Browsing Category

ରାଜ୍ୟ

ଅସହାୟା ସତ୍ୟଭାମାକୁ ପକ୍କା ଘର ମିଳିବ କେବେ

ଯାଜପୁର : ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିବସୁଛନ୍ତି ଜନସାଧାରଣଙ୍କ ସୁବିଧା ପାଇଁ । ବିଶେଷ କରି ଗରିବ, ଖଟିଖିଆ, ଅସହାୟ ଲୋକମାନଙ୍କ ସହାୟତା ପାଇ ପାରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି । ହେଲେ ଦୀର୍ଘ ଦୁଇ ବର୍ଷରୁ ଉଦ୍ଧ୍ୱର୍ ହେବ ଘରଟି ଲଗାଣ ବର୍ଷାରେ ସଂପୂର୍ଣ୍ଣ…
Read More...

ମାଲବାହୀ ଟ୍ରେନ ଧକ୍କାରେ ଜଣେ ମୃତ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ନିକଟ ରେଳଧାରଣା ଉପରେ ସାୱନ ପୂର୍ତୀ (୨୨),ଶିବ ଦାସ (୨୦) ଓ ଚିଂଟୁ କାଳନ୍ଦୀ ନାମକ ୩ ଜଣ ଯୁବକ ୨୫ ତାରିଖ ଶନିବାର ରାତି ଶୋଇଥିବା ସମୟରେ ଅଚାନକ ଏକ ମାଲବାହୀ ଟ୍ରେନ ସେହି ଟ୍ରାକରେ ଆସିଯାଇଥିବାରୁ ଟ୍ରେନ…
Read More...

ସମାଜ ସଂସ୍କାରକ ସଂଘ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ସମାଜ ସଂସ୍କାରକ ସଂଘ ଆନୁକୁଲ୍ୟରେ ବାବା ମୁକ୍ତେଶ୍ୱର ଶିବ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବାର ବନ୍ଦୋବସ୍ତ କରିଛନ୍ତି କତୃପକ୍ଷ । ଅବହେଳିତ ହୋଇ…
Read More...

ଜୀବିକା ନେଉଛି କରୋନା

ଯୋଡା: କରୋନା ମହାମାରୀରେ ସାରା ବିଶ୍ୱ ସମେତ ଆମ ଦେଶ ଭାରତ ତଥା ରାଜ୍ୟ ଓଡିଶା ସମ୍ପୂର୍ଣ୍ଣ ଆକ୍ରାନ୍ତ ହୋଇଥିବା ବେଳେ କରୋନା ଆକ୍ରାନ୍ତରେ ଭୟଭୀତ ହୋଇ ଅତ୍ୟନ୍ତ ଦୟନୀୟ,ଦୁସ୍ଥ ସ୍ଥିତିରେ ଆଖିରୁ ଲୁହ ଗଡାଇ ଦିନ କାଟୁଛନ୍ତି ଲୋକେ । ରୋଗ ସଂକ୍ରମଣରେ ଜୀବନ ଚାଲିଯିବାର ଭୟ ଏବଂ ସରକାରୀ…
Read More...

ନିଷିଦ୍ଧ ହଳଦିଆ ଆର ଫର୍ମରେ ଚାଲିଛି ଅବାଧ ବାଲି ପରିବହନ

ଯାଜପୁର: ଯାଜପୁର ଜିଲ୍ଳାରେ ସମସ୍ତ ସରକାରୀ ନିୟମକୁ ଉଲଙ୍ଘନ କରି ଜିଲ୍ଲା ପ୍ରଶାସନର କେତେକ ବରିଷ୍ଠ ଅଧିକାରୀମାନେ ନିଜ ଇଛା ମୁତାବକ ଆଇନ ଚଲାଉଥିବାର ଦେଖିବାକୁ ମିଳିଛି । ବିଭିନ୍ନ ବିଭାଗରେ ଘଟୁଥିବା ଅଭିଯୋଗ ଗୁଡ଼ିକୁ ଜିଲ୍ଳା ପ୍ରଶାସନ ଗୁରତର ନେଉନଥିବାର ଦେଖିବାକୁ ମିଳିଛି । ଏହିପରି…
Read More...

