Browsing Category

ରାଜ୍ୟ

ମୁଖ୍ୟ ଚିକିତ୍ସାଳୟରେ କରୋନା ପରୀକ୍ଷଣ କେନ୍ଦ୍ର

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଠାରୁ କରୋନା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ ହୋଇଚ୍ଥି । ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ କରିବା ସହ ଏହି ପରୀକ୍ଷଣ କେନ୍ଦ୍ର ଦ୍ୱାରା ବର୍ତମାନ ପ୍ରତ୍ୟେକ ଦିନ ୨୪ ଜଣ ଲକ୍ଷଣ ଥିବା ଲୋକଙ୍କର କରୋନା…
Read More...

ସ୍ୱଳ୍ପ ବୃଷ୍ଟିପାତ : ଚାଷ ପ୍ରଭାବିତ

ଚମ୍ପୁଆ- ଚମ୍ପୁଆ କୃଷି ଜିଲାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ବ୍ୟାଘାତ ଘଟିଥିବା ଦେଖିବାକୁ ମିଳିଛି । ଚମ୍ପୁଆ, ଯୋଡା ଓ ଝୁମ୍ପୁରାକୁ ନେଇ ଗଠିତ ଏହି କୃଷି ଜିଲାରେ ଚଳିତ ବର୍ଷ ରହିଥିବା ଲକ୍ଷ୍ୟ ଅନୁଯାୟୀ ମାତ୍ର ୪୪ ଭାଗ ଚାଷ ହୋଇଥିବା ଜଣାଯାଇଛି । ବୃଷ୍ଟିପାତର…
Read More...

୫ଦିନିଆ ବରଗଡ ସଟଡାଉନ

ବରଗଡ- ବରଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ବରଗଡ ଜିଲ୍ଲା ପ୍ରଶାସନ ୫ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଜୁଲାଇ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ସଟଡାଉନ ବଳବତର ରହିବ । ଦୁଇଟି ପର୍ଯ୍ୟୟରେ ସଟଡାଉନ କରାଯିବ । ପ୍ରଥମ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆଜି ବୃଦ୍ଧଙ୍କ ମୃତ୍ୟୁ

ବିଦବିଞ୍ଝାରପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ପଂଚାୟତ ପାଟଣା ଅଂଚଳର ଜଣେ ୭୦ ବର୍ଷିୟ ବୃଦ୍ଧ ଆଜି ଭୋର ସମୟରେ ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ଖବର ଅନୁଯାଇ ବୃଦ୍ଧ ଜଣଙ୍କ ଫୁଲ ତୋଳିବାକୁ ଜରୀ ପଂଚାୟତ ନାଉବାଙ୍କ ମଠ ନିକଟକୁ…
Read More...

୮ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ

ଭୁବନେଶ୍ୱର: କରୋନା ମହାମାରୀ ସଂକଟ ସମୟରେ ପୂରା ବିଶ୍ୱ ଯୁଝି ହେଉଥିବାବେଳେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ନିୟମିତ ଭାବେ ଗୋରୁ ଚାଲଣ ହେଉଛି । ପୂର୍ବରୁ କେନ୍ଦ୍ରସରକାର ଗୋରୁ ଚାଲଣ ଉପରେ ପ୍ରତିବନ୍ଧକ ଲଗାଇଥିଲେବି ଲୋକଙ୍କ ଏଥିପ୍ରତି ଭୟ ନାର୍ହି । ଖନ୍ତାପଡା ଥାନା ଅନ୍ତର୍ଗତ ଗୋପାଳପୁର…
Read More...

ରାସ୍ତା କଡ଼େ ମହିଳାଙ୍କ ଦୁଃଖ, କୋଳରେ ନବଜାତକ

ଭୁବନେଶ୍ୱର : କୋଳରେ ୪ଦିନର ଛୁଆ। ଗୋଟିଏ ପଟେ କରୋନା ସଂକ୍ରମଣ ଅନ୍ୟପଟେ ବର୍ଷା ଭୟ। ଏଭଳି ଅବସ୍ଥାରେ ନବଜାତକକୁ କୋଳରେ ଧରି ୟୁନିଟ୍‍-୪ସ୍ଥିତ ମସ୍‍ଜିଦ୍‍ ସମ୍ମୁଖ ରାସ୍ତା କଡ଼ରେ ଜୀବନ କାଟୁଛନ୍ତି ଜଣେ ଅସହାୟ ମହିଳା। କିଛି ସ୍ୱେଚ୍ଛାସେବୀ ତାଙ୍କୁ ଗଣ୍ଡେ ଖାଇବାକୁ ଦେଉଛନ୍ତି। ପ୍ରଶାସନ…
Read More...

ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ନୂଆ ମୋଡ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା ନୂଆ ମୋଡ ସଷ୍ଟି କରିଛି । ସୁଇସାଇଟ ନୋଟକୁ ନେଇ ବଡ ଖୁଲାସା ହୋଇଛି । ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀର ହାତଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି । ସୁଇସାଇଡ୍ ନୋଟ ଆଦିତ୍ୟ ନିଜେ…
Read More...

ଲକଡାଉନରେ କମିଛି ଦୁର୍ଘଟଣା ହାର

ଭୁବନେଶ୍ୱର- କରୋନା ଲକଡାଉନ ପାଇଁ ଦୀର୍ଘ ୪ ମାସରୁ ଉର୍ଦ୍ଧ ସମୟ ଧରି ଯାନବାହନ ଚଳାଚଳ ପ୍ରାୟତଃ ହାସ୍ର ପାଇଛି । ତେଣୁ ରାଜ୍ୟରେ ସଡକ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଢେର କମିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ରିପୋର୍ଟ ଅୁନଯାୟୀ ମାର୍ଚ୍ଚ ୨୪ ତାରିଖରୁ…
Read More...

ମୃତ ଡାକ୍ତରଙ୍କୁ ଗାଁ ମଶାଣି ମନା

ବାଲିଗୁଡା: ଡାକ୍ତର ଦ୍ୱିତୀୟ ଭଗବାନ ବୋଲି ସମସ୍ତଙ୍କର ବିଶ୍ୱାସ ଓ ଧାରଣା । କାରଣ ମଣିଷକୁ ମୃତ୍ୟୁ ମୁଖରୁ ବଂଚାଇଥାଆନ୍ତି, ମାତ୍ର ପରିସ୍ଥିତିରେ ପଡି ଡାକ୍ତର ମଧ୍ୟ ନିଜ ଜୀବନକୁ ବଂଚାଇ ପାରନ୍ତି ନାହିଁ । ମହାମାରୀ ସଂକ୍ରମଣ ସମୟରେ କରୋନା ସହ ସଂଘର୍ଷ କରି ସେମାନେ ସାଜିଛନ୍ତି ଆଗ ଧାଡିର…
Read More...

ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ

ଚମ୍ପୁଆ: କରୋନା ମହାମାରୀ ସମୟରେ ଜୀବନ ଜୀବିକା ସଂପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଡାକ୍ତରଖାନା ରେ ଗୁରୁତର ରୋଗୀମାନେ ରକ୍ତ ନ ପାଇ ହୀନସ୍ତା ହେଉଛନ୍ତି ।ଲକ ଡାଉନ,ସର୍ଟଡାଉନ ସମୟରେ ରକ୍ତର ଅଭାବକୁ ଲକ୍ଷ ରଖି ଆଜି ଚମ୍ପୁଆ ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ୱେଛାକୃତ ଭାବେ ୧୪ଜଣ…
Read More...