Browsing Category

ରାଜ୍ୟ

ପିପିଇ କିଟ୍ ଅଭାବରୁ ଚାଲିଗଲା ଯିବନ

ବ୍ରହ୍ମପୁର: ପିପିଇ କିଟ୍ ନଥିବା କାରଣରୁ ରୋଗୀଙ୍କ ଯିବନ ଚାଲିଯାଇଛି । ମୃତକ ଜଣଙ୍କ ହେଉଛନ୍ତି ରାଜୀବ ନଗର-୧ମ ଗଳିର ବିଡିଏର ପୂର୍ବତନ ଆସିଷ୍ଟାଂଟ ପ୍ଲାନିଂ ଅଫିସର ପଙ୍କଜ ବେହେରା । ମେଡିକାଲର ଅବହେଳା ପାଇଁ ବାପାଙ୍କ ଜୀବନ ଚାଲିଯାଇଥିବା ପଙ୍କଜଙ୍କ ପୁଅ ଅଭିଯୋଗ କରିଛନ୍ତି । ତାଙ୍କର…
Read More...

ରାଜ୍ୟରେ ୫ ପ୍ରକାର କରୋନା ଭାଇରସ୍

ଭୁବନେଶ୍ୱର- ରାଜ୍ୟରେ ବୁଲୁଛି ୫ ପ୍ରକାରର କରୋନା ଭାଇରସ । ସେଗୁଡିକ ହେଉଛି ୧୯ଏ, ୧୯ବି, ୨୦ବି ଓ ୨୦ସି, । ସବୁଠୁ ଅଧିକ ୨୦ଏ ଓ ୨୦ବି ଭାଇରସ ଠାବ ହୋଇଛି ବୋଲି ଆଇଏଲସି ନିଦେ୍ର୍ଧଶକ ଅଜୟ ପରିଡା କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଆରଏମଆରସି ଓ ଆଇଏଲସି ପକ୍ଷରୁ ଓଡିଶାରେ ୨୨୫…
Read More...

ଅନଲାଇନ କ୍ଳାସ୍ ଗ୍ରୁପରେ ଅଶ୍ଳୀଳ ଫଟୋ

କଟକ- ଅନଲାଇନ କ୍ଳାସ ଚାଲିଥିବା ସମୟରେ ଗ୍ରୁପରେ ପହିଲା ଅଶ୍ଳୀଳ ଫଟୋ । ଏହି ଫଟୋ ପ୍ରଧାନଶିକ୍ଷକ ପକାଇଛନ୍ତି ବୋଲି ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲାରୁ । ସୂଚନାଯୋଗ୍ୟ ଗତ ଜୁଲାଇ ୩୦ ତାରିଖରେ ହ୍ୱାଟ୍ସଆପରେ ଅନଲାଇନ କ୍ଳାସ ଚାଳିଥିବା ବେଳେ ଏକ ସରକାରୀ ସ୍କୁଲର…
Read More...

କ୍ଷୁଦ୍ର ବ୍ୟବସାୟୀଙ୍କ ଝିଅ ଡାକ୍ତର ହେବାର ସ୍ୱପ୍ନ

ଭୁବନେଶ୍ୱର- କଥାରେ ଅଛି ଯେଉଁଠାରେ ଲକ୍ଷ୍ମୀ ଅଛନ୍ତି ସେଠାରେ ସରସ୍ୱତୀ ନାହାନ୍ତି ଓ ଯେଉଁଠାରେ ସରସ୍ୱତୀ ଅଛନ୍ତି ସେଠାରେ ଲକ୍ଷ୍ମୀ ନାହାନ୍ତି । ଏହି ଉକ୍ତିଟି ଦେଖିବାକୁ ମିଳିଛି ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶୁଭଶ୍ରୀ ଦାଶଙ୍କ କ୍ଷେତ୍ରରେ ।…
Read More...

