Browsing Category

ରାଜ୍ୟ

ଟୁଟନ ହତ୍ୟାକାଣ୍ଡ: ୮ ସନ୍ଦିଗ୍ଧଙ୍କୁ ସାଇବର ଟିମର ଜେରା

ଯାଜପୁର: ଟୁଟନ ହତ୍ୟାକାଣ୍ଡ ପଛରେ ଥିବା କାରଣ ଓ ହତ୍ୟାକାରୀ କିଏ? ତାକୁ ଖୋଜୁ ଖୋଜୁ ଏହା ମଧ୍ୟରେ ୫ ଦିନ ବିତି ଗଲାଣି । ହତ୍ୟାକାଣ୍ଡର ଅଳ୍ପ କିଛି ଘଂଟା ପରେ ଟୁଟନର ମୃତ ଦେହ ଠାବ କରାଯାଇଥିଲା । ପୁଲିସ ପ୍ରଥମେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବିଚାର କରିଥିଲା । ସାଇଂଟିଫିକ୍ ଟିମ୍ ,
Read More...

ପ୍ରଥମରୁ +୨ ପର୍ଯ୍ୟନ୍ତ କମିବ ପାଠ୍ୟକ୍ରମ

ଭୁବନେଶ୍ୱର: ପ୍ରଥମଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ (ସିଲାବସ୍) ଚଳିତ ଶିକ୍ଷାବର୍ଷରେ କମିବ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ
Read More...

ବିଜୟ ମହାନ୍ତି ଓ ବଂଶୀଧର ଦାସଙ୍କ ବିୟୋଗରେ ସିପିଆଇର ଶୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଅଭିନେତା ବିଜୟ ମହାନ୍ତିଙ୍କ ୭୦ ବର୍ଷ ବୟସରେ ଗତକାଲି ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ଭାରତୀୟ କମୁ୍ୟନିଷ୍ଟ ପାର୍ଟି ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଏହି ମହାନ୍ ଚିତ୍ର ତାରକାଙ୍କ
Read More...

ଆର୍ଥିକ ସୁବିଧା ଦାବି କଲେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି

ଭୁବନେଶ୍ୱର: ଲକ୍ଡ଼ାଉନ ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଛଟେଇ ହେବ ନାହିଁ ଏବଂ ଲକ୍ଡ଼ାଉନ୍ ଅସୁବିଧା ଯୋଗୁଁ କୌଣସି କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇ ନପାରିଲେ ଦରମା କାଟ ହେବନାହିଁ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ନିକଟ
Read More...

ସଂଗ୍ରହାଳୟକୁ ଯିବ ତିନିରଥ

ପୁରୀ: ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସଂଗ୍ରହାଳୟରେ ରଖାଯିବ ତିନିରଥ । ବୁଧବାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଖୁବଶୀଘ୍ର ଏକ ବୈଷୟିକ କମିଟି ଗଠନ କରାଯିବା ସହ ଭିତିଭୂମି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସନ ଡଃ କ୍ରିଷନ କୁମାର ପ୍ରକାଶ
Read More...

ଗୋଚର ଜମିରେ ଗୋରୁ ଚରାଇବାକୁ ବିରୋଧ

ବାଲିକୁଦା: ତରାସାହି ଅଂଚଳର ଗୋଚର ଜମିରେ ମଇଁଷି ଚରାକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ଅଭିଯୋଗକାରୀ ଗୋପାଳ ମାନେ ବାଲିକୁଦା ତାନାରୁ ନ୍ୟାୟ ନପାଇ ଜଗତସିଂହପୁର ଏସପିଙ୍କୁ ଆଜି ଭେଟି ନିଜର ଅଭିଯୋଗ କରିଛନ୍ତି । ତେବେ ଏସପି ଏସଡିପିଓଙ୍କୁ ପଠାଇ ବାଲିକୁଦା ଥାନାରେ ଉଭୟ ପକ୍ଷକଙ୍କ ସହ
Read More...

“କୋଭିଡ-୧୯ ପରିଚାଳନାରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଭୂମିକା ଶୀର୍ଷକ ୱେବିନାର

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି), ଭୁବନେଶ୍ୱର ପକ୍ଷରୁ ନ୍ତକୋଭିଡ-୧୯ ପରିଚାଳନାରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଭୂମିକାନ୍ତ ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ପ୍ରାନ୍ତର
Read More...

ଏପଟେ କରୋନା ସେପଟେ ଉଛେଦ, ଶତାଧିକ ବ୍ୟବସାୟୀ ସର୍ବହରା

ବଲାଙ୍ଗିର: କିଛି ମାସର ନୀରବତା ପରେ ପୁଣି ବଲାଙ୍ଗିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜବରଦଖଳ ଉଚ୍ଚେଦ ପ୍ରକ୍ରିୟା। କରୋନା ପାଇଁ ଏହି ଉଚ୍ଚେଦ କାମ ବନ୍ଦ ରହିଥିବା ବେଳେ ପୁଣି ଏହାର ଆରମ୍ଭ କରାଯାଇଛି। ଗତ ଦୁଇ ଦିନ ହେଲା ସହରର କିଛି ମୁଖ୍ୟ ଅଞ୍ଚଳରେ ବୁଲଡୋଜର ଗାଡି ନିଜର ପ୍ରଭାବ
Read More...

ମୁଖ୍ୟ ଚିକିତ୍ସାଳୟରେ କରୋନା ପରୀକ୍ଷଣ କେନ୍ଦ୍ର

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଠାରୁ କରୋନା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ ହୋଇଚ୍ଥି । ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ କରିବା ସହ ଏହି ପରୀକ୍ଷଣ କେନ୍ଦ୍ର ଦ୍ୱାରା ବର୍ତମାନ ପ୍ରତ୍ୟେକ ଦିନ ୨୪ ଜଣ ଲକ୍ଷଣ ଥିବା ଲୋକଙ୍କର କରୋନା
Read More...

ସ୍ୱଳ୍ପ ବୃଷ୍ଟିପାତ : ଚାଷ ପ୍ରଭାବିତ

ଚମ୍ପୁଆ- ଚମ୍ପୁଆ କୃଷି ଜିଲାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ବ୍ୟାଘାତ ଘଟିଥିବା ଦେଖିବାକୁ ମିଳିଛି । ଚମ୍ପୁଆ, ଯୋଡା ଓ ଝୁମ୍ପୁରାକୁ ନେଇ ଗଠିତ ଏହି କୃଷି ଜିଲାରେ ଚଳିତ ବର୍ଷ ରହିଥିବା ଲକ୍ଷ୍ୟ ଅନୁଯାୟୀ ମାତ୍ର ୪୪ ଭାଗ ଚାଷ ହୋଇଥିବା ଜଣାଯାଇଛି । ବୃଷ୍ଟିପାତର
Read More...