Browsing Category

ରାଜ୍ୟ

ବାବା ଆର୍ତତ୍ରାଣଙ୍କ ନାଁରେ ଥାନାରେ ଏତଲା

ଚନ୍ଦ୍ରଶେଖରପୁର: ମହାମାରୀ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିଦେବି ବୋଲି ଦାବି କରୁଥିବା ତଥାକଥିତ ବାବା ଆର୍ତତ୍ରାଣଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଲୋକଙ୍କୁ ଅନ୍ଧବିଶ୍ୱାସର ବଶବର୍ତୀ କରିବାକୁ ବାବାଙ୍କ ଅପଚେଷ୍ଟା ବିରୋଧରେ ଏହି ଅଭିଯୋଗ ହୋଇଛି ।…
Read More...

ମଂଚେଶ୍ୱର ଅଟା କଳରୁ ୩୫ ପଜେଟିଭ

ଭୁବନେଶ୍ୱର: ମଂଚେଶ୍ୱରରେ ଥିବା ଏକ କାରଖାନାରୁ ଆଜି ପୁଣି ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏଠାରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ସପ୍ତାହକ ମଧ୍ୟରେ ମୋଟ୍ ୬୮ ଜର କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ୍ୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର…
Read More...

ଲକ୍ଡାଉନରେ ଯୁକ୍ତ ୨ ଖାତା ଦେଖିବାକୁ ଅନୁମତି

ଭୁବନେଶ୍ୱର: ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ ଲକ୍ଡାଉନ୍ ଜାରି ରହିଛି । ତେରୁ ଏହି ଅଂଚଳରେ ଯୁକ୍ତ ୨ ଉତର ଖାତା ମୂଲ୍ୟାୟନ ହେବ କି ନାହିଁ ତାହାକୁ ନେଇ ଅଧ୍ୟାପକ ଅଧ୍ୟାପିକା ଦ୍ୱନ୍ଦରେ ଅଛନ୍ତି । ଯେହେତୁ ଲକ୍ଡାଉନ୍ ହୋଇଛି । ତେଣୁ କେତେକ…
Read More...

ସ୍କୁଲ୍ ପିଲା ଲେଖିବେ ଡାଏରି

କଟକ: ଷଷ୍ଠ ରୁ ଦଶମ ଯାଏ ଓଡ଼ିଶା ମାଧ୍ୟମିକ ସ୍କୁଲ ପିଲା ପ୍ରତ୍ୟେକ ଦିନ ଡାଏରି ଲେଖିବେ । ସେଥିରେ ସେମାନେ ନିଜର ଅନୁଭୂତି ସମ୍ପର୍କରେ ଉଲ୍ଳୋଖ କରିବେ । ଏହା ଦ୍ୱାରା ଛାତ୍ରଛତ୍ରୀଙ୍କ ଭାଷାଜ୍ଞାନ ଓ ଲିଖନ ଦକ୍ଷତା ବୃଦ୍ଧି ପାଇବ । ଲକ୍ଡାଉନ୍ ସମୟରେ ଅନ୍ଲାଇନ୍ରେ ପାଠପଢ଼ି ବିରକ୍ତି…
Read More...

