Browsing Category

ରାଜ୍ୟ

ଅନୁଗୋଳରେ ପଜିଟିଭ ସଂଖ୍ୟା ୨୪୫

ଅନୁଗୋଳ: ଅଜି ଅନୁଗୋଳ ଜିଲ୍ଲାରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ବଅଁରପାଳ ବ୍ଲକ ସ୍ଥିତ ଏକ ଶିଳ୍ପାଞ୍ଚଳରୁ ୫ଜଣ, ଅନୁଗୋଳ ବ୍ଳକ ଅଞ୍ଚଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳ ଶିଳ୍ପାଞ୍ଚଳରୁ ବାହାରିଥିବା ଆକ୍ରାନ୍ତଙ୍କମଧ୍ୟରୁ ୪ଜଣ ପୁରୁଷ ଓ ଜଣେ ମହିଳା…
Read More...

ନାବାଳିକା ଅପହରଣାକରୀ କୋର୍ଟ ଚାଲାଣ

ବାଲିକୁଦା: ବାଲିକୁଦା ଥାନା ଅଂଚଳ ସଂଗ୍ରାମପୁର ପଞ୍ଚାୟତ ଏକ ଗାଁରୁ ଗତ ୧୯ ତାରିଖରେ ଜଣେ ନାବାଳିକାକୁ ଅପହରଣ ହୋଇଥିବା ଅଭିଯୋଗରେ ଅଭିଯୁକ୍ତ ଚନ୍ଦନ ଭୋଇ(୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିକୁଦା ପୁଲିସ । ଅଭିଯୁକ୍ତର ଘର ନାଉଗାଁ ଥାନା ବେଣାପଡା ଗାଁରେ ବୋଲି ଜଣା ପଡିଛି । ଅନ୍ୟ…
Read More...

ବଲାଙ୍ଗୀରରେ ଜବର ଦଖଲ ଉଛେଦ ଯୋରଦାର

ବ ଲାଙ୍ଗୀର: ଗତ ଦୁଇ ଦିନ ହେଲା ବଲାଙ୍ଗୀର ସହରରେ ଜିଲ୍ଲା ପ୍ରଶାସନ ତରଫରୁ ଜବର ଦଖଲ ଉଦ୍ୟମକୁ ଜୋରଦାର କରାଯାଇଛି । କରୋନା ସମୟରେ ସହରର ବିମଭିନ୍ନ ସ୍ଥାନରେ ହୋଇଥିବା ଜବର ଦଖଲକୁ ଜେସିବି ମେସିନ ଲଗାଇ ଭାଙ୍ଗିଦିଆ ଯାଇଛି । କିନ୍ତୁ ଏପଟରେ ଓଡିଶା ହାଇକୋର୍ଟରେ ଦାଖଲ ହୋଇଥିବା ରିଟ ପିଟିସନ…
Read More...

ଗେମ୍ ଖେଳିବାକୁ ମନାକରିବାରୁ ଆତ୍ମହତ୍ୟା କଲା ପୁଅ

କଳାହାଣ୍ଡି: ମୋବାଇଲରେ ଗେମ୍ ଖେଳିବା ନିଶା ସମସ୍ତିଙ୍କୁ ଘାରିଛି । ଗେମ୍ ଖେଳିବାକୁ ମନା କରିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେସିଙ୍ଗା ଥାନା ମାଳପଡା ଗାଁରେ । ମୃତକ ନାବାଳକ ଜଣଙ୍କ ହେଲେ ଇସାନ ପ୍ରଦାନ ବୟସ-୧୧ ବର୍ଷ ।…
Read More...

ପୋଲସରା ବିଧାୟକ କରୋନା ଆକ୍ରାନ୍ତ

ଗଞ୍ଜାମ : ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ପୂର୍ବରୁ ଗଞ୍ଜାମରୁ ଫେରିଥିବାବେଳେ ବୁଧବାର ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ବିଧାୟକ କହିଛନ୍ତି। ଏବେ…
Read More...

