Browsing Category

ରାଜ୍ୟ

ବଦଳିଲେ ୫ ବରିଷ୍ଠ ଆଇଏଏସ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୫ଜଣ ବରିଷ୍ଠ ଆଇଏଏସ ଅଫିସରକୁ ବଦଳି କରିଛନ୍ତି । ଖଣି ଓ ଇସ୍ପାତ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଥିବା ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର (ଏପିସି) ଭାବେ ଅବସ୍ଥାପିତ କରିଛନ୍ତି । ସେହିପରି ଶ୍ରମ ଓ ଇସଆଇ ବିଭାଗର ପ୍ରମୁଖ ସଚିବ ଅନୁ
Read More...

ହାଇୱା ଧକ୍କାରେ ମହିଳା ମୃତ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ଆଜି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନା ଅନୁସାରେ, ବିଶ୍ୱନାଥପୁର ସ୍ଥିତ ଜ୍ୟୋତି ପୋଡୱାଲ ଓ ତାଙ୍କ ବଡ ଭଉଣୀ ନମିତା ଜୈନ(୪୨) ଆମ୍ବାଦୋଳାରୁ ଘର ବିଶ୍ୱନାଥପୁର
Read More...

ଶ୍ରେଷ୍ଟ ୩ ରାଜ୍ୟରେ ଓଡିଶା

ଭୁବନେଶ୍ୱର: ମହାମାରୀ କରୋନା ପରିଚାଳନାରେ ଓଡିଶା ମଡେଲ ରାଜ୍ୟ ଭାବେ ପରିଗଣିତ ହୋଇଛି । ତତସହିତ ତଥ୍ୟ ପରିଚାଳନାରେ ମଧ୍ୟ ବେଶ୍ ଆଗରେ ରହିଥିବା ଆନ୍ତର୍ଜାତିକସ୍ତରର ଅନୁଧ୍ୟାନରୁ ଜଣାପଡିଛି । ସ୍ୱଛତାର ସହ ତଥ୍ୟ ସଂଗ୍ରହ , ତଥ୍ୟ ପ୍ରଦାନ, ବିଶ୍ଲେଷଣ ସହ ନାଗରିକଙ୍କ ବ୍ୟକ୍ତିଗତ
Read More...

ଭୁବନେଶ୍ୱରରେ ଆଉ ୧୫୯ କରୋନା ପଜେଟିଭ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ ୧୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟାଇନରୁ ୧୧୮ ଜଣ ହୋଇଥିବା ବେଳେ ୪୧ଜଣ ଲୋକାଲ କେସ୍ ବୋଲି ଜଣାପଡିଛି । ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ସର୍ବାଧିକ ୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

କରୋନା ଡର; ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ, ଚାଲିଗଲା ଜୀବନ

ବ୍ରହ୍ମପୁର: ବ୍ରହ୍ମପୁର ପ୍ରହଲାଦ ନଗରରେ ସୋମବାର ଅମାନବୀୟ ଘଟଣା ଘଟିଛି।  ମାନବିକତା ମରିଯାଇଥିବା ଚିତ୍ର ଦେଖିବାକୁ ମିଳିଛି। ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ, ହେଲେ ଆମ୍ବୁଲାନ୍ସ ଘର ନିକଟକୁ ଆସି କରୋନା ଡରରେ ରୋଗୀଙ୍କୁ ନ ନେଇ ଫେରିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ
Read More...

ବିଜେଡି ନେତା ତାପସ ମହାନ୍ତିଙ୍କ ଦାଦାଗିରି

କଟକ: ସାମାନ୍ୟ ଡ୍ରେନ୍ ଚାମ୍ବରକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ମାଡ ମାରିଛନ୍ତି ବିଜେଡି ନେତା । ନେତା ଜଣଙ୍କ ହେଉଛନ୍ତି ବିଜେଡି ସାଧାରଣ ସମ୍ପାଦକ ତାପସ ମହାନ୍ତି । କଟକ ଜଗତପୁର ଥାନା ଅନ୍ତର୍ଗତ ପଣ୍ଡା ସାହିର ଲକ୍ଷ୍ମୀଧର ପଣ୍ଡା ଏବଂ ତାଙ୍କ ପରିବାରକୁ ତାପସ ନିସ୍ତୁକ ମାଡ
Read More...

ମୋବାଇଲ୍ ଭ୍ୟାନରେ କରୋନା ଟେଷ୍ଟ୍

ଭୁବନେଶ୍ୱର: ରାଜ୍ୟରେ ଆଗକୁ ମୋବାଇଲ ଭ୍ୟାନ ବୁଲାଯାଇ କରୋନା ଟେଷ୍ଟ ହେବ । ସରକାର ଏନେଇ ନିଷ୍ପତି ନେବାର ସୂଚନା ମିଳିଛି । ଏବେ ଗଞ୍ଜାମରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଆଂଟିଯେନ ଟେଷ୍ଟ ହେଉଛି । କରୋନାର ସ୍ଥିତି ରାଜ୍ୟରେ ବେକାବୁ ହେବାରେ ଲାଗିଛି । ଖୋର୍ଦ୍ଧା, ଗଞ୍ଜାମ, କଟକରେ କରୋନା
Read More...

ଜାଲରେ ପଡ଼ିଲା ୮ କୁଇଣ୍ଟାଲର ବିରଳ ମାଛ

ବାଲେଶ୍ଵର: ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୮ କୁଇଣ୍ଟାଲ ଓଜନର ବିଶାଳ ବିରଳ ମାଛ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦିଘାଠାରେ ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ମାରୁଥିବାବେଳେ ଏହା ସେମାନଙ୍କ ଜାଲରେ ପଡ଼ିଛି। ମାଛର ଓଜନ ୭୮୬ କିଲୋଗ୍ରାମ ବୋଲି ସୂଚନା ମିଳିଛି। ଓଡ଼ିଶାର ଜଣେ ଟ୍ରଲର
Read More...

ଗୁଣୁପୁର ଏସ୍.ବି.ଆଇ ବ୍ୟାଙ୍କ ୭ଦିନିଆ ସିଲ୍

ରାୟଗଡା: ଗୁଣୁପୁର ଏସ୍.ବି.ଆଇ ମୁଖ୍ୟ ଶାଖାକୁ ୭ଦିନ ପାଇଁ ସିଲ୍ କରାଯାଇଛି । ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି । ବ୍ୟାଙ୍କକୁ ସାନିଟାଇଜର କରାଯିବା ସହ ବ୍ୟାଙ୍କ୍ ସମ୍ମୁଖରେ ୭ ଦିନ ପାଇଁ ବନ୍ଦ ନୋଟିସ୍ ମରାଯାଇଛି । ପଜିଟିଭ୍ ବାହାରିଥିବା
Read More...

ରାଜ୍ୟରେ ୪୮ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ
Read More...