ସତ୍ସଙ୍ଗ ଏକ ମଣିଷ ତିଆରି କାରଖାନା

ଭୁବନେଶ୍ୱର: କରୋନା ସମୟରେ ମାନବ ଜୀବନ ରକ୍ଷା କରିବା ପାଇଁ ଶ୍ରୀ ସରୋଜ କାନ୍ତ ଖମାରି, ସଭାପତି, ସତ୍ସଂଗ ବିହାର ଭବାନୀ ପାଟଣା ଏକ ୱେବ୍ ସତ୍ସଙ୍ଗ ଆୟୋଜନ କରିଥିଲେ । ଏହି ସତ୍ସଙ୍ଗରେ ଶ୍ରୀ କୃପାନିଧି ବିଶ୍ୱାଳ, ସହ ପ୍ରତି ରତ୍ୱିକ୍ ଆଲେଚନ ହିସାବରେ ଯୋଗଦାନ କରି ଶ୍ରୀ ଶ୍ରୀ ଠାକୁର ଶ୍ରୀ…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁରାତନ ଛାତ୍ରସଂସଦର ୧ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍-୩ କ୍ୟାପିଟାଲ ହାଇସ୍କୁଲର ୧୯୮୦ ବ୍ୟାଚ୍ ଛାତ୍ର ସଂସଦ କ୍ୟାପିଟାଲ-୮୦ ତରଫରୁ କୋଭିଡ୍-୧୯ ମୁକାବିଲା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟ ଜଳ ସମ୍ପଦ, ସୂଚନା ଓ…
Read More...

କରୋନା ଯୁଦ୍ଧରେ ସିଫା ବୈଜ୍ଞାନିକ

ଭୁବନେଶ୍ୱର: କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ସଂସ୍ଥା (ସିଫା) ର ପ୍ରତିଷ୍ଠିତ ବୈଜ୍ଞାନିକମାନେ ସାମ୍ପ୍ରତିକ ମହାମାରୀ ସମୟରେ ସେମାନଙ୍କର ବୈଜ୍ଞାନିକଜ୍ଞାନକୁ ପ୍ରତ୍ୟେକ୍ଷଭାବେ କୋଭିଡ-୧୯ ସେବା କାର୍ଯ୍ୟକ୍ରମରେ ନିୟୋଜିତ କରିଛନ୍ତି । ରାଷ୍ଟ୍ରପ୍ରତି ଥିବା କର୍ତବ୍ୟକୁ…
Read More...

କାନ୍ଥ କହୁଛି କରୋନା କଥା

ଭୁବନେଶ୍ୱର : ମହାମାରୀ ସଚେତନା ସୃଷ୍ଟି କରୁଛି ସହର ରାସ୍ତାପାର୍ଶ୍ବ କାନ୍ଥ। ପ୍ରତି ଗାଁର ପ୍ରମୁଖ ରାସ୍ତାପାର୍ଶ୍ବ କାନ୍ଥରେ ‘କାନ୍ଥ କହେ କାହାଣୀ’ ପ୍ରକଳ୍ପରେ ଯେପରି ମେଲେରିଆ, ଯକ୍ଷ୍ମା, କର୍କଟ, ଥଣ୍ଡା, କାଶ, ଜ୍ୱର ଆଦି ବିଭିନ୍ନ ରୋଗ ଏବଂ ଏହାର ନିରାକରଣ ସମ୍ପର୍କରେ ଗ୍ରାମବାସୀଙ୍କୁ…
Read More...

ଅମାନିଆଙ୍କ ଠାରୁ ଆଦାୟ ହେଲାଣି ଲକ୍ଷାଧିକ ଟଙ୍କା

ବୋଲଗଡ : କରୋନା ମହାମାରୀ ପାଇଁ ସରକାର ବହୁ କଟକଣା ଜାରୀ କରିଥିବାବେଳେ ସମସ୍ତେ ଘରୁ ପଦାକୁ ବାହରିଲେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ତଥାପି ଜନସାଧାରଣ ତଥା ବହୁ ଅମାନିଆ ବ୍ୟକ୍ତି ମାସ୍କ ନପିନ୍ଧି ଯାତାୟତ କରୁଥିବାରୁ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବୋଲଗଡ ଥାନା ପୁଲିସ…
Read More...

ଯୁବକଙ୍କ ତଣ୍ଟି କଟା ମୃତଦେହ ଉଦ୍ଧାର

ବନ୍ତଳା : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଧୁକୁଟା ଗାଁ ବନଦୁର୍ଗା ମନ୍ଦିର ନିକଟରେ ଯୁବକଙ୍କ ତଣ୍ଟି କଟା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ସେଠାରେ ମୃତଦେହ ପଡିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ…
Read More...