Browsing Category

ରାଜ୍ୟ

ଉପଖଣ୍ଡ ଚିକିତ୍ସାଳୟ ପରିସର ବିଶୋଧନ

ଚମ୍ପୁଆ: ଆଜି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ପରିସରକୁ ବ୍ୟାପକଭାବେ ସାନିଟାଇଜ କରାଯାଇଛି । ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା ଉମାକାନ୍ତ ସାହୁଙ୍କ ଉଦ୍ୟମରେ ବିଶେକରି ଆଉଟଡର ଇନଡର, ଜରୁରୀକାଳିନ ବ୍ଲଡ ବ୍ୟାଙ୍କ , ଅସ୍ତ୍ରପଚାର ଗୃହ ଏବଂ ପରିସରର ସମସ୍ତ ଗହଳିପୂଣ୍ଡ ସ୍ଥାନ ଗୁଡିକୁ ଡିସ…
Read More...

ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ପୁର୍ନଗଠନ

ଭୁବନେଶ୍ୱର: ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର ପୁର୍ନଗଠିତ ହୋଇଛି । ଏହି ପରିଷଦ ୩ ବର୍ଷ ପାଇଁ କାର୍ଯ୍ୟ କରିବ ନେଇ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଆସନ୍ତା ୨୪ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ପରିଷଦରେ ବେସରକାରୀ ସଦସ୍ୟ,…
Read More...

ଚଳିତ ବର୍ଷ କମିବ ସ୍କୁଲ୍ ସିଲାବସ୍

ଭୁବନେଶ୍ୱର : ଚଳିତ ବର୍ଷ ସ୍କୁଲ୍ ସିଲାବସ୍ କମିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । କରୋନା ଯୋଗୁ ପିଲାମାନେ ସ୍କୁଲ କଲେଜ ଯାଇନପାରି ଘରେ ଅନ୍ଲାଇନ୍ କ୍ଲାସ୍ କରୁଛନ୍ତି । ଏପରି ପରିସ୍ଥିତିରେ ପଲାମାନେ ଘରେ ରହି…
Read More...

ପୁଣି ଓଡିଶାକୁ ବିପଦ

ଭୁବନେଶ୍ୱର: କରୋନା ମହାମାରୀ ସଂକଟ ବେଳେ ଓଡିଶାକୁ ଆଉ ଏକ ବିପଦ ଆସୁଛି । ଚଳିତବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି । ଏହି କାରଣରୁ ଏହି ୧୧ଟି ଜିଲ୍ଲାରେ ମରୁଡି…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର : ଫୁଲ ତୋଳୁ ତୋଳୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମରେ । ସୂଚନା ଆଧାରରେ ବୃଦ୍ଧ ଜଣଙ୍କ ସକାଳେ ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ…
Read More...

ଶ୍ରମିକକୁ ଦିଅ ସର୍ବନିମ୍ନ ରୋଜଗାର

ଭୁବନେଶ୍ୱର: ଓଡିଶାର ଅର୍ଥନୀତିକୁ ତ୍ୱାରାନ୍ୱିତ କରିବା ପାଇଁ କରୋନା ପରବର୍ତି ସ୍ଥିତିରେ ଶ୍ରମିକ ମାନଙ୍କୁ ସର୍ବନିମ୍ନ ଆୟ ସହ ରୋଜଗାର ଯୋଗାଇ ଦେବା ନିହାତି ଜରୁରି । ଭୁବନେଶ୍ୱର ଭିତିକ ଗବେଷଣା ଚକ୍ରର ଗବେଷଣା ୟୁନିଟ୍ ‘ବିକାଶ ଗବେଷଣା କେନ୍ଦ୍ର’ ସରକାରଙ୍କୁ ଏଭଳି ସୁପାରିସ୍ କରିଛି ।…
Read More...

କେନ୍ଦୁଝର ଜିଲ୍ଲାର ଐତିହାସିକ ପଦକ୍ଷେପ

କେନ୍ଦୁଝର: ରାଜ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଥମ ଜିଲ୍ଲା ଭାବେ ଐତିହାସିକ ପଦକ୍ଷେପ ନେଇଛି । ଜିଲ୍ଲା ଖଣିଜ ପାଣ୍ଠିରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନଭୋଜନ ସାଙ୍ଗକୁ ମାଗଣା ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ବଂଟନ କରାଯିବ । ଜିଲ୍ଲାପାଳ ଆଶିଷ ଠାକରେ ଏହି ସୂଚନା ଦେଇ କହିଛନ୍ତି, ଦଶମ…
Read More...

୭ ଦିନ ପର୍ଯ୍ୟନ୍ତ ରାୟଗଡା ସଟଡାଉନ

ରାୟଗଡା- ସପ୍ତାହକ ପର୍ଯ୍ୟନ୍ତ ରାୟଗଡା ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପ୍ରଶାସନ । ଆଜି ରାୟଗଡାରୁ ୯୬ କରୋନା ପଜିଟଭି ଚିହ୍ନଟ ହେବାପରେ ଅସନ୍ତା କାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସଟଡାଉନ କଟକଣା ବଳବତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସମାଗ୍ରୀ ବ୍ୟତିତ ଅନ୍ୟ ସମସ୍ତ ଦୋକାନ…
Read More...

ରାଜ୍ୟ ସରକାରଙ୍କ ଘୋଷଣା : ୫ମାସ ମିଳିବ ମାଗଣା ଡାଲି ଓ ଚାଉଳ

ଭୁବନେଶ୍ୱର : କରୋନା ମହାମାରୀରେ ସମୟରେ ଚାଲିଥିବା ଲକ୍ ଡାଉନ୍ ଓ ସଟ୍ଡାଉନ ଗରିବ ଲୋକଙ୍କ ଜିବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରରକ୍ଷା ଯୋଜନାରେ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ମାସ ମାଗଣାରେ ଡାଲି ଓ ଚାଉଳ ଯୋଗାଇ…
Read More...

ଶିକ୍ଷକଙ୍କ ମୃତ ଦେହକୁ ଉଠାଇଲେ ସାମ୍ବାଦିକ

ଶେରଗଡ: କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ଉଠାଇବାକୁ ବି କେହି ଆସୁନଥିବା କଥା ଶୁଣିବାକୁ ମିଳିଥିଲେହେଁ ଏହାର ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକରେ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଦେହାନ୍ତ ହୋଇଛି । ମାତ୍ର କରୋନା ସନ୍ଦେହରେ…
Read More...