦାଚରଣ କରଛନ୍ତି । ଉକ୍ତ ଯୁବତୀ ନୟାପଲ୍ଲୀ ଥାନାରେ ଅଭିନେତା ପିଂଟୁ ନନ୍ଦଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ଦାୟରି କରିଛି । ଆସନ୍ତା…
Read More...

ଲାଇନ୍ସ କ୍ଲବ୍-ସ୍ମାଇଲ୍ କ୍ଲବ ତରଫରୁ ମାସ୍କ ଓ ସାନିଟାଇଜର ବଂଟନ

ଭୁବନେଶ୍ୱର: ଲାଇନ୍ସ କ୍ଲବ ସ୍ମାଇଲ କ୍ଲବ ତରଫରୁ ମିଶନ ଆଶ୍ରାରେ ୧୦୦ଟି ମାସ୍କ ଏବଂ ୧୦୦ଟି ସାନିଟାଇଜର ବଂଟନ କରାଯାଇଛି । ଆମର ସଭାପତି ସସ୍ମିତା ସ୍ୱାଇଁ ଓ ଉପ ସଭାପତି ପ୍ରସନ୍ନଜିତ ମିତ୍ର, ଅଙ୍କିତା ମଲ୍ଲିକ, ବବିତା ମହାନ୍ତି, ମମତା ମହାପାତ୍ର ଏବଂ ସୌର୍ଯ୍ୟ ଦାସ ଉପସ୍ଥିତ ଥିଲେ । ସମାଜ…
Read More...

ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ଉନ୍ନତ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଯାଜପୁର: ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ସୋମବାର ପୂର୍ବାହ୍ନରେ ଜ଼ିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜ଼ିଲ୍ଲାପାଳ ରଂଜନ କୁମାର ଦାସ ଜ଼ିଲ୍ଲାରେ ଥିବା ସମସ୍ତ ଚିକତ୍ସାଳୟ ଗୁଡିକରେ ରୋଗୀ ମାନଙ୍କୁ ଉନ୍ନତ ମାନର…
Read More...

ଲୁପ୍ତ ଅବସ୍ଥାରେ ସାଧବ ବୋହୂ

ସାରନଗରୀ : ବର୍ଷ ସାରା କେଉଁ ଆଡେ ଅଦୃଶ୍ୟ ହୋଇ ଯାଉଥିବା ଛୋଟ କୀଟ ସାଧବ ବୋହୂ ବର୍ଷାର ପ୍ରଥମ ସ୍ପର୍ଶ ପାଇବା ପରେ କେଉଁଠି କିପରି ବାହାରି ଆସେ ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥାଏ । ସାଧବ ବୋହୂ ବାହାରିଲେ ମୌସୁମୀ ଆସିଗଲା ବୋଲି ସାଧାରଣ ଗାଉଁଲି ମଣିଷଟିଏ ନିଶ୍ଚିତ ହୋଇ ଯାଇଥାଏ ।…
Read More...

କେନାଲରେ ବୁଡ଼ି ୨ଯୁବକ ମୃତ

ଅନୁଗୁଳ: କେନାଲରେ ବୁଡି ଦୁଇ ଯୁବକଙ୍କ ମୃତୁ୍ୟ ଘଟିଛି । ଅନୁଗୁଳ ଜିଲ୍ଲା ହେମସୁର ପଡା ନିକଟସ୍ଥ କେନାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତ ଯୁବକ ଦୁଇଜଣ ହେଲେ ବୁନ୍ଦାବନ ସେଠି ଓ ତାଙ୍କ ସାଙ୍ଗ ବାବୁ ମହାନ୍ତି । ସୂଚନା ଅନୁସାରେ , ବୁନ୍ଦାବନ ଓ ବାବୁ ଏକାଠି ଉକ୍ତ କେନାଲକୁ…
Read More...