ରାମ ମନ୍ଦିର ନିର୍ମାଣ ପାଇଁ ଲିଙ୍ଗରାଜ ମନ୍ଦିର ପରସରରୁ ଗଲା ମାଟି ଓ ପବିତ୍ର ଜଳ
ଭୁବନେଶ୍ୱର- ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋର ଚାଳିଛି । ନିର୍ମାଣ କାର୍ଯ୍ୟ ପାଇଁ ଭାରତର ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ ତୀର୍ଥ ଜଳ ସଂଗ୍ରହ କରାଯାଉଛି । ବୁଧାବର ବିଶ୍ୱ!-->…
Read More...
Read More...