କରୋନା ଡର; ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ, ଚାଲିଗଲା ଜୀବନ
ବ୍ରହ୍ମପୁର: ବ୍ରହ୍ମପୁର ପ୍ରହଲାଦ ନଗରରେ ସୋମବାର ଅମାନବୀୟ ଘଟଣା ଘଟିଛି। ମାନବିକତା ମରିଯାଇଥିବା ଚିତ୍ର ଦେଖିବାକୁ ମିଳିଛି। ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ, ହେଲେ ଆମ୍ବୁଲାନ୍ସ ଘର ନିକଟକୁ ଆସି କରୋନା ଡରରେ ରୋଗୀଙ୍କୁ ନ ନେଇ ଫେରିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ!-->…
Read More...
Read More...