ଏହି ସହର ୪ଦିନ ପାଇଁ ସଟଡାଉନ୍ ଘୋଷଣା

ଜୟପୁର- ଜୟପୁର ପୌରାଂଚଳ ୪ଦିନ ପାଇଁ ସଟଡାଉନ୍ ଘୋଷଣା । ମଧ୍ୟରାତ୍ରରୁ ୨୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସହରକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଥିରେ ରୋକ ଲଗାଇବାକୁ ପ୍ରଶାସନ ଏହି ନିଷ୍ଫତି ନେଇଛି ।ଏହି ସମୟରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ନେଇ…
Read More...

ଫଳପ୍ରଦ ହେଉନି ଅନ୍ଲାଇନ କ୍ଲାସ: ଗ୍ରାମାଂଚଳରେ ୬୦% ଛାତ୍ରଛାତ୍ରୀ ପାଠପଢାରୁ ବଂଚିତ

ଭୁବନେଶ୍ୱର- କରେନାକୁ ନେଇ ଉପୁଜିଥିବା ସ୍ଥିତି ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ ରହିଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଥିବା ଯୋଗୁ ସବୁ ବିଦ୍ୟାର୍ଥୀ ଅନ୍ଲାଇନ୍ ପାଠପଢାର ସୁବିଧା ପାଇପାରୁ ନାହାନ୍ତି । ତେବେ ଏହି ପାଠପଢାରୁ ଶତପ୍ରତିଶତ ଛାତ୍ରଛାତ୍ରୀ…
Read More...

୧୧ ପୁଲିସ କର୍ମଚାରୀଙ୍କୁ କରୋନା

ଖୋର୍ଦ୍ଧା : ୧୧ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ପୁଲିସ କରୋନା​‌ରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଥାନା ଓ ଫାଣ୍ଡିର ଅନ୍ୟ କର୍ମଚାରୀମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ଏନେଇ…
Read More...

ପଞ୍ଜୁରୀ ଭିତରୁ ସାଢେ ୩ ଫୁଟ ଲମ୍ବର ନାଗ ସାପ ଉଦ୍ଧାର

ବାଙ୍କୀ : କଟକ ବାଙ୍କୀର ରଗଡି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଏକ ନାଗ ସାପ ଉଦ୍ଧାର ହୋଇଥିବା ଶୁକ୍ରବାର ଜଣାପଡ଼ିଛି।ତାଙ୍କ ନାମ ସତ୍ୟରଞ୍ଜନ ମହାପାତ୍ର। ଗତକାଲି ବିଳମ୍ବିତ ରାତିରେ ସତ୍ୟରଞ୍ଜନଙ୍କ ପୋଷା ଚଢେଇ ମାନଙ୍କ ବିକଳ ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗ ସାପ ଦେଖିବାକୁ ପାଇଲେ ।…
Read More...

୧୧ଜିଲ୍ଲାରେ ମରୁଡି ଆଶଙ୍କା !

ଭୁବନେଶ୍ୱର: ଅନିୟମିତ ମୌସୁମୀ ବର୍ଷା ଯୋଗୁଁ ରାଜ୍ୟରେ ଚଳିତ ବର୍ଷ ୧୧ଟି ଜିଲ୍ଲାରେ ମରୁଡି ଆସଙ୍କା ସୃଷ୍ଟି ହୋଇଛି । ବର୍ଷା ଅଭାବ ଯୋଗୁଁ ଜମି ଫାଟି ଆଁ କରିଥିଲା ବେଳେ ଧାନଗଛ ଶୁଖି ଯାଉଥିବା ଜଣାପଡିଛି । ସେହିପରି ଧାନ ତଳିର ଅବସ୍ଥାମଧ୍ୟ ଅନୁରୂପ । ଧାରା ଶ୍ରାବଣ ମାସରେ ଟାଇଁ ଟାଇଁ ଖରା…
Read More...