Browsing Category

ରାଜ୍ୟ

ମାଛ ଜାଲରୁ ମିଳିଲା ଟଙ୍କା ବ୍ୟାଗ୍

ନନ୍ଦନକାନନ: ମାଛ ଧରିବାକୁ ଯାଇ କେନାଳରେ ଜାଲ ପକାଇଲେ । ହେଲେ ମାଛ ବଦଳରେ ପାଇଲେ ଟଙ୍କା ବ୍ୟାଗ୍ । ଏଭଳି ଘଟଣା ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗାଁମୁଣ୍ଡ ସାଇଫନ କେନାଲରେ ଦେଖିବାକୁ ମିଳିଛି । ଏହି ଥାନା ଅଧୀନସ୍ଥ ମରିଚିଆ ସାଇଫନ୍ ଛକରୁ ମାଛ ଧରିବା ପାଇଁ ଆସିଥିଲେ । ସେ ମାଛ ମାରୁଥି…
Read More...

ସଂଗରୋଧ ଅର୍ଥରେ ପ୍ରବାସୀ ଏବେ ସ୍ୱାବଲମ୍ବୀ

ଫୁଲବାଣୀ: ୩ ବର୍ଷ ହେଲା ଦାଦନ ଖଟିବାକୁ ଯାଇ ଲ୍କଡାଉନ୍ ଘରକୁ ଫେରିଥିବା ଜଣେ ପ୍ରବାସୀ ଏବେ ସ୍ୱାବଲମନଶୀଳ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରେ ରବିବା ବାବଦରେ ପାଇଥିବା ୨ ହଜାର ଟଙ୍କା ପୁଞ୍ଜିକୁ ସଠିକ ମାର୍ଗରେ ବିନିଯୋଗ କରି ପରିବାର ପ୍ରତପୋଷଣ କରିବାକୁ ସେ ସକ୍ଷମ ହୋଇଛନ୍ତି । ଟିଏମ୍ସିରେ…
Read More...

ଟୁଟନ ହତ୍ୟାକାଣ୍ଡ: ୮ ସନ୍ଦିଗ୍ଧଙ୍କୁ ସାଇବର ଟିମର ଜେରା

ଯାଜପୁର: ଟୁଟନ ହତ୍ୟାକାଣ୍ଡ ପଛରେ ଥିବା କାରଣ ଓ ହତ୍ୟାକାରୀ କିଏ? ତାକୁ ଖୋଜୁ ଖୋଜୁ ଏହା ମଧ୍ୟରେ ୫ ଦିନ ବିତି ଗଲାଣି । ହତ୍ୟାକାଣ୍ଡର ଅଳ୍ପ କିଛି ଘଂଟା ପରେ ଟୁଟନର ମୃତ ଦେହ ଠାବ କରାଯାଇଥିଲା । ପୁଲିସ ପ୍ରଥମେ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବିଚାର କରିଥିଲା । ସାଇଂଟିଫିକ୍ ଟିମ୍ ,…
Read More...

ପ୍ରଥମରୁ +୨ ପର୍ଯ୍ୟନ୍ତ କମିବ ପାଠ୍ୟକ୍ରମ

ଭୁବନେଶ୍ୱର: ପ୍ରଥମଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ (ସିଲାବସ୍) ଚଳିତ ଶିକ୍ଷାବର୍ଷରେ କମିବ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ…
Read More...

ବିଜୟ ମହାନ୍ତି ଓ ବଂଶୀଧର ଦାସଙ୍କ ବିୟୋଗରେ ସିପିଆଇର ଶୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଅଭିନେତା ବିଜୟ ମହାନ୍ତିଙ୍କ ୭୦ ବର୍ଷ ବୟସରେ ଗତକାଲି ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ଭାରତୀୟ କମୁ୍ୟନିଷ୍ଟ ପାର୍ଟି ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଏହି ମହାନ୍ ଚିତ୍ର ତାରକାଙ୍କ…
Read More...

ଆର୍ଥିକ ସୁବିଧା ଦାବି କଲେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି

ଭୁବନେଶ୍ୱର: ଲକ୍ଡ଼ାଉନ ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଛଟେଇ ହେବ ନାହିଁ ଏବଂ ଲକ୍ଡ଼ାଉନ୍ ଅସୁବିଧା ଯୋଗୁଁ କୌଣସି କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇ ନପାରିଲେ ଦରମା କାଟ ହେବନାହିଁ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ନିକଟ…
Read More...

ସଂଗ୍ରହାଳୟକୁ ଯିବ ତିନିରଥ

ପୁରୀ: ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସଂଗ୍ରହାଳୟରେ ରଖାଯିବ ତିନିରଥ । ବୁଧବାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଖୁବଶୀଘ୍ର ଏକ ବୈଷୟିକ କମିଟି ଗଠନ କରାଯିବା ସହ ଭିତିଭୂମି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସନ ଡଃ କ୍ରିଷନ କୁମାର ପ୍ରକାଶ…
Read More...

ଗୋଚର ଜମିରେ ଗୋରୁ ଚରାଇବାକୁ ବିରୋଧ

ବାଲିକୁଦା: ତରାସାହି ଅଂଚଳର ଗୋଚର ଜମିରେ ମଇଁଷି ଚରାକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ଅଭିଯୋଗକାରୀ ଗୋପାଳ ମାନେ ବାଲିକୁଦା ତାନାରୁ ନ୍ୟାୟ ନପାଇ ଜଗତସିଂହପୁର ଏସପିଙ୍କୁ ଆଜି ଭେଟି ନିଜର ଅଭିଯୋଗ କରିଛନ୍ତି । ତେବେ ଏସପି ଏସଡିପିଓଙ୍କୁ ପଠାଇ ବାଲିକୁଦା ଥାନାରେ ଉଭୟ ପକ୍ଷକଙ୍କ ସହ…
Read More...

“କୋଭିଡ-୧୯ ପରିଚାଳନାରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଭୂମିକା ଶୀର୍ଷକ ୱେବିନାର

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି), ଭୁବନେଶ୍ୱର ପକ୍ଷରୁ ନ୍ତକୋଭିଡ-୧୯ ପରିଚାଳନାରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଭୂମିକାନ୍ତ ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ପ୍ରାନ୍ତର…
Read More...

ଏପଟେ କରୋନା ସେପଟେ ଉଛେଦ, ଶତାଧିକ ବ୍ୟବସାୟୀ ସର୍ବହରା

ବଲାଙ୍ଗିର: କିଛି ମାସର ନୀରବତା ପରେ ପୁଣି ବଲାଙ୍ଗିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜବରଦଖଳ ଉଚ୍ଚେଦ ପ୍ରକ୍ରିୟା। କରୋନା ପାଇଁ ଏହି ଉଚ୍ଚେଦ କାମ ବନ୍ଦ ରହିଥିବା ବେଳେ ପୁଣି ଏହାର ଆରମ୍ଭ କରାଯାଇଛି। ଗତ ଦୁଇ ଦିନ ହେଲା ସହରର କିଛି ମୁଖ୍ୟ ଅଞ୍ଚଳରେ ବୁଲଡୋଜର ଗାଡି ନିଜର ପ୍ରଭାବ…
Read More...