ଛିଡ଼ିଗଲା ମଲ୍ଲିଫୁଲ ଗଜରା… ଚାଲିଗଲେ ଦୀପା

ସଂକ୍ଷେପରେ ଦୀପା.. ନାମ: ଦୀପା ସାହୁସ୍ବାମୀ: ମନୀନ୍ଦ୍ରନାଥ ଦତ୍ତଜନ୍ମ: ୨୫ ଅକ୍ଟୋବର ୧୯୮୫ଠିକଣା: ଢେଙ୍କାନାଳ ଭୁବନେଶ୍ୱର: ଆରପାରିରେ ଆଲ୍‌ବମ୍ ଅଭିନେତ୍ରୀ ଦୀପା ସାହୁ। ଓଡ଼ିଆ ଆଲ୍‌ବମ୍‌ କୁଇନ୍‌ ଦୀପା ସାହୁ। ଓଡ଼ିଶୀ ନୃତ୍ୟ ପରେ ‘ମେଡ୍‌ ଇନ୍‌ ଓଡ଼ିଶା’ ଜରିଆରେ ଓଡ଼ିଆ…
Read More...

ବଦଳିଲେ ୫ ବରିଷ୍ଠ ଆଇଏଏସ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୫ଜଣ ବରିଷ୍ଠ ଆଇଏଏସ ଅଫିସରକୁ ବଦଳି କରିଛନ୍ତି । ଖଣି ଓ ଇସ୍ପାତ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଥିବା ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର (ଏପିସି) ଭାବେ ଅବସ୍ଥାପିତ କରିଛନ୍ତି । ସେହିପରି ଶ୍ରମ ଓ ଇସଆଇ ବିଭାଗର ପ୍ରମୁଖ ସଚିବ ଅନୁ…
Read More...

ହାଇୱା ଧକ୍କାରେ ମହିଳା ମୃତ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ଆଜି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନା ଅନୁସାରେ, ବିଶ୍ୱନାଥପୁର ସ୍ଥିତ ଜ୍ୟୋତି ପୋଡୱାଲ ଓ ତାଙ୍କ ବଡ ଭଉଣୀ ନମିତା ଜୈନ(୪୨) ଆମ୍ବାଦୋଳାରୁ ଘର ବିଶ୍ୱନାଥପୁର…
Read More...

ଶ୍ରେଷ୍ଟ ୩ ରାଜ୍ୟରେ ଓଡିଶା

ଭୁବନେଶ୍ୱର: ମହାମାରୀ କରୋନା ପରିଚାଳନାରେ ଓଡିଶା ମଡେଲ ରାଜ୍ୟ ଭାବେ ପରିଗଣିତ ହୋଇଛି । ତତସହିତ ତଥ୍ୟ ପରିଚାଳନାରେ ମଧ୍ୟ ବେଶ୍ ଆଗରେ ରହିଥିବା ଆନ୍ତର୍ଜାତିକସ୍ତରର ଅନୁଧ୍ୟାନରୁ ଜଣାପଡିଛି । ସ୍ୱଛତାର ସହ ତଥ୍ୟ ସଂଗ୍ରହ , ତଥ୍ୟ ପ୍ରଦାନ, ବିଶ୍ଲେଷଣ ସହ ନାଗରିକଙ୍କ ବ୍ୟକ୍ତିଗତ…
Read More...

ଭୁବନେଶ୍ୱରରେ ଆଉ ୧୫୯ କରୋନା ପଜେଟିଭ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ ୧୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟାଇନରୁ ୧୧୮ ଜଣ ହୋଇଥିବା ବେଳେ ୪୧ଜଣ ଲୋକାଲ କେସ୍ ବୋଲି ଜଣାପଡିଛି । ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ସର୍ବାଧିକ ୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।…
Read More...