Browsing Category

ରାଜ୍ୟ

ଝାରସୁଗୁଡାରେ ପାସ ହାର ୭୭.୨୦%

ଝାରସୁଗୁଡ଼ା : ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଏଥିରେ ଝାରସୁଗୁଡାରେ ପାସ ହାର ୭୭.୨୦ ପ୍ରତିଶତ ଛାତ୍ର ଛାତ୍ରୀ କୃତକାର୍ୟ୍ୟ ହୋଇଥିବା ବେଳେ ବିଜୟ ସେନାପତି ଜିଲା ଟପ୍ପର ,ଦିବେଶ ବେହେରା ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହାସହ ଏ୧ରେ ୨ ଜଣ ପାସ କରିଛନ୍ତି।ବ୍ରଜରାଜନଗର ସରସ୍ୱତୀ…
Read More...

ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ

ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ ଅଫିସର। ମୁରିବାହାଲ ଥାନାର ଏସଆଇ ଏକ ମାମଲାର ଚାର୍ଜସିଟ ପାଇଁ ଜଣେ ମୁଦାଲାଙ୍କ ପକ୍ଷରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସର ଏକ ଟିମ ତାଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ମୁରିବାହାଲ ଥାନାରେ କାର୍ଯ୍ୟରତ ଏସଆଇ…
Read More...

ଓଡିଆ ଝିଅ ହେଲେ ଜଳବାୟୁ ସଂପର୍କିତ ପରାମର୍ଶଦାତା

ଭୁବନେଶ୍ୱର- ସୁନ୍ଦରଗଡ ଜିଲ୍ଲାର ଅର୍ଚ୍ଚନା ସୋରେଙ୍ଗ ହେଲେ ଜାତିସଂଘ ମହାସଚିବ ଜଳବାୟୁ ସଂପର୍କିତ ପରାମର୍ଶଦାତା । ସେ ମୁମ୍ବାଇ ଟାଟା ଇନଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ ସାଇନ୍ସରୁ ରେଗୁଲେଟୋରି ଗଭର୍ଣ୍ଣାନ୍ସରେ ସ୍ନାତକୋତା ପାସ କରିଛନ୍ତି । ଅର୍ଚ୍ଚନା ବର୍ତମାନ ଓଡିଶାର ବଦ୍ଧୁଧରା ସଂସ୍ଥାରେ…
Read More...

ବାଘ ଲାଗି ସୁହାଉନାହିଁ ଓଡ଼ିଶା ଜଙ୍ଗଲ: ୨୦୦୨ରେ ୧୯୨ ବାଘ, ୨୦୧୮ରେ ମାତ୍ର ୨୮

ଭୁବନେଶ୍ୱର : ନିକଟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ମସିହାର ବାଘ ଗଣନା ରିପୋର୍ଟ ପ୍ରକାଶିତ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଓ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଏହି ଗଣନା କରାଯାଇଥିଲା। ପ୍ରତି…
Read More...

ମାଛ ବଦଳରେ ଜାଲରେ ପଡ଼ିଲା ଅଜଗର ସାପ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଜାଲରୁ ବୁଧବାର ଏକ ଅଜଗର ସାପ ଉଦ୍ଧାର ହୋଇଛି। ସାପଟିର ଲମ୍ବ ପ୍ରାୟ ସାତ ଫୁଟ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ରାଇପୁର ଗ୍ରାମର ଡ଼ମ୍ବରୁ ଧର ପାତ୍ରଙ୍କ ପରିବାର ସୋର ମହୋତ୍ସବ ପଡ଼ିଆରେ ମାଛ ପାଇଁ…
Read More...

ଆକାଂକ୍ଷୀ ଜିଲ୍ଲା ତାଲିକାରେ ଦେଶରେ ୧୮ତମ ଓ ରାଜ୍ୟରେ ପ୍ରଥମ ସ୍ଥାନରେ କଳାହାଣ୍ଡି

ଭବାନୀପାଟଣା : ନୀତି ଆୟୋଗ ଦ୍ୱାରା ପ୍ରକାଶିତ ସଦ୍ୟ ତାଲିକାରେ ଦେଶରେ ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ୧୮ ତମ ସ୍ଥାନରେ ରହିଛି କଳାହାଣ୍ଡି। ଜାତୀୟ ସ୍ତରରେ କଳାହାଣ୍ଡି ୧୮ ତମ ସ୍ଥାନରେ ରହିବା ସହ ରାଜ୍ୟର ୧୦ ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ କଳାହାଣ୍ଡି ପ୍ରଥମ ସ୍ଥାନରେ ରହିଛି। ଫେବୃୟାରୀ…
Read More...

୭୫ ଘଂଟା ମାଲକାନାଗିରି ସଟଡାଉନ

ମାଲକାନାଗିରି- ମାଲକାନାଗିରି ଓ ବାଳିମେଳା ଅଂଚଳରେ କରୋନାର ଦ୍ରୁତ ସଂକ୍ରମଣ ଯୋଗୁଁ ସ୍ଥାନୀୟ ଜିଲ୍ଲାପ୍ରଶାସନ ପକ୍ଷରୁ ୭୫ ଘଂଟା ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା କାଲି ରାତି ୯ରୁ ଅଗଷ୍ଟ ୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ସଟ୍ଡାଉନ ବଳବତର ରହିବ । ସଟଡାଉନ ସମୟରେ ଡୋର…
Read More...

ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ମାଗିଲେ ଏନଏଚଆରସି

ଭୁବନେଶ୍ବର : ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ଜିଆରପି ତଦନ୍ତ କରୁଥିବା ବେଳେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି ) କାର୍ଯ୍ୟନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ତେବେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଜାତୀୟ ମାନବାଧିକାର ଆୟୋଗ ପୁଲିସ…
Read More...

ପ୍ରଭାସ ଦନଶଂନା ଦକ୍ଷିଣପୂର୍ବ ରେଲୱେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

ଭୁବନେଶ୍ୱର - ଓଡିଶା୧୯୮୯ ବ୍ୟାଚର ଆଇଆରଟିଏସ ଅଫିସର ପ୍ରଭାସ ଦନଶଂନା ଦକ୍ଷିଣପୂର୍ବ ରେଲୱେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ୧୯୯୧ ମସିହାରେ ସେ ଭାରତୀୟ ରେଲୱେରେ ନିଯୁକ୍ତି ପାଇଥିଲେ । ୧୯୯୩ ମସିହାରେ ଦକ୍ଷିଣପୂର୍ବ ରେଲୱେର ଚକ୍ରଧରପୁର ଡିଭିଜନରେ ସହ…
Read More...

ଟାଟା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା

ବ୍ରହ୍ମପୁର: ରୋଗୀ ମୃତ୍ୟୁର ୪ ଦିନ ପରେ ପରିବାରକୁ ଦିଆଗଲା ଖବର ଗଞ୍ଜାମ ଜିଲା ଶିତଲାପଲ୍ଲୀଠାରେ ଥିବା ଟାଟା କୋଭିଡ ହସ୍ପିଟାଲରେ ଏପରି ସାଙ୍ଘାତିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୂଚନା…
Read More...