Browsing Category

ରାଜ୍ୟ

ଅସହାୟମାନଙ୍କୁ ସଟଡାଉନରେ ଖାଦ୍ୟଦାନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାର ମୟୂରଭ ଜିଲ୍ଲାରେ ସଟଡାଉନ ରହୁଥିବାରୁ ରାସ୍ତା କଡରେ ଅବହେଳିତ ହୋଇ ରହିଥିବା ବହୁ ମାନସିକ ବିକୃତ ବ୍ୟକ୍ତି ଖାଇବାକୁ ନପାଇ ଭୋକ ଓପାସରେ ରହୁଥିବାର ଲକ୍ଷ୍ୟ କରି ବାରିପଦାର ଯିଶୁଖ୍ରୀଷ୍ଟ ସଟଡାଉନ…
Read More...

ଶ୍ରମିକ ବଦଳରେ ମେସିନରେ ହେଉଛି କାମ

ବାଲିକୁଦ: ଅଢଙ୍ଗା ପଞ୍ଚାୟତରେ ଏମଜିଏନଆରଇଜିଏସରେ ବ୍ୟାପକ ଅନିୟମିତତା ହେଉଥିବା ପରିଲକ୍ଷୀତ ହେଉଛି । ଶ୍ରମିକ ବଦଳରେ ଏଠାରେ ମେସିନ ଦ୍ୱାରା କରାଯାଉଛି କାର୍ଯ୍ୟ । ଏହାକୁ ନେଇ ଗାଁର କେତେକ ସଚେତନ ଯୁବକ ବାଲିକୁଦା ବିଡିଓଙ୍କୁ ଅଭିଯୋଗ କରିଥିବା ଜାଣିବାକୁ ମିଳିଛି । ଅନ୍ୟ ପକ୍ଷରେ ପ୍ରକଳ୍ପ…
Read More...

ଆଲୁମିନିୟମ ପାର୍କ କଂକ୍ରିଟ ରାସ୍ତା ନିର୍ମାଣ ନିମ୍ନମାନର

ବଅଁରପାଳ: ଅନୁଗୋଳ ଜିଲ୍ଳାରେ ଇଡକୋ ଓ ନାଲକୋମିଳିତ ସମୟରେ ଆଲୁମିନିୟମ ପାର୍କ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଏହି ପ୍ରକଳ୍ପରେ ବିଭିନ୍ନ କାର୍ଯ୍ୟପାଇଁ ଇଡକୋ ଟେଣ୍ଡର ଆମନ୍ତ୍ରଣ କରି ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ବର୍ତମାନ ଆଲୁମିନୟମ ପାର୍କର ଏନ.ଏଚ ୫୫କୁ…
Read More...

ଅନୁଗୋଳରେ ପୁଣି ୬ କରୋନା ପଜିଟିଭ

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୪ଜଣ, ତାଳଚେର ଓ କିଶୋରନଗର ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତ । ଆଠମଲ୍ଲିକ ବ୍ଲକ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଚିହ୍ନଟହୋଇଥିବା ୪ଜଣ ପୁରୁଷଙ୍କ ବୟଷ…
Read More...

୪ ଲୁଟେରା କୋର୍ଟ ଚାଲାଣ

ଯାଜପୁର : ମଂଗଳପୁର ଥାନା ଅଧିନ କୟାଁଗୋଲା ସେତୁ ଉପରୁ ପାଣିକୋଇଲି ଥାନା ଅନ୍ତର୍ଗତ ମାଧପୁର ଗ୍ରାମ ଗୌତମ ଦାସଙ୍କ ଠାରୁ ଟଙ୍କା ଓ ମୋବାଇଲ ଛଡାଇ ନେବା ଘଟଣାରେ ପୁଲିସ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଗତ ୨୩ ତାରିଖ ଦିନ ପାଣିକୋଇଲି ଥାନା ମାଧପୁର ଅଂଚଳର ଏକ…
Read More...

ପୁଅ ହତ୍ୟା କଲା ମାଆକୁ

ପୁଲବାଣୀ: ଦିନକରେ କନ୍ଧମାଳରେ ଘଟିଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ସାରଙ୍ଗଗଡ଼ର ପୂର୍ବତନ ସରପଂଚ ବ୍ରଜ ବିଶୋଇଙ୍କୁ ଗତକାଲି ସନ୍ଧ୍ୟାରେ ଜମିରେ ପାଣି ମଡ଼ାକୁ ନେଇ ପଡେ଼ାଶୀ ସମ୍ପର୍କୀୟ ଭାଇ ଡେପୁଟି ବିଶୋଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ରାତି ୮ଟାରେ ପୁଣି ଏକ ଲୋମଟାଙ୍କୁରା…
Read More...

ବିଜୁ ପଟ୍ଟନାୟକ ପୋଲିସ ଏକାଡେମିରେ କରୋନା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ପୋଲିସ ଏକାଡେ଼ମିରେ ସଫେଇ କାମ କରୁଥିବା ଦୁଇ ମହିଳାଙ୍କ ଦୁଇ ସନ୍ତାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନେ ଏକାଡେମି ପରିସରରେ ରହୁଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, କିଛି ଦିନ ତଳେ ପିଲାଦ୍ୱୟ ଗଞ୍ଜାମ ଯାଇଥିଲେ ।…
Read More...

୨୨ ଡିଏସପିଙ୍କ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଡିଏସପିସ୍ତରର ୨୨ ଜଣ ପୋଲିସ ଅଧିକାରୀଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ମିଳିଛି । ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦୋନ୍ନତି ପରେ ପୋଲିସ ଡିଜି ସେମାନଙ୍କୁ ବିଭିନ୍ନ ସ୍ତାନରେ ଅବସ୍ଥାପିତ କରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ…
Read More...

ଆଳୁଗଦିରୁ ୨୦ ପଜେଟିଭ

ଭୁବନେଶ୍ୱର: ଆଇଗଣିଆସ୍ଥିତ ଆଳୁ ଗଦି ଏବେ ରାଜଧାନୀ ପାଇଁ ଚିନ୍ତାର ବଷୟ ହେବାକୁ ଯାଉଛି । ରାଜଧାନୀ ସମେତ ଆଖପାଖ ଜିଲ୍ଲାକୁ ଏଠାରୁ ଆଳୁ, ପିଆଜ ଏବଂ ବିଭିନ୍ନ କଂଚା ପରିବା ଯୋଗାଣ ହେଉଥିବା ବେଳେ ଏଠାରୁ ୩୦ରୁ ଅଧିକ ଆକ୍ରାନ୍ତ ବାହାରିଲେଣି । ଗୋଟିଏ ଦିନରେ ୨୦ ଜଣ ଆକ୍ରାନ୍ତ ବାହାରିବା ପରେ…
Read More...

୮ ପଜିଟିଭ କ୍ୟାପିଟାଲ ହସ୍ପିଟାଲର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରୁ ଲଗାତାର ଭାବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ହସ୍ପିଟାଲରୁ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତହିଁରୁ ଜଣେ ହସ୍ପିଟାଲରେ କର୍ମଚାରୀ ଓ ଅନ୍ୟମାନେ ରୋଗୀ ବୋଲି ଜଣାପଡ଼ିଛି । ଗତକାଲି ମଧ୍ୟ ହସ୍ପିଟାଲରୁ ୮ ଜଣ ରୋଗୀ ଚିହ୍ନଟ ହୋଇଥିଲେ ।…
Read More...