ଧରାପଡିଲା କୁଖ୍ୟାତ ବାଇକ୍ ଚୋର

ଭୁବନେଶ୍ୱର: ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଧରାପଡିଛି କୁଖ୍ୟାତ ବାଇକ୍ ଚୋର । ନୂଆପଲ୍ଲୀ ଥାନା ପୋଲିସ ଚୋରକୁ ଗିରଫ କରିଛି । ଚୋର ଜଣଙ୍କ ହେଉଛି ନୟାଗଡ ହାଟସାହିର ରଞ୍ଜନ ପ୍ରଧାନ ବୟସ-୨୧ ବର୍ଷ । ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ରୁଚିକା ମାର୍କେଟରେ ରହୁଥିଲା । ପୋଲିସର…
Read More...

ବନ୍ଦ ହେବ ପୂର୍ବତନ ସାଂସଦଙ୍କ ବ୍ୟାଙ୍କ ଖାତା

ପୂର୍ବତନ ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦଙ୍କ ବ୍ୟାଙ୍କ୍ ଖାତା ଗୁଡ଼ିକ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଜିଲାପାଳମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ରେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଡି.କେ ଜେନା ଚଳିତ ମାସ ୨୭ ତାରିଖରେ ସବୁ ଜିଲାପାଳଙ୍କୁ…
Read More...

ବରମୁଣ୍ଡା ଓଭର ବ୍ରିଜ୍ ତଳୁ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ବରମୁଣ୍ଡା ଓଭର ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ୍ । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କ ପାଖରୁ ୨ଟି ମୋବାଇଲ୍ ଫୋନ ଓ ୨ଟି ଆଧାର କାର୍ଡ ଓ ଦୁଇଟି କାରର ଚାବି ଜବତ କରାଯାଇଛି…
Read More...

ବନ୍ଧା ହେଲେ ଦୁଇ ଡାକ୍ତର ଭାଇ: ପୁଲିସ୍, ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା: ଜୀବନ ରକ୍ଷା କରୁଥିବା ଡାକ୍ତର ଆକ୍ରମଣ ମୁହାଁ ହେଲେ । ଏପରିକି ୨ ଡାକ୍ତର ଭାଈ ସମ୍ବାଦିକ ଓ ପୁଲିସ୍ କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ଏପରି ଅଭାବନୀୟ ଘଟଣା କେନ୍ଦ୍ରପଡା ସହରରେ ଦେଖିବାକୁ ମିଳିଥିବା ବେଳେ ୨ ଜଣ ଡାକ୍ତର ଭାଇ ଦେବାଶିଷ ସାହୁ ଓ ଶିବାଶିଷ ସାହୁ…
Read More...

ଅଗ୍ନିଶମ ସେବା ପୋର୍ଟାଲ୍‍ ଉଦ୍‍ଘାଟିତ

‘ଆପଣମାନେ କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ଦେଶ ପ୍ରଗତିର ପ୍ରତିନିଧି ଭାବେ ପ୍ରମାଣ ଦେଇଛନ୍ତି।’ ସମ୍ପ୍ରତି କୋଭିଡ୍‍-୧୯ ସମୟରେ ଜନସାଧାରଣଙ୍କ ପ୍ରତି ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କର ନିଷ୍ଠାପର ସେବାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ଦେଇଛନ୍ତି।…
Read More...

ରାୟଗଡା ୭୨ ଘଂଟିଆ ସଟଡାଉନ

ରାୟଗଡା- ଗତ ୨୪ଘଂଟା ମଧ୍ୟରେ ରାୟଗଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୪ରେ ପଂହଚିଥିବା ବେଳେ ଜିଲ୍ଲାକୁ ୭୨ ଘଂଟିଆ ସଟଡାଉନ ଘୋଷଣା କରିିଛନ୍ତି ରାୟଗଡା ଜିଲ୍ଲାପ୍ରଶାସନ ପ୍ରମୋଦ କୁମାର ବେହେରା । ଆସନ୍ତା କାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସଟଡାଉନ ବଳବତର ରହିବ । ଏତଦ୍ ବ୍ୟତିତ…
Read More...